Browsing Tag

#metro tv

ମୋଦିଙ୍କ ସହ ଫୋନରେ କଥା ହେଲେ ନେତାନ୍ୟାହୁ ,ଭାରତ- ଇସ୍ରାଏଲ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ସମୀକ୍ଷା କରିବା ସହ…

ମୋଦିଙ୍କ ସହ ଫୋନରେ କଥା ହେଲେ ନେତାନ୍ୟାହୁ ।  ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ପଶ୍ଚିମ ଏସିଆ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି ।  ଦୁଇ ନେତା ଭାରତ- ଇସ୍ରାଏଲ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ସମୀକ୍ଷା କରିବା…

ଜାତୀୟ କନିଷ୍ଠ ପୁରୁଷ ହକି ଚମ୍ପିଆନସିପ: ଓଡ଼ିଶା-ମଧ୍ୟପ୍ରଦେଶ ଫାଇନାଲ

ହକି ଇଣ୍ଡିଆ ଆନୁକୂଲ୍ୟରେ ତାମିଲନାଡୁର କୋଏମ୍ବାଟୁରରେ ଚାଲିଥିବା ୧୬ଶ ଜାତୀୟ କନିଷ୍ଠ ପୁରୁଷ ହକି ଚମ୍ପିଆନସିପ ଡିଭିଜନ୍‌ ‘ଏ’ର ଫାଇନାଲରେ ହକି ଆସୋସିଏସନ ଅଫ ଓଡ଼ିଶା ପ୍ରବେଶ କରିଛି। ଗୁରୁବାର ସେମିଫାଇନାଲ ମ୍ୟାଚ୍‌ରେ ହକି ଆସୋସିଏସନ ଅଫ୍‌ ଓଡ଼ିଶା ୬-୪ ଗୋଲରେ ହକି ପଞ୍ଜାବକୁ ପରାସ୍ତ କରି…

ରିଆଲିଟି ଶୋ’ ‘ଆଲାଏନ୍ସ’ର ଟ୍ରଫି ହାତେଇଲେ ମିନି ମାଥୁର

ଶେଷ ହେଲା ରିଆଲିଟି ଶୋ' 'ଆଲାଏନ୍ସ' । ଶୋ' କୁ ମିଳିଛି ତାର ପ୍ରଥମ ବିଜେତା । 'ଚନ୍ଦୁ ଚାମ୍ପିଅନ' ନିର୍ଦ୍ଦେଶକଙ୍କ ପତ୍ନୀ ମିନି ମାଥୁର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟ୍ରଫି ହାତେଇଛନ୍ତି । ଶୋ’ର ଟ୍ରଫି ସହ ମିନିଙ୍କୁ ୫୦ ଲକ୍ଷ ପୁରସ୍କାର ରାଶି ମିଳିଛି। ସେ ବହୁତ ଖୁସି ଥିବା…

BRICS ଶିକ୍ଷାମନ୍ତ୍ରୀ ବୈଠକ ଅନୁଷ୍ଠିତ , ଭବିଷ୍ୟତମୁଖୀ ଶିକ୍ଷା ବ୍ୟବସ୍ଥା ଗଢ଼ିବା ବୈଠକର ମୁଖ୍ୟ ଲକ୍ଷ୍ୟ

ଭୁବନେଶ୍ୱରରେ ଆୟୋଜିତ BRICS ଶିକ୍ଷାମନ୍ତ୍ରୀ ବୈଠକରେ ଭବିଷ୍ୟତମୁଖୀ ଶିକ୍ଷା, ଦକ୍ଷତା ଓ ଗବେଷଣା ସହଯୋଗ ଉପରେ ଗୁରୁତ୍ୱ। ୧୩ତମ BRICS ଶିକ୍ଷାମନ୍ତ୍ରୀ ବୈଠକ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବରରେ ଏକ ହୋଟେଲରେ ଆୟୋଜନ ହୋଇଛି। ବ୍ରାଜିଲ, ରୁଷ, ଚୀନ, ଦକ୍ଷିଣ ଆଫ୍ରିକା,…

‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୪’ରେ ରାଜ୍ୟ ପାଇଁ ଆସିଛି ବିପୁଳ ପୁଞ୍ଜିନିବେଶର ପ୍ରସ୍ତାବ,୪୨ ହଜାରରୁ ଅଧିକ…

ଓଡ଼ିଶାକୁ ଫୁଡ୍ ପ୍ରୋସେସିଂ ହବ୍ କରିବା ଦିଗରେ ବଡ଼ ପଦକ୍ଷେପ। 'ଓଡ଼ିଶା ଫୁଡ୍ ପ୍ରୋ ୨୦୨୪'ରେ ରାଜ୍ୟ ପାଇଁ ଆସିଛି ବିପୁଳ ପୁଞ୍ଜିନିବେଶର ପ୍ରସ୍ତାବ। ୨୨ଟି ଏମଓୟୁ ସ୍ୱାକ୍ଷର ସହ ୩୧ ହଜାର ୬୪୮ କୋଟି ଟଙ୍କାର ନିବେଶ ଓ ୪୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ଦେଇଛନ୍ତି…

