Browsing Tag

#metro tv

୨୦୨୬ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି ରାଜନୈତିକ ଦଳ ଜମାତ-ଏ-ଇସଲାମୀ,ଭାରତ ସହିତ…

ବାଂଲାଦେଶର ମୌଳବାଦୀ ରାଜନୈତିକ ଦଳ ଜମାତ-ଏ-ଇସଲାମୀ । ୨୦୨୬ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରକାଶ କରିଛି ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି। ଇସ୍ତାହାରରେ, ପାର୍ଟି ପଡ଼ୋଶୀ ଦେଶଗୁଡ଼ିକ ସହିତ ସୌହାଦ୍ୟମୂଳକ ସମ୍ପର୍କ ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଛି । ଆହୁରି ମଧ୍ୟ ବାଂଲାଦେଶର…

ମେଘାଳୟର ତାସଖାଇ ସ୍ଥିତ ଏକ କୋଇଲା ଖଣିରେ ଭୀଷଣ ବିସ୍ଫୋରଣ,୧୦ ମୃତ

ମେଘାଳୟର ତାସଖାଇ ସ୍ଥିତ ଏକ କୋଇଲା ଖଣିରେ ଭୀଷଣ ବିସ୍ଫୋରଣ ଘଟିଛି। ଦୁର୍ଘଟଣାରେ ଅତି କମରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି…

ଦିଦିଙ୍କୁ ବଡ ଝଟକା ଦେଲେ ସୁପ୍ରିମକୋର୍ଟ,ରାଜ୍ୟର ସରକାରୀ କର୍ମଚାରୀଙ୍କୁ ବକେୟା ମହଙ୍ଗା ଭତ୍ତା ପ୍ରଦାନ ପାଇଁ…

ଦିଦିଙ୍କୁ ବଡ ଝଟକା ଦେଲେ ସୁପ୍ରିମକୋର୍ଟ । ରାଜ୍ୟର ସରକାରୀ କର୍ମଚାରୀଙ୍କୁ ୨୦୦୯ରୁ ୨୦୧୯ ମଧ୍ୟରେ ଡିଏ ବା ବକେୟା ମହଙ୍ଗା ଭତ୍ତା ପ୍ରଦାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏହା କର୍ମଚାରୀଙ୍କ ସାମ୍ବିଧାନିକ ଅଧିକାର ବୋଲି କୋର୍ଟ କହିଛନ୍ତି । ଜଷ୍ଟିସ ସଞ୍ଜୟ…

ଫେବ୍ରୁଆରୀ ୧୫ରୁ କଟକ ଜିଲ୍ଲାରେ ଜନଗଣନା

ଫେବ୍ରୁଆରୀ ୧୫ରୁ କଟକ ଜିଲ୍ଲାରେ ଜନଗଣନା । ଏପ୍ରିଲ ସୁଦ୍ଧା ଘର ଗଣନା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ । ଘର ଗଣନା ପରେ ଆରମ୍ଭ ହେବ ଜନଗଣନା । ଡିଜିଟାଲ ପ୍ରକ୍ରିୟାରେ ହେବ ଜନଗଣନା କାର୍ଯ୍ୟ । ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ ସୂଚନା ଦେଇଛି । ତେବେ ଏଥର ଜନଗଣନା…

ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା

କୋରାପୁଟ ଜିଲ୍ଲା ଆଜିଠୁ ନକ୍ସଲମୁକ୍ତ ହୋଇଛି। ଏ ନେଇ ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡକ୍ଟର କନୱର ବିଶାଳ ସିଂହ। ଏସିଏମ୍‌ କ୍ୟାଡର ମାଓବାଦୀ ମମତା ପଡ଼ିଆମି ଆତ୍ମସମର୍ପଣ କରିଛନ୍ତି। ମମତାଙ୍କ ଆତ୍ମସମର୍ପଣ ପରେ କୋରାପୁଟ ନକ୍ସଲମୁକ୍ତ ହେଲା ବୋଲି…

