Browsing Tag

#metro tv

ସରିବ ୯ ମାସର ଅପେକ୍ଷା , ପୃଥୀବୀକୁ ଫେରିବେ ସୁନିତା ଏବଂ ତାଙ୍କ ସାଥୀ

ଦୀର୍ଘ ୯ମାସ ଧରି ଆଇଏସଏସ୍‌ ରେ ଅଟକି ରହିଥିବା ନାସା ମହାକାଶଚାରୀ ସୁନିତା ୱିଲିୟମ୍‌ସ ଏବଂ ତାଙ୍କ ସାଥୀ ବଚ୍‌ ୱିଲମୋରଙ୍କ ସମେତ ଅନ୍ୟ ଦୁଇ ମହାକାଶଚାରୀ ନିକ୍‌ ହେଗ୍‌ ଓ ଆଲେକ୍‌ଜାଣ୍ଡାର ଗୋର୍ବୁନୋଭ୍‌ ଆଜି ସନ୍ଧ୍ୟା (ଭାରତୀୟ ସମୟ ମଙ୍ଗଳବାର ରାତି ୩ଟା ୩୦ ମିନିଟ) ସୁଦ୍ଧା ପୃଥିବୀପୃଷ୍ଠରେ…

ଆଜି ପୁରୀ ସ୍ବର୍ଗଦ୍ବାରରେ ହେବ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ

ସ୍ବର୍ଗଦ୍ବାର ଅଭିମୁଖେ ବିଶିଷ୍ଟ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର ।  ସୋମବାର ଭୁବନେଶ୍ବର ବିମାନବନ୍ଦରରେ ପହଂଚିବା  ପରେ ଦେବେନ୍ଦ୍ରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା  ।  ବିମାନବନ୍ଦରରେ ବିଭିନ୍ନ ଦଳର ରାଜନେତା ପହଂଚିଥିଲେ।…

୨୦ ରୁ ୨୨ କାଳବୈଶାଖୀର ପ୍ରଭାବରେ ଜାରି ରହିବ ବର୍ଷା

ପୁଣି କଲବଲ କଲା ତାତି । ବୌଦ୍ଧ ଆଜି ବି  ରାଜ୍ୟର ତତଲା ସହର ପାଲଟିଛି । ବୌଦ୍ଧ ଲଗାତାର ଦ୍ବିତୀୟ ଦିନ ପାଇଁ ୪୩ ଡିଗ୍ରୀ ଅତିକ୍ରମ କରିଛି। ବରଗଡ, ଅନୁଗୁଳ ଓ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।  ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ରହିଛି । ଦୁଇ…

୨୪, ୨୫ ମାର୍ଚ୍ଚରେ ବ୍ୟାଙ୍କ ୟୁନିଅନଗୁଡ଼ିକ ଧର୍ମଘଟ

୪ ଦିନ ବନ୍ଦ ରହିବ ବ୍ୟାଙ୍କ । ଆସନ୍ତା ସପ୍ତାହରେ ସାପ୍ତାହିକ ଛୁଟି ଓ ଧର୍ମଘଟ ଡାକରା ଯୋଗୁଁ ବିଭିନ୍ନ ବ୍ୟାଙ୍କ ୪ ଦିନ ଧରି ବନ୍ଦ ରହିବ । ୨୨ ଓ ୨୩ରେ ସାପ୍ତାହିକ ଛୁଟି ଯୋଗୁଁ ବ୍ୟାଙ୍କ ବନ୍ଦ ରହିବା ଥିବା ବେଳେ ୨୪ ଓ ୨୫ର ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫୋରମ୍…

ଔରଙ୍ଗଜେବଙ୍କ କବରସ୍ଥଳକୁ ହିନ୍ଦୁ ସଙ୍ଗଠନର ଚେତାବନୀ

ମୋଗଲ ସମ୍ରାଟ୍‌ ଔରଙ୍ଗଜେବଙ୍କ କବରକୁ ନେଇ ମହାରାଷ୍ଟ୍ରରେ ବିବାଦ ଦେଖାଦେଇଛି। ଔରଙ୍ଗାବାଦ ଜିଲାର ଖୁଲଦାବାଦ ସହରସ୍ଥିତ ଔରଙ୍ଗଜେବଙ୍କ କବରସ୍ଥଳକୁ ହଟାଇବା ପାଇଁ ପ୍ରମୁଖ ହିନ୍ଦୁ ସଙ୍ଗଠନ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଓ ବଜରଙ୍ଗ ଦଳ ରାଜ୍ୟର ଭାଜପା ସରକାରଙ୍କୁ ଚେତାବନୀ ଦେଇଛନ୍ତି।…

