ସୁନା ଋଣ କ୍ଷେତ୍ରରେ ବେଆଇନ କାରବାର ହେଉଥିବା ସନ୍ଦେହ
ସୁନା ବନ୍ଧକ ରଖି ଲୋକମାନେ ନେଉଥିବା ଋଣ ପରିମାଣ ଦ୍ରୁତ ଗତିରେ ବଢ଼ିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବେଶ୍ ଚିନ୍ତିତ ହୋଇପଡ଼ିଛି। ଆଗକୁ କୌଣସି ବଡ଼ ଧରଣର ଅସୁବିଧା ହେବା ପୂର୍ବରୁ ସୁନା ଋଣକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ସୁନା ଋଣ କ୍ଷେତ୍ରରେ ବେଆଇନ କାରବାର…