Browsing Tag

#metro tv

12 ବର୍ଷ ପରେ ସୂର୍ଯ୍ୟ, ବୁଧ ଓ ଗୁରୁଙ୍କର ଏକ ଦୁର୍ଲ୍ଲଭ ତ୍ରିଗ୍ରହୀ ଯୋଗ ସୃଷ୍ଟି , ଏହି ରାଶିଙ୍କର ହେବ ଭାଗ୍ୟ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୁନ୍‌ ୨୦୨୫ରେ ସୂର୍ଯ୍ୟ, ବୁଧ ଓ ଗୁରୁଙ୍କର ଏକ ଦୁର୍ଲ୍ଲଭ ତ୍ରିଗ୍ରହୀ ଯୋଗ ହେବାକୁ ଯାଉଛି । ଏହା ଅତ୍ୟନ୍ତ ଶୁଭ ସଂଯୋଗ ବୋଲି ମଧ୍ୟ କୁହାଯାଏ । ପ୍ରାୟ ୧୨ ବର୍ଷ ପରେ ୧୫ ଜୁନ୍‌ରେ ମିଥୁନ ରାଶିରେ ଗୁରୁ, ସୂର୍ଯ୍ୟ ଓ ବୁଧ ଏକାଠି ହେବେ । ଏହାଦ୍ୱାରା ତ୍ରିଗ୍ରହୀ…

ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ…

ଆମ ସରକାର ଯାହା କଥା ଦିଅନ୍ତି, ତାହା କରିକି ଦେଖାନ୍ତି। ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ। ସରକାର ଆସିବାର ୨୪ ଘଣ୍ଟା ମଧ୍ୟରେ କ୍ୟାବିନେଟ ନିଷ୍ପତ୍ତି ନେଇ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ।…

ଆଜି ପରେ ବଢିବ ତାତି

ରାଜ୍ୟରେ ଏବେ ପାଗ ଆଂଶିକ ମେଘୁଆ ରହୁଥିବା ବେଳେ ଉପରବେଳା ଘଡ଼ଘଡ଼ି ସହ ବର୍ଷା ହେଉଛି। ଉପକୂଳ ଓ ସଂଲଗ୍ନ ଓଡ଼ିଶାରେ ଉଷ୍ମ, ଆର୍ଦ୍ର ପରିବେଶ ଯୋଗୁଁ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୩ ଦିନ ମଧ୍ୟ ରାଜ୍ୟରେ ଏହି ପାଗ ଜାରି ରହିବ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଗଜପତି, ଗଞ୍ଜାମ, ରାୟଗଡ଼ା,…

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପକ୍ଷରୁ ପରିଚାଳିତ ଶାସ୍ତ୍ରୀ +୩ ଶେଷବର୍ଷ ପରୀକ୍ଷା ଫଳ ପ୍ରକାଶିତ

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପକ୍ଷରୁ ପରିଚାଳିତ ଶାସ୍ତ୍ରୀ +୩ ଶେଷବର୍ଷ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଉତ୍ତୀର୍ଣ୍ଣ ହାର ୮୧. ୭୮% ରହିଛି। ଛାତ୍ରଙ୍କଠାରୁ ଆଗରେ ରହିଛନ୍ତି ଛାତ୍ରୀ। ୧୧୮ ପରୀକ୍ଷା କେନ୍ଦ୍ରରେ ୧୩୯ ସଂସ୍କୃତ କଲେଜର ୫୦୮୯ ଛାତ୍ରଛାତ୍ରୀ ପରୀକ୍ଷା…

ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ

ପୁଣି ଅଘଟଣ ଘଟିଛି କଟକ ସହରରେ। କ୍ୟାଣ୍ଟେନ୍‌ମେଣ୍ଟ ଥାନା ଅଧୀନ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ଏକ ଅଘଟଣ ଘଟିଛି। ଏଠାରେ ଚାଲିଥିବା ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ସୁଜୟ କୁମାର (୨୦)। ସେ ବିହାର…

ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ

ଛତିଶଗଡ଼ ବିଜାପୁର ଜିଲାର ନ୍ୟାସନାଲ ପାର୍କ ଜଙ୍ଗଲରେ ୩ ଦିନ ଧରି ଚାଲିଥିବା ବଡ଼ ଧରଣର ସର୍ଚ୍ଚ ଅପରେସନରେ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ବରିଷ୍ଠ ମାଓବାଦୀ ନେତା ରହିଛନ୍ତି। ସେମାନେ ହେଲେ ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ନରସିହ୍ମା ଚାଲମ…

ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ବକୁଳ ବନରୁ ଗଲା ବଉଲ କାଠ

 ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ବାହୁଟ ଲାଗି ଶ୍ରୀକ୍ଷେତ୍ର ଯାଇଛି ବଉଳକାଠ । ସତ୍ୟବାଦୀର ବକୁଳବନ ସ୍ଥିତ ସତ୍ୟବାଦୀ ବାଳିକା ଉଚ୍ଚବିଦ୍ୟାଳୟର ପରିସରରେ ଥିବା ବଉଳ ଗଛକୁ କଟାଯାଇ ଶଗଡ଼ରେ ମେଲାଣି ଦିଆଯାଇଛି । ଭୋଇ ସେବାୟତ ହିଁ କୁରାଢି ସାହାଯ୍ୟରେ ବୃକ୍ଷ ଚ୍ଛେଦନ କରିଛନ୍ତି…

କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି

କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସିମଲାର ଆଇଜିଏମସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୋନିଆ ହିମାଚଳପ୍ରଦେଶର ସିମଲା ଅନ୍ତର୍ଗତ ଚାରବ୍ରାରେ ଥିଲେ। ସେଠାରେ ସେ ହଠାତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ…

ଲେଗ୍‌ ସ୍ପିନର୍‌ ପୀୟୂଷ ଚାୱଲା ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି

ଦୁଇ ଦଶନ୍ଧି ଧରି ଭାରତୀୟ କ୍ରିକେଟ୍‌ର ସେବା କରିଥିବା ଲେଗ୍‌ ସ୍ପିନର୍‌ ପୀୟୂଷ ଚାୱଲା ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ଏହି ଭେଟେରାନ୍‌ କ୍ରିକେଟର୍‌ ୨୦୦୭ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୧୧ ଦିଦିକିଆ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ରହିଥିଲେ। ଶୁକ୍ରବାର ସେ…

ରଜରେ ତିନିଟିଯାକ ସିନେମାରେ କଣ୍ଠଦାନ କରିଛନ୍ତି କରିଛନ୍ତି ସୁଗାୟିକା ଅନ୍ତରା ଚକ୍ରବର୍ତ୍ତୀ

ଚଳିତ ବର୍ଷ ରଜରେ ମୁକ୍ତିଲାଭ କରୁଥିବା ତିନିଟିଯାକ ଓଡ଼ିଆ ଛବିରେ କଣ୍ଠଦାନ କରିବାର ସୁଯୋଗ ପାଇଛନ୍ତି ସୁଗାୟିକା ଅନ୍ତରା ଚକ୍ରବର୍ତ୍ତୀ। ରଜର ପ୍ରଥମ ସିନେମା ‘ଫାଷ୍ଟ ଲଭ୍’ରେ ସୋମେଶ ଶତପଥୀଙ୍କ ସଂଗୀତ ନିର୍ଦ୍ଦେଶନାରେ ସେ ଗାଇଛନ୍ତି ‘ଜୟ ହୋ..’। ଏଣେ ଅଭିଜିତ ମଜୁମ୍‌ଦାରଙ୍କ ସ୍ବର ସଂଯୋଜିତ…