ଜାହାଜରେ ଅଗ୍ନିକାଣ୍ଡ , ସମୁଦ୍ରକୁ ଡ଼େଇଁଲେ ଯାତ୍ରୀ
ଇଣ୍ଡୋନେସିଆ ନିକଟସ୍ଥ ସମୁଦ୍ରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ ଯୋଗୁଁ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ । ଏହି ଅଗ୍ନିକାଣ୍ଡର ଭିଡିଓ ଭାଇରାଲ ହୋଇଛି ।
ସୂଚନା ଅନୁସାରେ ଉତ୍ତର ସୁଲାୱେସିର ତାଲିସ୍ ଦ୍ୱୀପ ନିକଟରେ…