Browsing Tag

#metro tv

ଟ୍ରମ୍ପଙ୍କ ଟାରିଫ ଦ୍ବାରା ଭାରତର ଅର୍ଥନୀତି ପ୍ରଭାବିତ ହୋଇନାହିଁ, ଏପ୍ରିଲ-ଜୁନ ରେ ଭାରତର ଜିଡିପି ବୃଦ୍ଧି ହାର…

ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ସାରା ବିଶ୍ୱକୁ  କରୁଥିବା ବେଳେ ଭାରତର ଅର୍ଥନୀତି ଏହାଦ୍ୱାରା ମୋଟେ ପ୍ରଭାବିତ ହୋଇନାହିଁ। ଟ୍ରମ୍ପ ଭାରତକୁ ‘ଡେଡ ଇକୋନୋମୀ’ ବୋଲି କହିଥିଲେ, କିନ୍ତୁ ଚଳିତ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ-ଜୁନ)ରେ ଭାରତର ଜିଡିପି(ସକଳ ଘରୋଇ ଉତ୍ପାଦ) ବୃଦ୍ଧି ହାର…

ଦେଶର ବିକାଶ ପାଇଁ SC/STଙ୍କ ଉତ୍ଥାନ ଜରୁରୀ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ

SC/ST ଜାତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଦେଶର ବିକାଶ ପାଇଁ SC/STଙ୍କ ଉତ୍ଥାନ ଜରୁରୀ।ଓଡ଼ିଶା ଜନସଂଖ୍ୟାର ୪୦% ହେଉଛନ୍ତି ଆଦିବାସୀ ଓ ଦଳିତ। ୨୩% ଆଦିବାସୀ ଓ ୧୭ ପ୍ରତିଶତ ହେଉଛନ୍ତି ଦଳିତ। ନିକଟରେ ନିଟ ପାସ କରିଥିବା…

ଆଜି ଠାରୁ ଏସଆ କପ ହକି ପ୍ରତିଯୋଗିତା

ବହୁ ପ୍ରତୀକ୍ଷିତ ଏସିଆ କପ୍ ହକି ପ୍ରତିଯୋଗିତା ଶୁକ୍ରବାରଠାରୁ ଏଠାରେ ଆରମ୍ଭ ‌ହେବ। ଆସନ୍ତାବର୍ଷ ନେଦରଲାଣ୍ଡ୍‌ସ ଓ ବେଲଜିୟମ୍‌ରେ ଆୟୋଜିତ ହେବାକୁ ଥିବା ବିଶ୍ବକପ୍ ଲାଗି ଏହି ୮ ଦଳୀୟ ପ୍ରତିଯୋଗିତା ଆୟୋଜକ ଭାରତ ପାଇଁ ଶ୍ରେଷ୍ଠ ଓ ଶେଷ ସୁଯୋଗ ହେବ। ଭାରତୀୟ ହକି ଦଳ ଏଫ୍‌ଆଇଏଚ୍ ପ୍ରୋ…

‘ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ’ ଶୋର ବିଚାରକରୁ ବାଦ ପଡ଼ିଲେ ଶିଳ୍ପା

ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ 'ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ' ଖୁବ୍ ଶୀଘ୍ର ଏହାର ନୂତନ ସିଜିନ୍ ସହିତ ଫେରିବାକୁ ଯାଉଛି। ଶୋ'ର ଅଡିସନ୍ ଆରମ୍ଭ ହୋଇଯାଇଛି ଏବଂ ଏହି ସମୟରେ ଶୋ'ର ବିଚାରକ ଥିବା ସେଲିବ୍ରିଟିମାନଙ୍କୁ ଏକ ବଡ଼ ଝଟକା ଲାଗିଛି। 'ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ'ର ନୂତନ ସିଜିନ୍‌ର…

୨୦୨୬ ସୁଦ୍ଧା ଆସିବ ଜିଓର ଆଇପିଓ

ରିଲାଏନ୍ସ ଗ୍ରୁପର ବାର୍ଷିକ ସାଧାରଣ ଅଧିବେଶନ ଅବସରରେ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଜିଓର ଆଇପିଓ ଆସନ୍ତା ବର୍ଷର ପ୍ରଥମାର୍ଦ୍ଧ ସୁଦ୍ଧା ଆସିବ। ଅର୍ଥାତ୍ ଜିଓରେ ଆସନ୍ତା ବର୍ଷ ସାଧାରଣ ନିବେଶକମାନେ ନିବେଶ କରିପାରିବେ ।…

