Browsing Tag

#metro tv

ଭାରତୀୟ ବାୟୁସେନା ପାଇଁ ୧୧୪ଟି ଭାରତରେ ନିର୍ମିତ ରାଫାଲ ଲଢ଼ୁଆ ବିମାନକୁ ମିଳିଲା ମଞ୍ଜୁରୀ

ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇବାକୁ ଯାଉଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ରାଫାଲ ଲଢ଼ୁଆ ବିମାନ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ମେଗା ଡିଲ ସମ୍ପର୍କରେ ଏକ ଭଲ ଖବର ଆସିଛି। ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା…

ଦୂରଦର୍ଶନର ନ୍ୟୁଜ୍ ଉପସ୍ଥାପିକା ସରଳା ମାହେଶ୍ଵରୀଙ୍କର ଦେହାନ୍ତ

ଦୂରଦର୍ଶନର ନ୍ୟୁଜ୍ ଉପସ୍ଥାପିକା ସରଳା ମାହେଶ୍ଵରୀଙ୍କର ଦେହାନ୍ତ ଘଟିଛି। ସେ ତାଙ୍କର ଶାନ୍ତ ସ୍ଵର ଏବଂ ସ୍ଵଭାବ ଏବଂ ଶୁଦ୍ଧ ହିନ୍ଦୀ ଉଚ୍ଚାରଣ ଲାଗି ବେଶ୍ ଜଣାଶୁଣା। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସରଳା ଦୂରଦର୍ଶନର ଏକ ପପୁଲାର୍ ଚେହେରା ଥିଲେ। ସେ ୧୯୮୦ ଏବଂ ୧୯୯୦ ଦଶକରେ ଏକ…

ଜମି କିଣାବିକାରେ ଆଉ ହୋଇପାରିବନି ଠକେଇ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ…

ଜମି କିଣାବିକାରେ ଆଉ ହୋଇପାରିବନି ଠକେଇ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ୍‌ ପଟ୍ଟା । ଏ ନେଇ ଆଜି ବଡ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ୍‌ ଜମି ପଟ୍ଟା…

ପ୍ରକାଶ ପାଇଲା ଓଟିଇଟି ୨୦୨୫ର ରେଜଲ୍ଟ

ପ୍ରକାଶ ପାଇଲା ଓଟିଇଟି ୨୦୨୫ର ରେଜଲ୍ଟ। ୨୦୨୫ ଡିସେମ୍ବର ୧୭ ତାରିଖରେ ହୋଇଥିଲା ପରୀକ୍ଷା। ଚଳିତ ବର୍ଷ ମୋଟ ପାସ ହାର ରହିଛି ୬୮.୯୭ ପ୍ରତିଶତ । ପେପର ୧ ରେ ୭୧.୧୬ ଓ ପେପର ୨ ରେ ୬୮.୦୬ ପାସ ହାର ରହିଛି। ମୋଟ ୧୬୦୪୨୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୬୦୪୧ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅପରାହ୍ନ…

ଆଖି ଫୁଲିବା କିଡନୀ ଫେଲ ହେବାର ଏକ ପ୍ରମୁଖ ପ୍ରାରମ୍ଭିକ ଲକ୍ଷଣ

ଶରୀରରେ ପାଣି ଏବଂ ଇଲେକ୍ଟ୍ରୋଲାଇଟ୍ସ ଠାରୁ ଆରମ୍ଭ କରି ରକ୍ତଚାପ ପର୍ଯ୍ୟନ୍ତ ସବୁକିଛି ନିୟନ୍ତ୍ରଣ କରିବାରେ କିଡନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏକ ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ଖରାପ ଡାଏଟ୍, ମଧୁମେହ ଏବଂ ଉଚ୍ଚ ରକ୍ତଚାପ କିଡନୀ ସମସ୍ୟାର କାରଣ ହୋଇପାରେ। ଅନେକ ଅଧ୍ୟୟନରୁ…

