Browsing Tag

#metro tv

ଆସାମ ମୋରିଗାଓଁରେ ଭୂକମ୍ପ

ଆସାମ ମୋରିଗାଓଁରେ ଭୂକମ୍ପ । ରାତି ପ୍ରାୟ ୨ଟା ୨୫ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ ହୋଇଛି । ୫.୦ ତୀବ୍ରତାର ଭୂକମ୍ପ ଏକ ମଧ୍ୟମ ଧରଣର ଭୂକମ୍ପ । ତେବେ ଆସାମ ଭୂକମ୍ପର କେନ୍ଦ୍ର ସ୍ଥଳ କେଉଁଠି ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି…

ଘନ କୁହୁଡ଼ି ପାଇଁ ୟେଲୋ ଓ୍ବାର୍ନିଂ

ରାଜ୍ୟରେ ଗତ କିଛିଦିନ ଧରି ପାଗ ଶୁଖିଲା ରହିଥିଲେ ମଧ୍ୟ ତାପମାତ୍ରା ଅଧିକ ରହିଛି। ବୁଧବାର ଦିନ ତାପମାତ୍ରା ବୌଦ୍ଧ ଜିଲାରେ ସର୍ବାଧିକ ୩୬.୮ ଡିଗ୍ରୀ ରହିଥିଲାବେଳେ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୧୫.୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ତେବେ ଆସନ୍ତା ୨ଦିନ ରାତି ତାପମାତ୍ରାରେ…

ଆଜିର ରାଶିଫଳ

ମେଷ : ଆଜି ଏକାଧାରରେ ଅର୍ଥ ଓ ସମ୍ମାନ ସାଙ୍ଗକୁ ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ମିଳିପାରିବ। ଅଶ୍ୱିନୀ ନକ୍ଷତ୍ର କେତେକ ଅଧାପନ୍ତରିଆ କାମକୁ ନେଇ ଚିନ୍ତିତ ରହିବାର ସୂଚନା ରହିଛି। ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ପୂର୍ବ ଶତ୍ରୁତାକୁ ଦୋହରାଇ ନିଜ ଲୋକ ଅସୁବିଧାରେ…

ପୁଷ୍ପା-୨’କୁ ପଛରେ ପକାଇ ୩୦୦ କୋଟି ପାର୍ କଲା ଫିଲ୍ମ ‘ଛାବା

ଫିଲ୍ମ 'ଛାବା'କୁ ନେଇ ଚାରିଆଡ଼େ ଚର୍ଚ୍ଚା। ୧୦ମ ଦିନରେ 'ପୁଷ୍ପା-୨'କୁ ପଛରେ ପକାଇ ୩୦୦ କୋଟି ପାର୍ କଲା ଫିଲ୍ମ 'ଛାବା'। ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ 'ଛାବା' ବକ୍ସ ଅଫିସ୍ କଲେକ୍ସନରେ ରେକର୍ଡ କରିଛି। ସୂଚନାନୁସାରେ,…

ଚାମ୍ପିୟନ୍ସ ଟ୍ରଫି – ସେମିଫାଇନାଲ ଟିକେଟ ହାତାଇଲେ ଭାରତ ଏବଂ ନ୍ୟୁଜିଲାଣ୍ଡ

ବାଂଲାଦେଶକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ। ଚାମ୍ପିୟନ୍ସ ଟ୍ରଫିରୁ ବିଧିବଦ୍ଧ ଭାବେ ବିଦା ହେଲା ଆୟୋଜକ ପାକିସ୍ତାନ। ଗ୍ରୁପ୍ ଏର ପ୍ରସଙ୍ଗ ସମ୍ପୂର୍ଣ୍ଣ ଜଣାପଡ଼ିଯାଇଛି। କିନ୍ତୁ ଗ୍ରୁପ୍ ବିର ସେମିଫାଇନାଲର ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଉ ପାଞ୍ଚଟି ଗ୍ରୁପ୍…