ଏ ବର୍ଷ ଥରିବ ଓଡ଼ିଶା

ପ୍ରତିବର୍ଷ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରୁ ଦେଶରୁ ପ୍ରାୟତଃ ମୌସୁମୀ ବିଦାୟ ନେଉଥିବାବେଳେ ଚଳିତବର୍ଷ ଏଥିରେ ବିଳମ୍ବ ହେବ। ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲୁଏମଓ)ର ଆକଳନ ଅନୁସାରେ, ବର୍ଷର ଶେଷ ଆଡ଼କୁ ଲା’ ନିନା ପରିସ୍ଥିତି ସୃଷ୍ଟି ହେବାର ୬୦% ସମ୍ଭାବନା ରହିଛି। ଏହା ପ୍ରଭାବରେ ଶୀତଋତୁରେ…

ଆଜିର ରାଶିଫଳ

ମେଷ: କୃଷି କର୍ମରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି। ବିନୟ ସ୍ବଭାବସମ୍ପନ୍ନ ହେବେ। ସନ୍ତାନ ଲାଳସୀ ପତ୍ନୀଙ୍କ ଅଭୀଷ୍ଟ ପୂରଣ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ବୃଷ: ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣସମ୍ପଦଯୁକ୍ତ ହେବାର ସୂଚନା…

ରାଜଧାନୀ ଛାତିରେ ପୂଜା ପୂର୍ବରୁ ଉତ୍ପାତ କରୁଛନ୍ତି ଲୁଟେରା ଗ୍ୟାଙ୍ଗ୍‌

ରାଜଧାନୀ ଛାତିରେ ପୂଜା ପୂର୍ବରୁ ଉତ୍ପାତ କରୁଛନ୍ତି ଲୁଟେରା ଗ୍ୟାଙ୍ଗ୍‌  । ଏକ ଦମ୍ପତି ବୁଧବାର ସନ୍ଧ୍ୟାରେ ସପିଙ୍ଗ୍‌ ସାରି ଗାଡ଼ିଟିକୁ ପାର୍କିଂରେ ରଖି ପୂଜା ଦେଖିବାକୁ ଯାଇଥିଲେ । ଠିକ ଏତିକି ବେଳେ, ବାଟୁଳି ଗ୍ୟାଙ୍ଗ ଗାଡିର କାଚ ଭାଙ୍ଗି ସବୁକିଛି ପୋଛି ନେଇଛି ବାଟୁଳି ଗ୍ୟାଙ୍ଗ ।  …

ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି – ଅଶୋକ ପଣ୍ଡା

ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି)ର ପରାଜୟ ପରେ ଦଳରେ ବିଶୃଙ୍ଖଳା ଲାଗିରହିଛି। କେତେବେଳେ ପ୍ରତ୍ୟକ୍ଷ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରକୁ ବରିଷ୍ଠ ନେତା ଅଙ୍ଗୁଳି ଉଠାଉଛନ୍ତି ତ ଆଉ କେତେବେଳେ ପରୋକ୍ଷରେ ବାଣ ମାରୁଛନ୍ତି। ବଦ୍ରି ପାତ୍ରଙ୍କ ପରେ ଆଜି ଅର୍ଥାତ୍‌…

ଇନଷ୍ଟାଗ୍ରାମ ରିଲ୍ସ, ଟିକଟକ କିମ୍ବା ୟୁଟ୍ୟୁବ ସର୍ଟସ ସ୍କ୍ରୋଲିଂ କରିବା ମଦ ପିଇବା ସହ ସମାନ

ଇନଷ୍ଟାଗ୍ରାମ ରିଲ୍ସ, ଟିକଟକ କିମ୍ବା ୟୁଟ୍ୟୁବ ସର୍ଟସ ସ୍କ୍ରୋଲିଂ ସମୟ କାଟିବାର ଏକ ସାଧାରଣ ମନେହୁଏ, କିନ୍ତୁ ନ୍ୟୁରୋସାଇନ୍ଟିଷ୍ଟମାନେ ଚେତାବନୀ ଦେଇଛନ୍ତି ଯେ ଏହା ମସ୍ତିଷ୍କ ଉପରେ ମଦ ପିଇବା ସଦୃଶ କ୍ଷତିକାରକ ପ୍ରଭାବ ପକାଇପାରେ। ନ୍ୟୁରୋଇମେଜ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରେ…