ଚିନ୍ତା ଦୂର କରେ ବ୍ରାହ୍ମୀ
ବ୍ରାହ୍ମୀ (Bacopa monnieri), ଦେଖିବାକୁ ଏକ ଛୋଟ ଉଦ୍ଭିଦ ହେଲେ ମଧ୍ୟ ଓଡ଼ିଶାର ପରିବେଶ ବ୍ୟବସ୍ଥାପନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସାରା ଭାରତରେ ଦେଖିବାକୁ ମିଳେ। ଆର୍ଦ୍ରଭୂମି ଏବଂ ପଙ୍କୁଆ ଅଞ୍ଚଳରେ ଏହା ବଢ଼ିଥାଏ। ଏହା ନଦୀକୂଳକୁ ଦୃଢ କରେ, ମାଟି କ୍ଷୟ ରୋକେ ଓ ପୋଷକ ତତ୍ତ୍ୱ…