ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ: ଓଡ଼ିଶା ଏହାର ଏଆଇ ସମ୍ଭାବନାକୁ ପ୍ରଦର୍ଶନ କରିଛି
ନୂଆଦିଲ୍ଲୀର ଭାରତ ମଣ୍ଡପରେ ଚାଲିଛି ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ । ଏଥିରେ ଓଡ଼ିଶା ଏହାର ଏଆଇ ସମ୍ଭାବନାକୁ ପ୍ରଦର୍ଶନ କରିଛି । ରାଜ୍ୟ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଭାରତ ମଣ୍ଡପମର ପ୍ରଥମ ମହଲା ହଲ୍ ନମ୍ବର ୫ରେ ସ୍ୱତନ୍ତ୍ର ପାଭିଲିୟନ କରାଯାଇଛି । ଏଥିରେ ରାଜ୍ୟର…