Browsing Tag

#metro tv

ଭାରତରେ ଲଞ୍ଚ ହେଲା Vivo X200 ସିରିଜର ଆଉ ଏକ ଫୋନ୍ , ଜାଣନ୍ତୁ ଏହାର ପ୍ରାଇସ

ଭାରତରେ Vivo X200 ସିରିଜର ଆଉ ଏକ ଫୋନ୍ ଲଞ୍ଚ ହୋଇଛି । ଏହି Vivo ଫୋନ୍ ପାୱାରଫୁଲ୍ ଫିଚର୍ସ ସହିତ ଆସୁଛି । କମ୍ପାନୀ ଏହି ଫ୍ଲାଗସିପ୍ ଫୋନ୍ ବିଷୟରେ ବହୁତ ଦିନ ଧରି ଟିଜ୍ କରିଆସୁଛି । Vivo X200T ରେ ୫୦MP କ୍ୟାମେରା ଏବଂ ୫୧୨GB ଷ୍ଟୋରେଜ୍ ଅଛି । ଏହି ଫୋନ୍ ରେ ଏକ ଗୋଲ କ୍ୟାମେରା…

ପ୍ଲେବ୍ୟାକ୍ ସିଙ୍ଗିଙ୍ଗକୁ ଅଲବିଦା କହିଲେ ଅରିଜିତ, ସୋସିଆଲ ମିଡିଆ ଆକାଉଣ୍ଟରେ କଲେ ଘୋଷଣା

ପ୍ଲେବ୍ୟାକ୍ ସିଙ୍ଗିଙ୍ଗକୁ ଅଲବିଦା କହିଲେ ଅରିଜିତ । ଏଣିକି ଆଉ ଗୀତ ଗାଇବେନି ବଲିଉଡର ପ୍ରଖ୍ୟାତ କଣ୍ଠଶିଳ୍ପୀ ଅରିଜିତ ସିଂ । ଏନେଇ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଘୋଷଣା କରିଛନ୍ତି ନିଜେ ଅରିଜିତ ସିଂ । କହିଛନ୍ତି ଯେ ମୁଁ ଏବେ ବୋର୍ ହୋଇଗଲିଣି, ଆଉ ଗୀତ ଗାଇବିନି! । ସେ ଆହୁରି ମଧ୍ୟ…

ବରଫର ଧଳା ଚାଦର ତଳେ ଆମେରିକା , ନେଲାଣି ୪୨ଜୀବନ

ସବୁ ଆଡେ ବରଫ ଆଉ ବରଫ । ଯୁଆଡେ ଚାହିଁଲେ ବରଫର ଧଳା ଚାଦର । ଆମେରିକାରେ ଗତ ଜାନୁଆରୀ୨୫ତାରିଖରୁ ଆରମ୍ଭ ହୋଇଥିବା ବରଫ ଝଡ ଏବେ ଅଧିକ ଘାତକ ହେବାରେ ଲାଗିଲାଣି । ଏହା ଏବେସୁଦ୍ଧା ୪୨ଟି ଜୀବନ ନେଇ ସାରିଥିବା ବେଳେ ଜନଜୀବନ ଏକପ୍ରକାର ଠପ୍ ହୋଇଯାଇଛି । ଲୋକେ ଅନ୍ଧାରରେ ରହିଛନ୍ତି ।…

ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-20

ବିଶାଖାପଟନମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-20 ମ୍ୟାଚ୍ ଖେଳାଯିବ । ଭାରତ ପ୍ରଥମ ୩ଟି ଯାକ ମ୍ୟାଚ ଜିତି ସିରିଜ କବଜା କରି ସାରିଛି । ବାକି ୨ଟି ମ୍ୟାଚରେ ଅବଶିଷ୍ଟ ଖେଳାଳିଙ୍କୁ ସୁଯୋଗ ଦେବାକୁ ଟିମ ଇଣ୍ଡିଆର ଚୟନକର୍ତ୍ତା ଚାହୁଁଛନ୍ତି । ଟିମ୍ ଇଣ୍ଡିଆ ସିରିଜ କବଜା…

ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ,ଦେଶର ଅର୍ଥ ବ୍ୟବସ୍ଥାକୁ ନୂଆ ଗତି ମିଳିଛି – ରାଷ୍ଟ୍ରପତି

ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ ।  ପ୍ରଥମ ଦିନରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  କହିଛନ୍ତି, ପ୍ରତି କ୍ଷେତ୍ରରେ ଦେଶ ଆଗକୁ ବଢ଼ୁଛି, ସାରା ବିଶ୍ବରେ ଭାରତର ଚର୍ଚ୍ଚା ହେଉଛି। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଭାରତ ଆଗରେ ରହିଛି । ଦେଶର ଅର୍ଥ ବ୍ୟବସ୍ଥାକୁ ନୂଆ ଗତି…

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଶୋକ ପ୍ରକାଶ କରି କହିଛନ୍ତି, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାରେ ଦେହାନ୍ତ…

ଅଜିତ ପାୱାର ଜଣେ ଜନନେତା ଥିଲେ ଯାହାଙ୍କର ଏକ ଦୃଢ଼ ଜନସମର୍ଥନ ଥିଲା- ମୋଦୀ

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ ଅବତରଣ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।…

ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ

ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ । ଅଜିତ ପାୱାରଙ୍କ ଦେହାନ୍ତ ନେଇ ଖବର ସରବରାହ ସଂସ୍ଥା PTI ସୂତ୍ରରୁ ସୂଚନା । ଅଜିତ ପାୱାରଙ୍କ ସମେତ ଅନେକଙ୍କ ମୃତ୍ୟୁ ହୋଇଥିବା PTI ସୂତ୍ରରୁ ସୂଚନା । ମୁମ୍ବାଇରୁ ବାରାମତୀ ଯିବାବେଳେ ୮ଟା ୪୫ ମିନିଟ୍ରେ…

ଶ୍ରୀମନ୍ଦିରରେ ଆଜି  ମହାପ୍ରଭୁଙ୍କ ସ୍ୱତନ୍ତ୍ର ‘ବନକଲାଗି’ ନୀତି ଅନୁଷ୍ଠିତ ହେବ , ଚାରି ଘଣ୍ଟା ପାଇଁ…

ଆଜି ବନ୍ଦ ରହିବ ସାଧାରଣ ଦର୍ଶନ । ମହାପ୍ରଭୁଙ୍କ ବନକଲାଗି ନୀତି ଲାଗି ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମାଘ ଶୁକ୍ଳ ଦଶମୀ ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଏହି ନୀତି। ବନକଲାଗି ନୀତି ପାଇଁ ଚାରି ଘଣ୍ଟା ପାଇଁ ବନ୍ଦ ରହିବ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସକାଳୁ ଘନ କୁହୁଡ଼ି ସହ କାକର ପଡ଼ିବା ନେଇ ଆକଳନ କରିଛି ବିଭାଗ

ଶୀତ କମିବ । ଆସନ୍ତା ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଭୁବନେଶ୍ୱରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସକାଳୁ ଘନ କୁହୁଡ଼ି ରହିବା ସହ କାକର ପଡ଼ିବ । ଦିନର ତାପମାତ୍ରା ୩୨ ଡିଗ୍ରୀ ଓ ରାତିରେ ୧୫ ଡିଗ୍ରୀ ରହିବ । ପାଣିପାଗ ବିଭାଗ ଏହି ଆକଳନ କରିଛି । ସେହିପରି…