ଆଜି ଟ୍ରେଡ୍ ୟୁନିଅନର ୧୨ ଘଣ୍ଟିଆ ଭାରତ ବନ୍ଦ ,ବଜାର, ଯାନବାହନ, ସ୍କୁଲ, କଲେଜ ବନ୍ଦ ଡାକରା

ଆଜି ଟ୍ରେଡ୍ ୟୁନିଅନର ୧୨ ଘଣ୍ଟିଆ ଭାରତ ବନ୍ଦ । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ଡାକରା । ବଜାର, ଯାନବାହନ, ସ୍କୁଲ, କଲେଜ ବନ୍ଦ ଡାକରା । କେତେକ ଘରୋଇ ସ୍କୁଲରେ ସ୍ଥଗିତ ରହିଲା ପରୀକ୍ଷା । ବନ୍ଦ ପ୍ରଭାବରେ ବନ୍ଦ ରହିପାରେ ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ । ଖୋଲିବ ସରକାରୀ ଅଫିସ, ଚାଲିବ…

ପ୍ରକୃତ ଆଲିଙ୍ଗନ ହେଉଛି ଏକ ଭାବନାଯାହା କୌଣସି ଶବ୍ଦ ନକହି ହୃଦୟର ସବୁକିଛି କହିଦିଏ – ଆଜି ହଗ୍ ଡେ

ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି, ମୁଁ ସବୁବେଳେ ତୁମ ପାଇଁ ସେଠାରେ ରହିବି, ମୁଁ ତୁମକୁ କେବେ କ୍ଷତି ପହଞ୍ଚାଇବି ନାହିଁ । ପ୍ରକୃତ ଆଲିଙ୍ଗନ ହେଉଛି ଏକ ଭାବନାଯାହା କୌଣସି ଶବ୍ଦ ନକହି ହୃଦୟର ସବୁକିଛି କହିଦିଏ । ଆଜି ଓ ସବୁବେଳେ, ମୋତେ କେବଳ ତୁମର ବାହୁର ସମର୍ଥନ ଆବଶ୍ୟକ। କେତେକ…

ଏସ୍‌ସିବି ଆଇସିୟୁ ବେଡ୍‌ରୁ ମହିଳା ରୋଗୀ ଖସିପଡିବା ଘଟଣା, ମେଡିକାଲ ତରଫରୁ ଅନୁଧ୍ୟାନ ପାଇଁ ତଦନ୍ତ କମିଟି ଗଠନ

ଏସ୍‌ସିବି ଆଇସିୟୁ ବେଡ୍‌ରୁ ମହିଳା ରୋଗୀ ଖସିପଡିବା ଘଟଣା। ଏସସିବି ମେଡିକାଲ ତରଫରୁ ଅନୁଧ୍ୟାନ ପାଇଁ ତଦନ୍ତ କମିଟି ଗଠନ କରାଯାଇଛି। ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଡା. ସରୋଜ ତ୍ରିପାଠୀଙ୍କ ନେତୃତ୍ବରେ ଗଠିତ କମିଟିରେ ୨ ଆସୋସିଏଟ ପ୍ରଫେସର, ୨ ଆସିଷ୍ଟାଣ୍ଟ ପ୍ରଫେସର ସାମିଲ ଅଛନ୍ତି।…

ଆସନ୍ତାକାଲି ଭାରତ ବନ୍ଦ ଡାକରା

ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ ସଂଗଠନ। ଦେଶର ୧୦ ଟ୍ରେନ ୟୁନିଅନ ସଂସ୍ଥା ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଚାଷୀ ସଂଗଠନ ସମର୍ଥନରେ ଅନେକ କେନ୍ଦ୍ରୀୟ ଟ୍ରେଡ ୟୁନିଅନ…

ଚେକ୍ ବାଉନ୍ସ ମାମଲାରେ ତିହାର ଜେଲ ଗଲେ ରାଜପାଲ ଯାଦବ

ପ୍ରସିଦ୍ଧ ବଲିଉଡ୍ ହାସ୍ୟ ଅଭିନେତା ରାଜପାଲ ଯାଦବ ଚେକ୍ ବାଉନ୍ସ ମାମଲାରେ ଏବେ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି । ଅନେକ ଥର କୋର୍ଟର ସମୟସୀମା ବୃଦ୍ଧି ସତ୍ତ୍ୱେ ଋଣ ପରିଶୋଧ କରି ନ ପାରିବାରୁ ସେ ଆତ୍ମସମର୍ପଣ କରିଥିଲେ । ପୂର୍ବରୁ ସେ କର୍ତ୍ତୃପକ୍ଷଙ୍କୁ ତାଙ୍କର ଆର୍ଥିକ ପରିସ୍ଥିତି…