ପ୍ରମୁଖ ଡିଟିଏଚ୍‌ ସେବା ପ୍ରଦାନକାରୀ ଟାଟା ପ୍ଲେ ଓ ଏୟାର୍‌ଟେଲ୍‌ ଡିଜିଟାଲ୍‌ ଟିଭି ମଧ୍ୟରେ ମିଶ୍ରଣ ହେବ

ଡିଜିଟାଲ୍‌ ପ୍ଲାଟ୍‌ଫର୍ମଗୁଡ଼ିକର ଗ୍ରହଣୀୟତା ବଢ଼ିବା ପରେ ଚାପରେ ଥିବା ଡାଇରେକ୍ଟ ଟୁ ହୋମ୍ (ଡିଟିଏଚ୍‌) କ୍ଷେତ୍ରରେ ଏକ ବଡ଼ ଧରଣର ମିଶ୍ରଣ ହେବାକୁ ଯାଉଛି। ଦେଶର ଦୁଇ ପ୍ରମୁଖ ଡିଟିଏଚ୍‌ ସେବା ପ୍ରଦାନକାରୀ ଟାଟା ପ୍ଲେ ଓ ଏୟାର୍‌ଟେଲ୍‌ ଡିଜିଟାଲ୍‌ ଟିଭି ମଧ୍ୟରେ ମିଶ୍ରଣ ହେବ। ଉଭୟ କମ୍ପାନି…

ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ ଝଟକା

ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ ଝଟକା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୧ ରହିଛି। ଏହାର କେନ୍ଦ୍ରସ୍ଥଳ ଉତ୍ତର ସୁଲାୱେସି ପ୍ରଦେଶ ନିକଟସ୍ଥ ଉପକୂଳରେ ଥିଲା। USGS ଏଜେନ୍ସି ଅନୁଯାୟୀ, ଭୂମିକମ୍ପଟି ବୁଧବାର ସକାଳ ୬.୫୫ରେ ୧୦ କିଲୋମିଟର (୬.୨ ମାଇଲ) ଗଭୀରତାରେ ଆସିଥିଲା।…

ଭେଟିପାରନ୍ତି ମୋଦି-ୟୁନୁସ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍‌ଙ୍କୁ ଭେଟିପାରନ୍ତି। ଏହି ବୈଠକ ଚଳିତ ବର୍ଷ ଏପ୍ରିଲରେ ବ୍ୟାଙ୍କକରେ ଅନୁଷ୍ଠିତ ହେବାକୁ ଥିବା BIMSTEC ସମ୍ମିଳନୀ ସମୟରେ ହୋଇପାରେ। ଅଗଷ୍ଟ ୨୦୨୪ରେ ବାଂଲାଦେଶରେ ଶେଖ ହାସିନା…

ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟାରେ ୨ ମହିଳା ଆହତ

ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ। ଓମ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ରାଜ୍ୟର ବିଭିନ୍ନ ଶିବାଳୟ। ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ। ପବିତ୍ର ମହା ଶିବରାତ୍ରି ପାଇଁ ଉତ୍ସବ ମୁଖର ଲିଙ୍ଗରାଜ ମନ୍ଦିର। ଶ୍ରୀଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି। ପ୍ରବଳ…

ହିଟ୍ ୱେଭର ମୁକାବିଲା ଓ ଏଥିପାଇଁ ଆଗୁଆ ପ୍ରସ୍ତୁତି ପାଇଁ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି

ବଢ଼ୁଥିବା ଖରାକୁ ଦେଖି ସତର୍କ ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ବିଭାଗ। ହିଟ୍ ୱେଭର ମୁକାବିଲା ଓ ଏଥିପାଇଁ ଆଗୁଆ ପ୍ରସ୍ତୁତି ପାଇଁ ଚିଠିରେ କୁହାଯାଇଛି  । ସ୍କୁଲରେ ଯେପରି ପାନୀୟ ଜଳ ସୁବିଧା ରହିବ, ତାହା ସୁନିଶ୍ଚିତ କରାଇବାକୁ…