ମହିଳା ପ୍ରିମିୟର ଲିଗ୍‌ – ଆଜି ଦିଲ୍ଲୀ କ୍ୟାପିଟାଲ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟର ହବ…

ମହିଳା ପ୍ରିମିୟର ଲିଗ୍‌ (ଡବ୍ଳ୍ୟୁପିଏଲ) ଚତୁର୍ଥ ସଂସ୍କରଣ-୨୦୨୬ର ଫାଇନାଲ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଭଦୋଦରାର କୋଟାମ୍ବି ଷ୍ଟାଡ଼ିୟମରେ ଖେଳାଯିବ। ଦିଲ୍ଲୀ କ୍ରମାଗତ ଚତୁର୍ଥ ଓ ବେଙ୍ଗାଲୁରୁ ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳିବାକୁ…

ଆଜି ଆରମ୍ଭ ହେବ ବ୍ଲାକ୍ ସ୍ବାନ୍ ସମ୍ମିଳନୀ, ଯୋଗଦେବେ ରାଷ୍ଟ୍ରପତି

ରାଜଧାନୀରେ ଆଜି ଆରମ୍ଭ ହେଉଥିବା ଦୁଇ ଦିନିଆ ବ୍ଲାକ୍ ସ୍ବାନ୍ ସମ୍ମିଳନୀ ଓଡ଼ିଶାରେ ଫିନଟେକ୍ କ୍ଷେତ୍ରରେ ସମ୍ଭାବନାର ନୂଆ ଦ୍ବାର ଉନ୍ମୁକ୍ତ କରିବ। ଡିଜିଟାଲ ଫାଇନାନ୍ସ କ୍ଷେତ୍ରରେ ପାରଙ୍ଗମ ବିଶ୍ବର ଶତାଧିକ ନେତୃତ୍ବ ଏବଂ ପ୍ରତିନିଧି ଯୋଗ ଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ…

କିପରି କଟିବ ଆଜିର ଦିନ

ମେଷ: ଆଜି ଏକ ମିଶ୍ରିତ ଦିନ ହେବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଛୋଟ ଛୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଯଦିଓ ବହୁତ କାମ ରହିବ, କିନ୍ତୁ ଆପଣ କଠିନ ପରିଶ୍ରମ ଦ୍ୱାରା ସଫଳତା ପାଇବେ । ଥକାପଣ ଶକ୍ତିର ଅଭାବ ସୃଷ୍ଟି କରିବ । ଆପଣଙ୍କ କ୍ରୋଧ ଏବଂ ଆପଣଙ୍କ କଥାକୁ ନିୟନ୍ତ୍ରଣ…

୧୯ ବର୍ଷରୁ କମ ବିଶ୍ଵକପ୍ ଦ୍ଵିତୀୟ ସେମି ଫାଇନାଲ: ଭାରତ ସମ୍ମୁଖରେ ରହିଛି ୩୧୧ ରନର ବିଜୟ ଲକ୍ଷ୍ୟ

୧୯ ବର୍ଷରୁ କମ ବିଶ୍ଵକପ୍ ୨୦୨୬ରେ ଆଜି ଦ୍ଵିତୀୟ ସେମି ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୪ ଓ୍ଵିକେଟ୍ ହରାଇ ୩୧୦ ରନର ଦମଦାର ସ୍କୋର କରିଛି। ଭାରତ ସମ୍ମୁଖରେ ରହିଛି ୩୧୧ ରନର ବିଜୟ ଲକ୍ଷ୍ୟ। ଫୈଜଲ ସିନୋଜାଦା ୧୧୦ ରନ ଓ…

ଏଣିକି ହ୍ବାଟ୍ସଆପ୍‌ରେ ରାଜସ୍ବ ସେବା ମିଳିବ

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ହ୍ବାଟ୍ସଆପ୍‌ରେ ରାଜସ୍ବ ସେବା ମିଳିବ। ରାଜସ୍ବ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯିବ। ଜମିଜମା ବାବଦର ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ। ସମୟସୀମା ମଧ୍ୟରେ ସମସ୍ୟାର ସମାଧାନ…