Browsing Tag

#metro tv

ଚାମ୍ପିଅନ୍ସ ଟ୍ରଫିରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି ଭାରତ

ନ୍ୟୁଜିଲାଣ୍ଡ ବିପକ୍ଷ ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍‌କୁ ଭାରତ ୪୪ ରନ୍‌ରେ ଜିତି ନେଇଛି । ଏଥିସହ ଚାମ୍ପିଅନ୍ସ ଟ୍ରଫିରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି ଭାରତ । ପୂର୍ବରୁ ଚାମ୍ପିଅନ୍ସ ଟ୍ରଫିରେ ଭାରତ ୨ଟି ମ୍ୟାଚ୍ ଜିତି ସେମି ଫାଇନାଲ୍‌କୁ ଯାଇଥିଲା । ଆସନ୍ତା ୪ ତାରିଖରେ ପ୍ରଥମ ସେମି…

ରୋହିତ ଶର୍ମାଙ୍କୁ ‘ମୋଟା’ କହି ବିବାଦରେ କଂଗ୍ରେସ ନେତ୍ରୀ ଶମା ମହମ୍ମଦ

କଂଗ୍ରେସ ନେତ୍ରୀ ଡକ୍ଟର ଶମା ମହମ୍ମଦ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଫସିଯାଇଛନ୍ତି। ରୋହିତ ଶର୍ମାଙ୍କ ଉପରେ ତାଙ୍କର ମନ୍ତବ୍ୟ ପାଇଁ କ୍ରିକେଟ ପ୍ରଶଂସକଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସମାଲୋଚନା କରୁଛନ୍ତି। ସେ ତାଙ୍କ ପୋଷ୍ଟରେ ରୋହିତଙ୍କୁ ମୋଟା…

ଆଜିର ରାଶିଫଳ

ମେଷ : ଆଜିର ପ୍ରତ୍ୟୁଷ ଯାତ୍ରାରେ ବନ୍ଧୁ ମିଳନ ଓ ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ। ବହୁପୂର୍ବରୁ ଯେଉଁ କାମଟିକୁ କରିବା ପାଇଁ ଇଚ୍ଛା କରୁଥିଲେ ଆଜି ତାହା ଆରମ୍ଭ କରିପାରନ୍ତି। ପ୍ରିୟ ବ୍ୟକ୍ତିଟିର ନିକଟ ଭବିଷ୍ୟତରେ ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହେବ। ଆବଶ୍ୟକତା ଅନୁଯାୟୀ…

୨୦୨୫ ‌‌ଫେବ୍ରୁଆରିରେ ରାଜ୍ୟରେ ଜିଏସ୍‌ଟି ଆଦାୟରେ ୪ ପ୍ରତିଶତ ବୃଦ୍ଧି

ଫେବ୍ରୁଆରି ମାସରେ ଦେଶରେ ଜିଏସ୍‌ଟି ଆଦାୟ ରାଶି ୨୦୨୪ ଫେବ୍ରୁଆରି ତୁଳନାରେ ୯.୧ ପ୍ରତିଶତ ବୃଦ୍ଧି ଘଟି ୧.୮୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଫେବ୍ରୁଆରି ମାସରେ କେନ୍ଦ୍ରୀୟ ଜିଏସ୍‌ଟି ବାବଦରେ ୩୫,୨୦୪ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି ବାବଦରେ ୪୩,୭୦୪ କୋଟି ଟଙ୍କା ଏବଂ ସମନ୍ବିତ…

ସବୁଠୁ ପବିତ୍ର କୁହାଯାଉଥିବା ଗଙ୍ଗା ନଦୀର ଜଳ ଏବେ ପ୍ରଦୂଷିତ

ସବୁଠୁ ପବିତ୍ର କୁହାଯାଉଥିବା ଗଙ୍ଗା ନଦୀର ଜଳ ଏବେ ପ୍ରଦୂଷିତ। ବିହାର ଦେଇ ଯାଇଥିବା ଗଙ୍ଗା ନଦୀର ଏହି ଜଳ ଏବେ ଗାଧୋଇବା ପାଇଁ ମଧ୍ୟ ଅନୁପଯୁକ୍ତ। ଜଳରେ ବ୍ୟାକ୍ଟେରିଆ ବା ଜୀବାଣୁ ସଂଖ୍ୟା ବହୁ ଅଧିକ ରହୁଥିବାରୁ ତାହା ପ୍ରଦୂଷିତ ହୋଇପଡ଼ିଥିବା ବିହାର ଅର୍ଥନୈତିକ ସର୍ଭେ ୨୦୨୪-୨୫ରେ…

ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଫଗୁଣ ମାସ ଅଧା ହୋଇନାହିଁ , ତାତି ଛୁଇଁଲାଣି ଶିଖର। ଶନିବାର ପଶ୍ଚିମ ଓଡ଼ିଶାରେ ତାପମାତ୍ରା 38 ଡ଼ିଗ୍ରୀ ଟପିଥିବା ବେଳେ ରାଜ୍ୟର 11 ସହର ତାପମାତ୍ରା 37 ଡ଼ିଗ୍ରୀ ଅତିକ୍ରମ କରିଛି । ଏପରି ଅବସ୍ଥାରେ ଆଗକୁ ପରିସ୍ଥିତି ଆହୁରି ଅସମ୍ଭାଳ ହେବା ବୋଲି କୁହାଯାଉଛି ।  ଚଳିତ ବର୍ଷ ପ୍ରଚଣ୍ଡ  ତାତି…

ଚାମ୍ପିୟନ୍ସ ଟ୍ରଫି : ନ୍ୟୁଜିଲାଣ୍ଡ କୁ ହରାଇଲା ଭାରତ

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ  ୪୪ ରନରେ ପରାସ୍ତ କରିଛି ଭାରତ । ଭାରତ ପକ୍ଷରୁ ନ୍ୟୁଜିଲାଣ୍ଡ ଆଗରେ ୨୫୦ ରନର ଲକ୍ଷ୍ୟ ରଖାଯାଇଥିଲା । ତେବେ ନ୍ୟୁଜିଲାଣ୍ଡ ୪୫.୩ ଓଭରରେ ୨୦୫  ରନ କରି ଅଲଆଉଟ ହୋଇଯାଇଥିଲା । ଦଳ…

ବନ୍ଦ ସୁଟକେସରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ

ହରିୟାଣାରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏକ ବନ୍ଦ ସୁଟକେସରୁ ସନ୍ଦେହଜନକ ଭାବରେ ଠାବ ହୋଇଛି କଂଗ୍ରେସ ନେତ୍ରୀଙ୍କ ମୃତଦେହ । ଗତକାଲି ହରିୟାଣାର ରୋହତକରେ ଏକ ସୁଟକେସ୍ ଭିତରେ ୨୨ ବର୍ଷୀୟା କଂଗ୍ରେସ କର୍ମୀଙ୍କ ମୃତଦେହ ରହିଥିବାର ଦେଖିବାକୁ ମିଳିଥିଲା । ତାଙ୍କ ପରିଚୟ ହେଉଛି ହିମାନୀ ନରୱାଲ…

ହାନିଆଙ୍କୁ ବିବାହ କରିବେ ସଲମାନ

ପାକିସ୍ତାନୀ ଅଭିନେତ୍ରୀଙ୍କୁ ବିବାହ କରିପାରନ୍ତି ସଲମାନ | କୁଇନ ଭାବରେ ପ୍ରସିଦ୍ଧ ରାଖୀ ସାୱନ୍ତ କହିଛନ୍ତି ଯେ ସେ ସଲମାନ ଖାନଙ୍କ ପାଇଁ ଜଣେ ଝିଅ ଏବଂ ନିଜ ପାଇଁ ଜଣେ ଭାବୀଙ୍କୁ ବାଛିଛନ୍ତି। ନିକଟରେ ରାଖୀ ସାୱନ୍ତ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ସଲମାନ ଏବଂ…

୧୪ ମାର୍ଚ୍ଚରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ପ୍ରତିବର୍ଷ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ହୁଏ। ଧାର୍ମିକ ଦୃଷ୍ଟିକୋଣରୁ, ଗ୍ରହଣକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ଏହି କାରଣରୁ ହିନ୍ଦୁ ଧର୍ମରେ ଗ୍ରହଣ ସମୟରେ ସୂତକର ନିୟମ ପାଳନ କରାଯାଏ ଏବଂ ଅନେକ ପ୍ରକାରର କାର୍ଯ୍ୟକଳାପ ନିଷେଧ କରାଯାଏ। ଚଳିତବର୍ଷ ଗୋଟିଏ ମାସରେ ସୂର୍ଯ୍ୟ…