ଆଜି ବିଶ୍ବ ହସ୍ତତନ୍ତ ଦିବସ,ହସ୍ତତନ୍ତ ସାମଗ୍ରୀ କିଣି ଭିଡିଓ ପୋଷ୍ଟ କରିବାକୁ ମୋଦି ଦେଲେ ଆହ୍ବାନ

ଆଜି ବିଶ୍ବ ହସ୍ତତନ୍ତ ଦିବସ । ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଦେଶରେ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରାଯାଏ । ଦେଶବ୍ୟାପୀ ହସ୍ତତନ୍ତର ପ୍ରଚାର ଓ ପ୍ରସାର କରିବାକୁ ଓ ଏହାର ଲୋକପ୍ରିୟତା ବଢାଇବା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଭିଡିଓ ପୋଷ୍ଟ କରି ଦେଶବାସୀଙ୍କୁ ହସ୍ତତନ୍ତ ଦିବସର…

ଆଜି ଓ କାଲି ଭୀଷଣ ବର୍ଷା,ଏଥର ସ୍ୱାଧୀନତା ବି ଭିଜିବ ବର୍ଷାରେ

ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଫଳରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିଛି ବର୍ଷା । ଟ୍ବିନ ସିଟିରେ ଗତକାଲିଠାରୁ ବର୍ଷା ଲାଗି ରହିଛି । ଆଜି ଓ କାଲି ଭୀଷଣ ବର୍ଷା । ଏଥର ସ୍ୱାଧୀନତା ବି ଭିଜିବ ବର୍ଷାରେ । ସାରା ରାଜ୍ୟରେ ବିକ୍ଷିପ୍ତ ଭାବେ ବର୍ଷା ସମ୍ଭାବନା ।…

ଲଗାଣ ବର୍ଷାରେ ବେହାଲ ଭୁବନେଶ୍ବର , ଜଳମଗ୍ନ ସ୍ଥିତି ଯୋଗୁଁ ଦାରୁଠେଙ୍ଗରେ ନାହିଁ ନଥିବା ସମ଼ସ୍ୟା

ଭାସିଲା ରାଜଧାନୀ ଉପକଣ୍ଠ । ଲଗାଣ ବର୍ଷାରେ ବେହାଲ ଭୁବନେଶ୍ବର । ଜଳମଗ୍ନ ସ୍ଥିତି ଯୋଗୁଁ ଦାରୁଠେଙ୍ଗରେ ନାହିଁ ନଥିବା ସମ଼ସ୍ୟା । ଅଳସୁଆ ନିକଟରେ ପାଣି ଘେରରେ ଫସିଲେ ଏକାଧିକ ପରିବାର । ଚାହୁଁ ଚାହୁଁ ହଠାତ୍ ବୃଦ୍ଧି ହେଲା ଜଳସ୍ତର । ୧୫ରୁ ଅଧିକ ପରିବାର ସମେତ ଜଳବନ୍ଦୀ ଲୋକଙ୍କୁ ଅଗ୍ନିଶମ…

ଜାଣନ୍ତୁ ଆଜିର ଦିନ କିପରି କଟିବ

ମେଷ : ଆପଣଙ୍କୁ ଆପଣଙ୍କ ପରିବାରରୁ ସମର୍ଥନ ମିଳିବ । ଆପଣଙ୍କ କଥାରେ ସଂଯମ ରଖନ୍ତୁ । କ୍ରୋଧ ଜିନିଷକୁ ନଷ୍ଟ କରିପାରେ । ଏକ ଧାର୍ମିକ ଯାତ୍ରା ଯୋଜନା ହୋଇପାରେ । ଆପଣ କୌଣସି ସ୍ୱାର୍ଥପର ଉଦ୍ଦେଶ୍ୟ ବିନା ଅନ୍ୟମାନଙ୍କୁ ସାହାଯ୍ୟ କରିବେ, ଯାହା ଆପଣଙ୍କୁ ଖୁସି ଦେବ । ଆପଣଙ୍କ ସ୍ୱାସ୍ଥ୍ୟର…

ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ

ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ । ନୂଆଦିଲ୍ଲୀସ୍ଥିତ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ନୀତିନ ନବୀନଙ୍କୁ ଭେଟିଛନ୍ତି ମନମୋହନ । ସୌଜନ୍ୟମୂଳକ ସାକ୍ଷାତରେ ବିଭିନ୍ନ ସାଙ୍ଗଠନିକ ଏବଂ ସମସାମୟିକ…