Browsing Tag

#metro tv

ଲ୍ୟାଣ୍ଡିଂ ବେଳେ ଓଲଟିପଡିଲା ଯାତ୍ରୀବାହି ବିମାନ

କାନାଡାର ଟୋରଣ୍ଟୋ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ, ଡେଲ୍ଟା ଏୟାରଲାଇନ୍ସର ଏକ ବିମାନ ଅବତରଣ ସମୟରେ ବିମାନବନ୍ଦରରେ ଓଲଟି ପଡ଼ିଥିଲା। ଏହି ବିମାନରେ ମୋଟ ୮୦ଜଣ ଯାତ୍ରୀ ଥିଲେ। କୁହାଯାଉଛି ଯେ ଦୁର୍ଘଟଣାରେ ୧୮ଜଣ ଆହତ ହୋଇଛନ୍ତି ଯେଉଁମାନଙ୍କୁ ନିକଟସ୍ଥ…

ଚାମ୍ପିଅନ୍ସ ଟ୍ରଫି ପାଇଁ ସମସ୍ତ ଦେଶର ପତାକା ଲାଗିଥିବା ବେଳେ ଲାଗିନି ଭାରତୀୟ ପତାକା

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନରେ ହେଉଛି । ହେଲେ ଏହା ପୂର୍ବରୁ ବିବାଦ ସାମ୍ନାକୁ ଆସିଛି । କେବେ ଷ୍ଟାଡିୟମକୁ ନେଇ ତ କେବେ ଆୟୋଜନକୁ ନେଇ । ଏବେ ପତାକାକୁ ନେଇ ନୂଆ ବିବାଦ ଦେଖାଦେଇଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ କରାଚିର ନ୍ୟାସନାଲ ଷ୍ଟାଡିୟମରେ…

ଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରରେ ମୁତୟନ ହେବ ୪୦ପ୍ଳାଟୁନ ଫୋର୍ସ

ଆସନ୍ତା ୨୬ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଉତ୍ସବ ପାଇଁ ରାତି ୧୦ଟାରେ ଉଠିବ ମହାଦୀପ । ସ୍ୱତନ୍ତ୍ର ପ୍ରଦକ୍ଷଣ ଭବନ ସମିଳନୀ କକ୍ଷରେ ଆୟୋଜିତ ସମନ୍ୱୟ କମିଟି ବୈଠକରେ ସର୍ବସମତି କ୍ରମେ ନିଷ୍ପତି ନିଆଯାଇଛି । ଚଟାଣରେ କାରପେଟ ବିଛା, ପୋଲିସ ପ୍ରଶାସନ ପକ୍ଷରୁ ୪୦ପ୍ଳାଟୁନ ଫୋର୍ସ…

ହଠାତ୍‌ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଶକିରା

କଲମ୍ବିଆର ପ୍ରସିଦ୍ଧ ସିଙ୍ଗର ତଥା ସଙ୍ଗ୍‌ ରାଇଟର ଶକିରା ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫଳରେ ପେରୁର ରାଜଧାନୀ ଲିମାରେ ହେବାକୁ ଥିବା ଶକିରାଙ୍କ ବହୁ ପ୍ରତୀକ୍ଷିତ ମ୍ୟୁଜିକ୍‌ କନ୍‌ସର୍ଟକୁ ବାତିଲ କରିବାକୁ ପଡ଼ିଛି। ଏନେଇ ଶକିରା ଏକ୍ସ’ରେ ଏକ…

ଆମେରିକାରେ ପ୍ରବଳ ବର୍ଷା ଯୋଗୁଁ କିଛି ନଦୀରେ ବନ୍ୟା

ଆମେରିକାର ଅନେକ ଅଞ୍ଚଳରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି, ଅନ୍ୟପଟେ କେଣ୍ଟୁକି ରାଜ୍ୟରେ ପ୍ରବଳ ବର୍ଷା ତାଣ୍ଡବ ସୃଷ୍ଟି କରିବା ଆରମ୍ଭ କରିଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଅନେକ ନଦୀରେ ବନ୍ୟା ଆସିଛି। ଏଥିପାଇଁ ଏପର୍ଯ୍ୟନ୍ତ ୯ଜଣ ଲୋକଙ୍କ ଜୀବନ ଯାଇଛି। ପାଣିପାଗ ବିଭାଗ ଅନୁଯାୟୀ,…

