‘ଆଇସିସି ମେନ୍ସ ପ୍ଳେୟାର’ ପୁରସ୍କାର ପାଇଲେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର
ଭାରତର ଚାମ୍ପିଅନ୍ସ ଟ୍ରଫି ବିଜୟରେ ଚମତ୍କାର ଭୂମିକା ଗ୍ରହଣ କରିଥିବା ଷ୍ଟାଇଲିସ୍ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ମାର୍ଚ୍ଚ ମାସ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। କ୍ରିକେଟରେ ଶ୍ରେଷ୍ଠ ପ୍ରଦର୍ଶନ ସହ ଶୀର୍ଷରେ ରହିଥିବାରୁ ତାଙ୍କୁ ମାର୍ଚ୍ଚ ମାସ ପାଇଁ ତାଙ୍କୁ …