Browsing Tag

#metro tv

ନୀତିନ ନବୀନ କାହିଁକି ହେଲେ ଭାଜପା ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ?

ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି । ବିଜେପି ସଂସଦୀୟ ବୋର୍ଡରେ ନୀତିନ ନବୀନଙ୍କ ନାଁ ଘୋଷଣା କରାଯାଇଛି । ବିହାର ସରକାରରେ ମନ୍ତ୍ରୀ ଅଛନ୍ତି ନୀତିନ ନବୀନ । ତାଙ୍କର…

୩ୟ ଟି-୨୦ – ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ

ଧର୍ମଶାଳାଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ । ୧୧୮ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୫.୫ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୩୫ ରନ କରିଥିବାବେଳେ ଶୁଭମନ ଗିଲ୍ ୨୮ ରନ…

କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌

ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିବା ଓଡ଼ିଶା କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ମହଙ୍ଗା ପଡ଼ିଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ କଂଗ୍ରେସ ତାଙ୍କୁ ଦଳର ପ୍ରାଥମିକ…

ଶୀତରୁ ନିସ୍ତାର ମିଳିବନି

ରାଜ୍ୟରେ  ଜାରି ରହିଛି ଶୀତ ପ୍ରବାହ । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ । ଗୋଟିଏ ଦୁଇଟି ସହରର ତାପମାତ୍ରା ଏପାଖ ସେପାଖ ହୋଇପାରେ ।‌ ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ…

ଆଜିର ରାଶିଫଳ

ମେଷ: ଅନୁଭବୀ ବ୍ୟକ୍ତିଙ୍କ ସାଙ୍ଗରେ ରହି ବହୁତ କିଛି ଶିଖିବାକୁ ପାଇବେ। ଆର୍ଥିକ ମାମଲାରେ କାହାରି ଉପରେ ଭରସା କରନ୍ତୁ ନାହିଁ। ବ୍ୟବସାୟ ବ୍ୟବସ୍ଥିତ ହେବ। ବୃଷ: ଦିନଟି ବ୍ୟସ୍ତବହୁଳ ରହିବ। କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ କିଛି ସମୟ  ମନୋରଞ୍ଜନ ପାଇଁ ବାହାର କରିବେ। ପରିଶ୍ରମ ଅନୁରୂପ…

ଆମେରିକାରେ ଆଖିବୁଜା ଗୁଳିକାଣ୍ଡ, ଦୁଇ ମୃତ ଅନେକ ଆାହତ

ଆମେରିକାରେ ଆଖିବୁଜା ଗୁଳିକାଣ୍ଡ । ରୋଡ ଆଇଲ୍ୟାଣ୍ଡର ବ୍ରାଉନ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ପୋଲିସ ରିପୋର୍ଟ କରିଛି ଯେ ରବିବାର ବ୍ରାଉନ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ଅନେକ ଲୋକଙ୍କୁ ଗୁଳି କରାଯାଇଛି। ଏହା ପରେ, ଆଇଭି ଲିଗ୍ ସ୍କୁଲରେ…

ସକାଳୁ ଖରାରେ ବସିବାକୁ ଆଦୌ ଭୁଲନ୍ତୁନି

ସକାଳ ସମୟ ହିଁ ଆପଣଙ୍କ ପୂରା ଦିନ ପାଇଁ ଫୂର୍ତ୍ତି ଏବଂ ମୁଡ୍ ସେଟ୍ କରିଥାଏ ।  ହେଲେ ଏ ସକାଳ ଟା ଯଦି ଖରାପ ଯାଏ ତାହେଲେ ପୂରା ଦିନ ଖରାପ ହୋଇଯିବ ।  ଆପଣଙ୍କ ସକାଳର ଅଭ୍ୟାସ ଉପରେ ଆପଣଙ୍କର ଦିନଟା ନିର୍ଭର କରେ । ଅନେକ ସମୟରେ ଜାଣତରେ ହେଉ ବା ଅଜାଣତରେ ଆମେ ଏପରି କିଛି କରୁ ଯାହା ଦିନଟା…

ପ୍ରବଳ ଜାଡ଼ ଓ ହାଡ଼ଭଙ୍ଗା ଶୀତ ଅସ୍ତବ୍ୟସ୍ତ ଜୀନଜୀବନ

କଲବଲ କରୁଛି ପ୍ରବଳ ଥଣ୍ଡା । ସପ୍ତାହେ ହେଲା ପ୍ରବଳ ଜାଡ଼ ଓ ହାଡ଼ଭଙ୍ଗା ଶୀତ ଅସ୍ତବ୍ୟସ୍ତ କରିପକାଇଲାଣି । ପ୍ରବଳ ଶୀତରେ ଓଡ଼ିଶା ଥରୁଥିବା ବେଳେ ଘୁ.ଊଦୟଗିରିରେ ତାପମାତ୍ରା ୩ ଡିଗ୍ରୀ ପାଖାପାଖି ରହୁଛି । ଶନିବାର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । କନ୍ଥମାଳ…

ଏହି ରାଶିମାନଙ୍କର ଭାଗ୍ୟ ୨୦୨୬ରେ ଚମକଦାର ହେବ

ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ ପ୍ରଭାବିତ କରେ। ଏହା ଜୀବନ ଉପରେ ଶୁଭ ଏବଂ ଅଶୁଭ ଉଭୟ ପ୍ରଭାବ ପକାଇପାରେ। ୨୦୨୬ ଆରମ୍ଭ ହେବାକୁ ଯାଉଛି। ନୂତନ ବର୍ଷରେ ଗ୍ରହ ସ୍ଥିତି ଚାରୋଟି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ। ଏହି ରାଶିଗୁଡ଼ିକୁ ନୂତନ ବର୍ଷରେ କୌଣସି ଅସୁବିଧାର…

ପାକିସ୍ତାନରେ ୪.୩ ତୀବ୍ରତାର ଭୂମିକମ୍ପ

ପାକିସ୍ତାନରେ ୪.୩ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଶନିବାର ସନ୍ଧ୍ୟା ପ୍ରାୟ ୬:୪୪ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୩୦.୧୪ ଉତ୍ତର ଏବଂ ୬୯.୫୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା । କେବେ ଭୂମିକମ୍ପରେ କୌଣସି ମୃତାହତ ରିପୋର୍ଟ ମିଳିନାହିଁ । ଜାତୀୟ…