ଆଜିର ରାଶିଫଳ

ମେଷ : ଆଜି ଅଶ୍ୱନୀ ନକ୍ଷତ୍ର ହଠାତ୍‌ କୌଣସି ନୀଚଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ମନ କଥା କାହାକୁ କହିପାରୁ ନ ଥିବେ କିମ୍ବା ସମାଧାନର ରାସ୍ତା ପାଉ ନ ଥିବେ। କର୍ମକ୍ଷେତ୍ରରେ ମନ୍ଥର ଗତି ସହ ଅଫିସରେ ଫାଇଲ୍‌ ଚାପର ସମ୍ମୁଖୀନ ହେବେ। ବୃଷ :…

ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଶ ଓ ରାଜ୍ୟରୁ ଦୂର ହେଲା ବିପଦ

ଶ୍ରୀମନ୍ଦିର ପତିତପାବନ ବାନାରେ ପଡିଲା ଶୂନ୍ୟ ଗଣ୍ଠି  l ଶୂନ୍ୟରେ ପତିତପାବନ ବାନାରେ ଆପେ ଆପେ ଗଣ୍ଠି ପଡିଗଲେ ତାହା ଶୂନ୍ୟ ଗଣ୍ଠି କୁହାଯାଏ  ।  ବିଶ୍ବାସ ରହିଛି ଶୂନ୍ୟଗଣ୍ଠି ଘରେ ରଖିଲେ ସମସ୍ତ ପ୍ରକାରର ବ୍ୟାଧିରୁ ମୁକ୍ତ ମିଳିଥାଏ ।  ବିପଦ ଆପଦ ଦୂର ହୋଇଥାଏ ବୋଲି ଚୂନରା ସେବକ…

ଜାଣନ୍ତୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ କ୍ୟାରିୟର ବିଷୟରେ

ଓଡ଼ିଶାରେ ବିଜେପିକୁ ମଜଭୁତ କରିବାରେ ଏକ ପ୍ରମୁଖ ଭୂମିକା ନେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଯାଇଛି | ଜଣେ ଡାକ୍ତର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ଦେବେନ୍ଦ୍ର ପ୍ରଧାନଙ୍କ ମିଶିଥିବା ବ୍ୟକ୍ତିମାନଙ୍କ କହିବା କଥା ଯେ ଶାନ୍ତ, ସରଳ ଓ ମିଷ୍ଟଭାଷୀ…

ଚନ୍ଦ୍ରଯାନ- ୫ କୁ କେନ୍ଦ୍ରର ଅନୁମୋଦନ

ଚନ୍ଦ୍ର ପୃଷ୍ଠକୁ ନେଇ ନିରନ୍ତର ଗବେଷଣା ଜାରି ରଖିଥିବା ଭାରତୀୟ ଗବେଷଣା ସଂଗଠନ ଇସ୍ରୋକୁ ଚନ୍ଦ୍ରଯାନ- ୫ ପ୍ରସ୍ତୁତି ନେଇ ଅନୁମତି ଦେଲେ କେନ୍ଦ୍ର ସରକାର। ଚନ୍ଦ୍ରଯାନ ୩ ର ସଫଳତା ପରେ ଚନ୍ଦ୍ରଯାନ-୪ ର ଉତ୍‌କ୍ଷେପଣ ନେଇ ଉତ୍କଣ୍ଠା ବଢୁଥିବା ବେଳେ ଏବେ ଚନ୍ଦ୍ରଯାନ-୫ ପ୍ରସ୍ତୁତିକୁ ଅନୁମତି…

ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କର ପରଲୋକ ହୋଇଛି। ତାଙ୍କର ବିୟୋଗରେ ସମଗ୍ର ରାଜନୈତିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ଦେବେନ୍ଦ୍ରଙ୍କ ନିଧନ ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିବା ସହ ଦିବଙ୍ଗତ ନେତାଙ୍କ ଶେଷ ଦର୍ଶନ କରିଛନ୍ତି।…