Browsing Tag

#metro tv

ରାଷ୍ଟ୍ରପତି ଭବନ ନିକଟ ନର୍ଥ ବ୍ଲକରେ ନିଆଁ

ରାଷ୍ଟ୍ରପତି ଭବନ ନିକଟ ନର୍ଥ ବ୍ଲକରେ ନିଆଁ ଲାଗିଥିବା ସୂଚନା ମିଳିଛି । କୋଠାରୁ କଳା ଧୂଆଁ ଉଠୁଥିବା ଖବର ମିଳିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ୬ଟି ଗାଡ଼ି ଘଟଣାସ୍ଥଳକୁ ପଠାଯାଇଛି । ତେବେ ପ୍ରାଥମିକ ସୂଚନା ଅନୁଯାୟୀ, କୋଠାର ଛାତ ଉପରେ ୱେଲ୍ଡିଂ କାମ ଚାଲିଥିବା ସମୟରେ ସ୍ପାର୍କ ସୃଷ୍ଟି…

ମୁମ୍ବାଇ ଇଣ୍ଡିଆନ୍ସ ନିଜର ପୂର୍ବତନ ଖେଳାଳି ତଥା ବ୍ୟାଟିଂ କୋଚ୍ କିରନ୍ ପୋଲାର୍ଡଙ୍କୁ ଦଳର ନୂଆ ମୁଖ୍ୟ କୋଚ୍ ଭାବେ…

ମୁମ୍ବାଇ ଇଣ୍ଡିଆନ୍ସ ନିଜର ପୂର୍ବତନ ଖେଳାଳି ତଥା ବ୍ୟାଟିଂ କୋଚ୍ କିରନ୍ ପୋଲାର୍ଡଙ୍କୁ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି । ପୋଲାର୍ଡ ଗତ ୧୬ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡ଼ିତ ରହିଛନ୍ତି । ଖେଳାଳି ଏବଂ ପରବର୍ତ୍ତୀ ସମୟରେ ବ୍ୟାଟିଂ କୋଚ୍ ଭାବେ ଦଳର ସଫଳତାରେ…

କଣାସରେ ବିଦେଶୀ ପକ୍ଷୀ,ପକ୍ଷୀକୁ ଦେଖିବାକୁ ଭିଡ଼ ଜମାଉଛନ୍ତି ଲୋକେ

କଣାସରେ ବିଦେଶୀ ପକ୍ଷୀ । ଚିଲିକା ସଂଲଗ୍ନ ପୁରୀ ଜିଲ୍ଲା କଣାସ ଅଞ୍ଚଳକୁ ହଜାର ହଜାର ସଂଖ୍ୟାରେ ବିଦେଶୀ ପ୍ରବାସୀ ପକ୍ଷୀଙ୍କ ଆଗମନ ହୋଇଛି। ଅତିଥି ପକ୍ଷୀମାନଙ୍କ ଶବ୍ଦରେ ସମଗ୍ର ଅଞ୍ଚଳ ମୁଖରିତ ହେଉଛି । ଏଭଳି ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋଳାହଳର ମାହୋଲ ସୃଷ୍ଟି…

ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଆବାହନରେ ଭକ୍ତିମୟ ହୋଇଉଠିଛି ସାରା ରାଜ୍ୟ

ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଆବାହନରେ ଭକ୍ତିମୟ ହୋଇଉଠିଛି ସାରା ରାଜ୍ୟ । ଧରାବତରଣ କରିଛନ୍ତି ମା’ ଧନଦାତ୍ରୀ, ଐଶର୍ଯ୍ୟ ଦାୟୀନୀ ମା’। ଚାନ୍ଦି ମେଢ଼ ସୁନା ମୁକୁଟ ସୁନା ହାରରେ ମା’ଝଲସୁଛନ୍ତି । ଆଲୋକ ତୋରଣ ଝଲସୁଛି ଅନୁଗୁଳ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା । ଚଳିତ ବର୍ଷ ଅନୁଗୋଳର ୨୯ଟି…

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’,ଓଡ଼ିଶାରେ ସିଧାସଳଖ ମାଡ଼ ହେବନି ବାତ୍ୟା, କିନ୍ତୁ ପଡ଼ିବ ପ୍ରଭାବ

