ମେଘାଳୟର ତାସଖାଇ ସ୍ଥିତ ଏକ କୋଇଲା ଖଣିରେ ଭୀଷଣ ବିସ୍ଫୋରଣ,୧୦ ମୃତ
ମେଘାଳୟର ତାସଖାଇ ସ୍ଥିତ ଏକ କୋଇଲା ଖଣିରେ ଭୀଷଣ ବିସ୍ଫୋରଣ ଘଟିଛି। ଦୁର୍ଘଟଣାରେ ଅତି କମରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି…