Education ଏପ୍ରିଲ ୧୮ରୁ ଖରା ଛୁଟି Metro TV Odisha Jan 26, 2026 ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଗୁଡିକୁ ଆଗୁଆ ଛୁଟି ଘୋଷଣା କରିଛନ୍ତି ରାଜ୍ୟସରକାର। ଏପ୍ରିଲ ୧୮ରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ।
Culture ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଆଦିବାସୀ ମେଳା ୨୦୨୬ Metro TV Odisha Jan 26, 2026 ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଆଦିବାସୀ ମେଳା ୨୦୨୬ । ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳା ୨୬ ଜାନୁଆରୀରୁ ୫ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ମେଳା ପରିସରରେ ଓଡ଼ିଶାର ବିଭିନ୍ନ ଆଦିବାସୀ ଜନଜାତିଙ୍କ ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀର ସଜୀବ…
Entertainment ‘ଲାଫ୍ଟର ସେଫ୍ ୩’ଗ୍ରାଣ୍ଡ ଫିନାଲେ : ବିଜେତା ଟ୍ରଫି ହେତେଇଲା ଟିମ୍ କାଣ୍ଟା Metro TV Odisha Jan 26, 2026 ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ’ ‘ଲାଫ୍ଟର ସେଫ୍ ୩’ ର ଗ୍ରାଣ୍ଡ ଫିନାଲେ ଶେଷ ହୋଇଛି । ଏବେ ଏହି ଶୋ‘କୁ ବିଜେତା ଟିମ୍ ମିଳି ସାରିଛି । ଗତକାଲି କାଣ୍ଟା ଟ୍ରଫି ଏବଂ ଟିମ୍ ଛୁରୀ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । କିନ୍ତୁ ଏଥିରେ ଟିମ୍ କାଣ୍ଟା ବିଜେତା ଟ୍ରଫି ହାତକୁ ନେଇଥିଲା । ଟିମ୍…
Sports ଗୌହାଟୀରେ ଭାରତର ବୃହତ ବିଜୟ,ସିରିଜ ଜିତିଲା ଭାରତ Metro TV Odisha Jan 26, 2026 ଗୌହାଟୀରେ ଭାରତର ବୃହତ ବିଜୟ। ୧୫୪ରନର ଟାର୍ଗେଟକୁ ମାତ୍ର ୧୦ଓଭରରେ ହାସଲ କରିଛି। ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ସିରିଜରେ ୩-୦ରେ ଆଗୁଆ ରହିଛି। ଅଭିଷେକ ଶର୍ମାଙ୍କ ବିସ୍ଫୋରକ ୬୮ରନ କରିଥିଲେ। ମାତ୍ର ୨୦ ବଲରେ ୫ଟି ଛକା ଓ ୭ଟି ଚୌକାରେ ୬୮ରନ କରି ଅପରାଜିତ ରହିଥିଲେ ଅଭିଷେକ।…
Technology Republic Day Offer ଦେଉଛି BSNL ,ଯେଉଁଥିରେ ୟୁଜର୍ସମାନେ ପାଇବେ ଅନେକ ସୁବିଧା, ଜାଣନ୍ତୁ ତାହା କଣ Metro TV Odisha Jan 26, 2026 BSNL ୟୁଜର୍ସଙ୍କ ପାଇଁ ଆସିଲା ଖୁସି ଖବର । Republic Day Offer ଦେଉଛି BSNL । ଯେଉଁଥିରେ ୟୁଜର୍ସମାନେ ପାଇବେ ଅନେକ ସୁବିଧା । ଭାରତ ସଂଚାର ନିଗମ ଲିମିଟେଡ୍ (BSNL) ଏହାର ୟୁଜର୍ସମାନଙ୍କ ପାଇଁ ୨,୬୨୬ ଟଙ୍କାର ଏକ ପ୍ଲାନ୍ ଲଞ୍ଚ କରିଛି, ଯାହା ଅନେକ ସୁବିଧା ପ୍ରଦାନ କରୁଛି । ଏହି…
Weather Report ଆଜି ଠୁ କମିବ ଶୀତ Metro TV Odisha Jan 26, 2026 ରାଜ୍ୟର ପ୍ରାୟ ଅଞ୍ଚଳରେ ରାତି ତାପମାତ୍ରା ବଢ଼ିଛି ଏବଂ କିଛି ସ୍ଥାନରେ ହ୍ରାସ ପାଇଛି। ପୂର୍ବାପେକ୍ଷା ଶୀତ ପ୍ରକୋପ କମିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ସୋମବାରଠାରୁ ଶୀତ ଆହୁରି କମିବ। କାରଣ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ…
National କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ଦ୍ରୌପଦୀ ମୁର୍ମୁ Metro TV Odisha Jan 26, 2026 ଦିଲ୍ଲୀରୁ ପଲ୍ଲୀ ସବୁଠି ଗଣତନ୍ତ୍ର ଦିବସର ଉତ୍ସାହ । ଆଜି ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ । ଚାରି ଆଡେ ଫର ଫର ହୋଇ ଉଡୁଛି ଜାତୀୟ ପତାକା ତ୍ରିରଙ୍ଗା । ଦେଶର ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସାମରିକ…
Odisha ଦୁର୍ନୀତିଗ୍ରସ୍ତ ସରକାରୀ ଚାକିରିଆଙ୍କୁ ରାଜନୈତିକି ସୁରକ୍ଷା ଦିଆଯିବ ନାହିଁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ Metro TV Odisha Jan 26, 2026 ସାରା ଦେଶ ପାଳୁଛି ୭୭ତମ ଗଣତନ୍ତ୍ର ଦିବସ ।ଏହି ଅବସରରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଛନ୍ତି । କଟକ ବାରବାଟୀ ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମ୍ବିଧାନ ଆମ ଜୀବନର ମାନଦଣ୍ଡ । ଆମ…
Odisha ୭୭ତମ ସାଧାରଣତନ୍ତ୍ର ଦିବସ : ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ Metro TV Odisha Jan 26, 2026 ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ମହାପୁରୁଷଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି…
Odisha ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ : ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ Metro TV Odisha Jan 26, 2026 ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ଭବ୍ୟ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ । ପରେଡରେ ୫୪ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଛନ୍ତି । ଯେଉଁଥିରେ ବିଭିନ୍ନ…