Browsing Tag

#metro tv

ଆଜି ଶନି ଦେବ ତାଙ୍କର ନକ୍ଷତ୍ର ପରିବର୍ତ୍ତନ କରିବେ, ଖୋଲିବ ଏହି ତିନି ରାଶିର ଭାଗ୍ୟ

ଆଜି ମଙ୍ଗଳବାର, ମାଘ ମାସର ଶୁକ୍ଳ ପକ୍ଷର ଦ୍ୱିତୀୟ ଦିନ। ଦ୍ୱିତୀୟ ତିଥି  ସକାଳ ୨ଟା୪୩ ପର୍ଯ୍ୟନ୍ତ ରହିବ। ସିଦ୍ଧି ଯୋଗ ରାତି ୮ଟା୦୧ ପର୍ଯ୍ୟନ୍ତ ପ୍ରଚଳିତ ହେବ। ଶ୍ରାବଣ ନକ୍ଷତ୍ର ମଧ୍ୟ ଅପରାହ୍ନ ୧ଟା୦୭ ପର୍ଯ୍ୟନ୍ତ ପ୍ରଚଳିତ ହେବ। ଏହା ସହିତ, ଆଜି ଶନି ଦେବ ତାଙ୍କର ନକ୍ଷତ୍ର ପରିବର୍ତ୍ତନ…

ୟୁନିଟ୍‌-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା: ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଏମସି କମିଶନର ରଞ୍ଚଳ ରଣା

ରାଜଧାନୀରେ ବିଳମ୍ବିତ ରାତିରେ ୟୁନିଟ୍‌-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ହାଟରେ ଥିବା ୫୦ରୁ ଅଧିକ ଦୋକାନ ଘ ସମ୍ପୂର୍ଣ୍ଣ ଜଳିପୋଡି ଛାରଖାର ହୋଇଯାଇଛି । ଏଥିରେ କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଛି । ହାଟରେ ସ୍ଥିତି ନେଇ ଅନୁଧ୍ୟାନ କରିଛନ୍ତି ବିଏମସି କମିଶନର…

ଆଗାମୀ ଦିନରେ WhatsAppରେ ଆସିବ ଅନେକ ନୂଆ ଫିଚର୍ସ , ଜାଣନ୍ତୁ କଣ

ଆଗାମୀ ଦିନରେ WhatsAppରେ ଅନେକ ନୂଆ ଫିଚର୍ସ ଉପଲବ୍ଧ ହେଉଛି । ଯାହା ପ୍ରାଇଭେସି  ଏବଂ ନୂଆ କଣ୍ଟ୍ରୋଲ୍ ପ୍ରଦାନ କରିବ । ଏଥିରେ କଭର ଇମେଜ୍ କଣ୍ଟ୍ରୋଲ୍, ଲିଙ୍କ୍ ପ୍ରିଭ୍ୟୁ ଏବଂ ଷ୍ଟାଟସ୍ ପ୍ରାଇଭେସୀ ଫିଚର୍ସ ଭଳି ନୂଆ ଅପ୍ସନ ସାମିଲ୍ ରହିଛି । WhatsApp ବର୍ତ୍ତମାନ ଏହି…

ଜାନୁଆରୀ ୨୩ ତାରିଖରେ ଧୁରନ୍ଧର ପାର୍ଟ ୨ ସହିତ ହଲରେ ରିଲିଜ ହେବ ବର୍ଡର ୨

ରଣବୀର ସିଂଙ୍କ ଫିଲ୍ମ ‘ଧୁରନ୍ଧର’ ୪୫ ଦିନ ପରେ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରୁଛି । ଫିଲ୍ମଟି ୧୩୦୦ କୋଟି ଟଙ୍କାରୁ ଅଧିକ କଲେକ୍ସନ କରି ସାରିଛି । ଯାହା ଥମିବାର ନାଁ ଧରୁନି  ମାର୍ଚ୍ଚ ୧୯ ତାରିଖରେ ପାର୍ଟ ୨ ରିଲିଜ୍ ହେବାକୁ ଯାଉଛି । ଯାହା ଦେଖିବାକୁ ପ୍ରଶଂସକମାନେ ଉତ୍ସାହର…

ସ୍ପେନରେ ଟ୍ରେନ୍ ଦୁର୍ଘଟଣା,୨୦ ମୃତ ୭୦ରୁ ଅଧିକ ଆହତ

ସ୍ପେନରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଦୁଇଟି ଟ୍ରେନ୍ ଧକ୍କା ହୋଇଥିଲା, ଏବଂ ତା’ପରେ ଗୋଟିଏ ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଥିଲା। ଏପର‌୍ୟ୍ୟନ୍ତ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୨୫ ରୁ ଅଧିକଙ୍କ…