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ସକାଳ ୫ଟା ୩୦ରେ ଗଭୀର ଅବପାତ ନେଲା ବାତ୍ୟାର ରୂପ । ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ । ଆସନ୍ତାକାଲି ଅତି ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା ‘ଅର୍ଣ୍ଣବ’ । ୨୮ ତାରିଖରେ ବାପଟ୍ଟଲା-ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା ।…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ- ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ଅଟକିଥିବା କାମ ସମାପ୍ତ କରିବାରେ ସଫଳ ହେବେ। ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। ପରିବାରର ସହଯୋଗ ମନକୁ ଖୁସି କରିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେ ରୁହନ୍ତୁ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ବୃଷ- ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଦିନଟି ଶୁଭ…

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ୮ ଜିଲ୍ଲାରେ ୮ ମନ୍ତ୍ରୀଙ୍କୁ ଦାୟିତ୍ୱ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେବାକୁ ଯାଉଛି। ଏହି ସମ୍ଭାବ୍ୟ ବାତ୍ୟା ଓ ଅତି ପ୍ରବଳ ବର୍ଷାର ମୁକାବିଲା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ହୋଇପଡ଼ିଛନ୍ତି। ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର…

ସୁରକ୍ଷିତ ନଥିବା କୌଣସି ଡିଜିଟାଲ୍ ବ୍ୟବସ୍ଥା ଲୋକଙ୍କ ବିଶ୍ୱାସ ଜିତିପାରିବ ନାହିଁ-RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା

ସୁରକ୍ଷିତ ନଥିବା କୌଣସି ଡିଜିଟାଲ୍ ବ୍ୟବସ୍ଥା ଲୋକଙ୍କ ବିଶ୍ୱାସ ଜିତିପାରିବ ନାହିଁ। ଜଟଣୀରେ RBI ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦ୍ ଘାଟନ ଅବସରରେ ଏହା କହିଛନ୍ତି RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା। ବ୍ୟାଙ୍କିଙ୍ଗ୍ ଅଭିଯୋଗ ପାଇଁ ଇଣ୍ଟିଗ୍ରେଟେଡ୍…

ପଶ୍ଚିମ ଏସିୟା ଉତ୍ତେଜନା ଯୋଗୁ ୧୨୦ ଡଲାର ପାଖାପାଖି ହେଲା କ୍ରୁଡ

ପଶ୍ଚିମ ଏସିୟାରେ ବଢୁଥିବା ବୈଶ୍ୱିକ ଉତ୍ତେଜନା ଅଶୋଧିତ ତୈଳ ମୂଲ୍ୟରେ ଉଠାପକା ଆସନ୍ତା ସପ୍ତାହରେ ମଧ୍ୟ ଜାରି ରହିବ। ଏଣୁ ଯୋଗାଣ ବାଧିତ ହେବାର ଆଶଙ୍କା ଦେଖାଦେଲାଣି। ଏଥିରେ ଆମେରିକା ଫେଡେରାଲ ରିଜର୍ଭର ମୁଦ୍ରାନୀତି ସମ୍ପର୍କିତ ନିଷ୍ପତ୍ତି ବଜାରର ଆଗାମୀ ଦିଗ ନିର୍ଦ୍ଧାରଣରେ…

IND W vs ZIM W : ଦ୍ୱିତୀୟ ଦିନିକିଆରେ ଜିମ୍ୱାୱେକୁ ୧୨୧ ରନରେ ହରାଇଲା ଭାରତ,

ବ୍ୟାଟିଂରେ ହରମନପ୍ରୀତ କୌର ଏବଂ ଦୀପ୍ତି ଶର୍ମାଙ୍କ ଐତିହାସିକ ଶତକୀୟ ଇନିଂସ ପରେ ବୋଲିଂରେ ବୈଷ୍ଣବୀ ଶର୍ମାଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଜିମ୍ୱାୱେକୁ ୧୨୧ ରନରେ ହରାଇଲା ଭାରତ। ଜିମ୍ୱାୱେ ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର ଭଦୋଦରାର ବିସିଏ କ୍ରିକେଟ୍ ଗ୍ରାଉଣ୍ଡରେ…