ଅସହ୍ୟ ଗରମ ଯୋଗୁଁ ସକାଳୁଆ ପାଠପଢ଼ା ସହ ପରୀକ୍ଷା କରିବାକୁ ନିର୍ଦ୍ଦେଶ

ଖରା ତାତି ଅସହ୍ୟ ହେଉଥିବାରୁ ଏହା ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ପ୍ରଭାବିତ କରୁଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସକାଳୁଆ ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନେଇଛି। ଏନେଇ ବିଭାଗ ପକ୍ଷରୁ ଏକ ଏସ୍‌ଓପି ଜାରି କରାଯାଇଛି। ଏଥିସହ ବିଶ୍ୱବିଦ୍ୟାଳୟର…

ଜ୍ଞାନେଶ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ବରିଷ୍ଠ ପ୍ରଶାସନିକ ଅଧିକାରୀ ଜ୍ଞାନେଶ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର । ସେ ବର୍ତ୍ତମାନ ସିଇସି ଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ। ନିଯୁକ୍ତିକୁ ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି…

ଆଜି କଂଗ୍ରେସର ପୁରୀ ଅଭିମୁଖେ ବିଶାଳ ପଦଯାତ୍ରା

ଆଜି କଂଗ୍ରେସର ବିଶାଳ ପଦଯାତ୍ରା । ନୂଆ ପିସିସି ସଭାପତି ଭକ୍ତ ଦାସ ପହଞ୍ଚିବା ପରେ ପଦଯାତ୍ରା ଆରମ୍ଭ ହେବ । ଭୁବନେଶ୍ବରରୁ ପୁରୀ ୬୦ କିଲୋମିଟରର ପଦଯାତ୍ରା ପାଇଁ ରାଜଧାନୀରେ ପହଞ୍ଚି ସାରିଛନ୍ତି କଂଗ୍ରେସ କର୍ମୀ ।ଭକ୍ତ ଦାସ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚୁ ପହଞ୍ଚୁ ପୁରୀ ଅଭିମୁଖେ…

ଆଜିଠାରୁ +୨ ବିଜ୍ଞାନ ପରୀକ୍ଷା, ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜିଠାରୁ +୨ ଥିଓରୀ ପରୀକ୍ଷା ଆରମ୍ଭ ହେବ। ଆଜି  ବିଜ୍ଞାନ ପାଠ୍ୟକ୍ରମର ମାତୃଭାଷା  ଓଡ଼ିଆ ପରୀକ୍ଷା ରହିଛି। ମୋଟ ୧ ଲକ୍ଷ ୧୫ ହଜାର ପରୀକ୍ଷାର୍ଥୀ ବିଜ୍ଞାନ ପାଠ୍ୟକ୍ରମର ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ। ରାଜ୍ୟର ମୋଟ ୨୦୫ଟି ପରୀକ୍ଷା ପରିଚାଳନା…

ଏହି ମନ୍ତ୍ର ଜପ କରନ୍ତୁ ,ପ୍ରାପ୍ତି ହେବ ସୁସ୍ଥ ଓ ଗୁଣବାନ୍‌ ସନ୍ତାନ

ସନ୍ତାନ ଗୋପାଳ ମନ୍ତ୍ର ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏକ ଶକ୍ତିଶାଳୀ ମନ୍ତ୍ର ବୋଲି କୁହାଯାଏ । ଯେଉଁମାନେ ଗର୍ଭବତୀ ଓ ଯେଉଁମାନେ ସନ୍ତାନ ପାଇଁ ଇଚ୍ଛୁକ ସେମାନେ ଏହି ମନ୍ତ୍ର ଜପ କରିବା ଦ୍ୱାରା ବିଶେଷ ରୂପେ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା କେବଳ ସନ୍ତାନ…