କଳାହାଣ୍ଡି ଜିଲ୍ଲା ପାଇଁ ପ୍ରାୟ ୮୯୧ .୩୯   କୋଟି ଟଙ୍କା ବିନିମୟରେ ୩ ହଜାର ୬୧୨ ଟି ପ୍ରକଳ୍ପର ଲୋକାର୍ପଣ କଲେ…

କଳାହାଣ୍ଡି ଗସ୍ତରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଥିଲେ। ଭବାନୀପାଟଣାଠାରେ ଆୟୋଜିତ ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଉଦ୍‌ଯାପନୀ ଶେଷ ସନ୍ଧ୍ୟାରେ ଯୋଗଦେଇ ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିଥିଲେ। ପ୍ରଥମେ କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଦର୍ଶନ କରିଥିଲେ…

ଯଦି ବିଶ୍ବକପ ଖେଳିବାର ଅଛି ତେବେ ଭାରତ ଆସିବାକୁ ହେବ -ବାଂଲାଦେଶ କ୍ରିକେଟ ବୋର୍ଡକୁ ଆଇସିସିର ଅଲ୍ଟିମେଟମ

ବାଂଲାଦେଶ କ୍ରିକେଟ ବୋର୍ଡକୁ ଆଇସିସି ଅଲ୍ଟିମେଟମ ଦେଇଛି । ଆଇସିସି ତରଫରୁ ବିସିବିକୁ କୁହାଯାଇଛି କି, ଆଗାମୀ ଟି୨୦ ବିଶ୍ବକପରେ ବାଂଲାଦେଶର ସହଭାଗିତାକୁ ନେଇ ଅନ୍ତିମ ନିଷ୍ପତ୍ତି ନେବାର ଶେଷ ତାରିଖ ୨୧ ଜାନୁଆରୀ ରହିଛି । ଯଦି ବିଶ୍ବକପ ଖେଳିବାର ରହିଛି, ତେବେ ଯେମିତି ହେଲେ ଭାରତ ଆସିବାକୁ…

ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ର ଅର୍ଥ ଗଣତି ଆରମ୍ଭ

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ର ଅର୍ଥ ଗଣତି ଆରମ୍ଭ ହୋଇଛି। ଆଜି ବିଭିନ୍ନ ସାମାଜିକ ସଂଗଠନର ମହିଳା ମାନେ ଗଣତି କାର‌୍ୟ୍ୟରେ ନିୟୋଜିତ ହୋଇଛନ୍ତି। ମାଁଙ୍କ ପୂଜାର୍ଚ୍ଚନା ପରେ ୬ ମାସ ବ୍ୟବଧାନରେ ଆଜି ରାଜସ୍ୱ ବିଭାଗ…

ବିଜେପିର ନୂଆ ସାରଥୀ ହେବେ ନୀତିନ ନବୀନ: ପ୍ରଥମ ଯୁବ ସଭାପତି ଭାବେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ନିଶ୍ଚିତ

ଭାରତୀୟ ଜନତା ପାର୍ଟିର ନୂତନ ରାଷ୍ଟ୍ରୀୟ ସଭାପତି ଚୟନ ପାଇଁ ଦଳୀୟ ସ୍ତରରେ ପ୍ରକ୍ରିୟା ଜୋରଦାର ହୋଇଛି । ସୋମବାର ନୂଆଦିଲ୍ଲୀ ସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ନାମାଙ୍କନ ପ୍ରକ୍ରିୟାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି । ଦଳର ପରବର୍ତ୍ତୀ…

ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ବଢିବ ରାତି ତାପମାତ୍ରା

ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ବଢିବ ରାତି ତାପମାତ୍ରା। ଶୀତ, କୁହୁଡ଼ି ସାଙ୍ଗକୁ ଖରାତାତିକୁ ଅନୁଭବ କରିବେ ଲୋକେ। ଏବେ ବି ଥଣ୍ଡା ପ୍ରକୋପ ଜାରି ରହିଛି। ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ରେକର୍ଡ ହୋଇଛି। ତେବେ ସୋମବାର ଓ ବୁଧବାର ରାତିରୁ ଉତ୍ତର-ପଶ୍ଚିମ ଭାରତକୁ ଅତି…