Browsing Tag

#metro tv

ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ର ପରୀକ୍ଷଣ ଆରମ୍ଭ

ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ହରିୟାଣାର ୮୯ କିଲୋମିଟର ଦୀର୍ଘ ଜିନ୍ଦ-ସୋନିପତ ରୁଟରେ ଆଜି ଏହାର ପରୀକ୍ଷଣ ଆରମ୍ଭ କରିଛି। ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଦ୍ୱାରା ନିର୍ମିତ ଏହି ଇକୋ ଫ୍ରେଣ୍ଡଲି ଟ୍ରେନ୍ ସ୍ଥାୟୀ ପରିବହନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।…

ଏପ୍ରିଲ ୧ରୁ ଅନେକ ଆର୍ଥିକ ନିୟମ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି

୨୦୨୫ ଏପ୍ରିଲ ୧ରୁ ଅନେକ ଆର୍ଥିକ ନିୟମ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି, ଯାହାର ପ୍ରଭାବ ସାରା ଦେଶରେ ୟୁପିଆଇ ବ୍ୟବହାରକାରୀ, କ୍ରେଡିଟ୍ କାର୍ଡଧାରୀ ଏବଂ ପେନସନଭୋଗୀଙ୍କ ଉପରେ ପଡିବ।  ନୂଆ ଆୟକର ସ୍ଲାବ୍ କେନ୍ଦ୍ର ବଜେଟ୍ ୨୦୨୫ରେ ଆଗତ ହୋଇଥିବା ନୂଆ ଆୟକର ସ୍ଲାବ୍ ସହିତ…

ଆସନ୍ତାକାଲି ଠାରୁ ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ ହେବ କି ନାହିଁ ସେ ନେଇ ଦ୍ବନ୍ଦ୍ବ

ତାରିଖ ଥିଲା ୧୨ ଜାନୁଆରୀ ୨୦୨୫, ସ୍ଥାନ ଥିଲା ଲୋକସେବା ଭବନ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ରାଜ୍ୟରେ ଏପ୍ରିଲ୍‌ ପହିଲାରୁ ଆୟୁଷ୍ମାନ ଯୋଜନା ଲାଗୁ ନେଇ ନିଆଯାଇଥିଲା ନିଷ୍ପତ୍ତି । ଏଥିସହ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ ନେଇ ବି ଘୋଷଣା କରିଥିଲେ…

ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ପଦ ଛାଡିବେ ମୋଦୀ?

ବିଜେପିର ଅଲିଖିତ ନିୟମ ଅନୁସାରେ ସତରେ କ’ଣ ଆଗାମୀ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ପଦ ଛାଡିବେ ମୋଦୀ? ୭୫ବର୍ଷ ହୋଇସାରିଥିବା ନେତାମାନଙ୍କୁ ବିଜେପି ସରକାରରେ କୌଣସି ଦାୟିତ୍ବ ଦିଆଯାଉନାହିଁ  । ୨୦୧୪ ଲୋକସଭା ନିର୍ବାଚନରେ ପରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କଲାପରେ ନରେନ୍ଦ୍ର ମୋଦୀ…

ଜାତୀୟ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା ଓ ବାଲିଯାତ୍ରା

ଜାତୀୟ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା ଓ ବାଲିଯାତ୍ରା । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତର ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି । ଯେଉଁଥିରେ କଟକର ଐତିହାସିକ ବାଲିଯାତ୍ରା ୪୫ତମ ଏବଂ…

ମ୍ୟାମାରରେ ଜାରି ରହିଛି ମୃତ୍ୟୁର ତାଣ୍ଡବ – ବର୍ତ୍ତମାନ ସୁଦ୍ଧା ୧୭୦୦ ଜଣଙ୍କ ମୃତଦେହ ଉଦ୍ଧାର

ମ୍ୟାମାରରେ ଜାରି ରହିଛି ମୃତ୍ୟୁର ତାଣ୍ଡବ । ଆଜି ବି ବାହାରୁଛି ଭଗ୍ନାବଶେଷ ତଳୁ ମୃତଦହ । ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୭୦୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୩୪୦୦ ଜଣ ଆହତ ଅଛନ୍ତି । ଏବଂ ୩୦୦ର ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି । ଯେଉଁମାନଙ୍କୁ ଖୋଜା ଚାଲିଛି ।…

ହିମାଚଳପ୍ରଦେଶ କୁଲୁ ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ, 6 ମୃତ 10 ରୁ ଅଧିକ ଆହତ

ହିମାଚଳପ୍ରଦେଶ କୁଲୁ ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ । ମଣିକର୍ଣ୍ଣ ଗୁରୁଦ୍ବାର ନିକଟରେ ମାଟି ଧସିଯିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ମାଟି ଧସିବା ପରେ ଗଛ ଉପୁଡ଼ି ପଡ଼ିବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକମାନଙ୍କ ପରିଚୟ ଜଣାପଡ଼ି…

ସାରା ଦେଶରେ ସଲମାନଙ୍କ ଘଣ୍ଟା ଚର୍ଚ୍ଚାର ବିଷୟ ପାଲଟିଛି , ଜାଣନ୍ତୂ ଏହାର କାରଣ

ଇଦ୍ ଅବସରରେ ବଲିଉଡ଼ ଅଭିନେତା ସଲମାନ ଖାନ ତାଙ୍କ ନୂଆ ଫିଲ୍ମ ‘ସିକନ୍ଦର’କୁ ନେଇ ଚର୍ଚ୍ଚାରେ। ଚଳଚ୍ଚିତ୍ର ମୁକ୍ତିଲାଭ ସହିତ ସଲମାନ ଖାନ ପୁଣି ଥରେ ବିବାଦରେ ଫସିଛନ୍ତି। ଏଥର ବିବାଦର କାରଣ ସାଜିଛି ସଲମାନଙ୍କ ହାତର ଘଣ୍ଟା। ସାରା ଦେଶରେ ସଲମାନଙ୍କ ଘଣ୍ଟା ଚର୍ଚ୍ଚାର ବିଷୟ ପାଲଟିଛି। କେବଳ…

‘ଟେସ୍‌ଲା ଜଳାଅ, ଗଣତନ୍ତ୍ର ବଞ୍ଚାଅ’ ,ମସ୍କଙ୍କ ବିରୋଧରେ ବିକ୍ଷୋଭ

ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରେ ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ପ୍ରଭାବକୁ ନେଇ ଦେଶବାସୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ଏକ ବଡ଼ ଆନ୍ଦୋଳନର ରୂପ ନେଇଛି। ପ୍ରଥମ ଥର ପାଇଁ ମସ୍କଙ୍କୁ ବିରୋଧ କରି ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମସ୍କଙ୍କ…

ଦନ୍ତେୱାଡାରେ ବଡ଼ ଧରଣର ଏନକାଉଣ୍ଟର ଜାରି, ଏକାଧିକ ମାଓବାଦୀଙ୍କ ମୃତ୍ୟୁ

ନିପାତ ହେଉଛନ୍ତି ମାଓବାଦୀ । ପୁଣି ଛତିଶଗଡ ଦାନ୍ତେୱାଡାରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ମହିଳା  ମାଓବାଦୀ  ମୃତ । ଦାନ୍ତେୱାଡା  ଓ ବିଜାପୁର ସୀମାରେ ଗୁଳିବିନିମୟ ଜାରି  । ଇନ୍‌ସାସ୍‌ ରାଇଫଲ ସମେତ ବିପୁଳ ମାରଣାସ୍ତ୍ର ଜବତ । ଗତକାଲି  ଛତିଶଗଡ ଦାନ୍ତେୱାଡା ରେ ଯବାନଙ୍କ…