Vivo ଲଞ୍ଚ କଲା ୭୨୦୦mAh ବ୍ୟାଟେରୀ ସହିତ ଏକ ଆଫର୍ଡେବଲ୍ ଫୋନ୍ , ଜାଣନ୍ତୁ କଣ ରହିଛି ଫିଚର୍ସ
Vivo ଲଞ୍ଚ କଲା ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ । Vivo ଏକ ୭୨୦୦mAh ବ୍ୟାଟେରୀ ସହିତ ଏକ ଆଫର୍ଡେବଲ୍ ଫୋନ୍ ଲଞ୍ଚ କରିଛି । ଯାହାର ନାମ ହେଉଛି Vivo Y500i । ଏହି Vivo Y-ସିରିଜ୍ ଫୋନଟି ୧୨GB RAM ଏବଂ ୫୧୨GB ଷ୍ଟୋରେଜ୍ ସହିତ ଅନେକ ପାୱାରଫୁଲ୍ ଫିଚର୍ସ ସହିତ ଆସିଥାଏ । Y500i ନାମକ, ଏହା…