Browsing Tag

#metro tv

ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ଆମ୍ବୁଲାନ୍ସ ସେବା

ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ଆମ୍ବୁଲାନ୍ସ ସେବା। ଓଡ଼ିଶା ଯାତ୍ରୀ ଆପ୍‌ରେ ଯୋଡ଼ିହେବ ଆମ୍ବୁଲାନ୍ସ ସେବା । ଅନଲାଇନ୍‌ରେ ବୁକ୍ ହେବ ଆମ୍ବୁଲାନ୍ସ । ଘରୋଇ ଆମ୍ବୁଲାନ୍ସଗୁଡ଼ିକ ଓଡ଼ିଶା ଯାତ୍ରୀ ସହ ଯୋଡ଼ି ହେବେ ଏବଂ ଅନ୍‌ଲାଇନ୍‌ରେ ଆମ୍ବୁଲାନ୍ସ ବୁକ୍ କରିପାରିବେ ରୋଗୀ କିମ୍ବା ତାଙ୍କ…

ନିଜ ନାମରୁ ଆହୁଜା ହଟାଇଲେ ଗୋବିନ୍ଦାଙ୍କ ପତ୍ନୀ ସୁନିତା

ବଲିଉଡ଼ର ସବୁଠାରୁ ଲୋକପ୍ରିୟ ଦମ୍ପତି ମଧ୍ୟରେ ସୁନୀତା ଆହୁଜା ଏବଂ ଗୋବିନ୍ଦା ଅନ୍ୟତମ। ହେଲେ ଗତ କିଛି ମାସ ହେବ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। କିଛି ଦିନ ପୂର୍ବରୁ, ଗୋବିନ୍ଦା ଏବଂ ସୁନୀତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ଏବଂ ଉଭୟ ଛାଡପତ୍ର ନେବାକୁ ଯୋଜନା…

ଏୟାର ଇଣ୍ଡିଆ ପାଇଁ ଏବେ ସମୟ ଭଲ ନାହିଁ,ଆଜି ଦିନ ୬ଟି ଅନ୍ତର୍ଜାତୀୟ ବିମାନ ବାତିଲ

ଟାଟା ଗ୍ରୁପ ଅନ୍ତର୍ଗତ ଏୟାର ଇଣ୍ଡିଆ ପାଇଁ ଏବେ ସମୟ ଭଲ ନାହିଁ । ଅହମଦାବାଦରେ ମର୍ମନ୍ତୁଦ ବିମାନ ଦୁର୍ଘଟଣା ପରେ ବି କମ୍ପାନିର ସମସ୍ୟା ଦିନକୁ ଦିନ ଆହୁରି ବଢିଚାଲିଛି । ଏୟାର ଇଣ୍ଡିଆ ବିଭିନ୍ନ କାରଣ ଯୋଗୁଁ ମଙ୍ଗଳବାର ଦିନ ୬ଟି ଅନ୍ତର୍ଜାତୀୟ ବିମାନ ବାତିଲ କରିଛି। ଏହି କାରଣଗୁଡ଼ିକ…

ଗୋପାଳପୁର ଗଣଦୁଷ୍କର୍ମ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଗୋପାଳପୁର ଗଣଦୁଷ୍କର୍ମ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ଶାଖା ତଦନ୍ତ କରିବା ନେଇ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ଆଇଜି ଏସ.ସାଇନିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ହେବ । କହିରଖୁଛୁ ଗୋପାଳପୁର ବେଳାଭୂମିରେ…

ଇରାନ ଜି-୭ ରାଷ୍ଟ୍ରଗୁଡ଼ିକ ଇସ୍ରାଏଲର ପକ୍ଷ ନେଉଥିବା ଅଭିଯୋଗ

ଇରାନ ଜି-୭ ରାଷ୍ଟ୍ରଗୁଡ଼ିକ ଇସ୍ରାଏଲର ପକ୍ଷ ନେଉଥିବା ଅଭିଯୋଗ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକାଇ ଇସ୍ରାଏଲ-ଇରାନ ବିବାଦ ଉପରେ ଜି-୭ ମିଳିତ ବିବୃତ୍ତିକୁ ସମାଲୋଚନା କରି କହିଛନ୍ତି ଯେ ଏହା ଇସ୍ରାଏଲର ସ୍ପଷ୍ଟ ଆକ୍ରମଣ, ପରମାଣୁ ସ୍ଥାନ ଉପରେ ବେଆଇନ ଆକ୍ରମଣ…

ରଥଯାତ୍ରାର ବ୍ରାଣ୍ଡ୍‌ ଭାଲ୍ୟୁ ଖୁବ୍‌ଶୀଘ୍ର ୨୦୦ କୋଟି ଟଙ୍କା ଟପିବ

ବିଶ୍ବ ପ୍ରସିଦ୍ଧ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ଦେଖିବା ଲାଗି ସାରା ବିଶ୍ବରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି। ସେହି ବିପୁଳ ଜନସମାଗମର ସୁଯୋଗ ନେଇ ନିଜ ବ୍ରାଣ୍ଡ୍‌କୁ ଲୋକଙ୍କ ନିକଟତର କରିବାକୁ କମ୍ପାନିଗୁଡ଼ିକ ଜୋରଦାର ଉଦ୍ୟମ କରୁଛନ୍ତି। ଗତବର୍ଷ ତୁଳନାରେ ଚଳିତ…

ଇସ୍ରାଏଲ ଉପରେ ପରମାଣୁ ବୋମା ପକାଇବ ପାକିସ୍ତାନ

ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ଇରାନର ଜଣେ ବରିଷ୍ଠ ସେନା ଅଧିକାରୀ ଇସ୍ରାଏଲକୁ ପରମାଣୁ ଅସ୍ତ୍ରର ଧମକ ଦେଇଛନ୍ତି। ଇରାନର ସେନା ଅଧିକାରୀ ମୋହସେନ ରେଜାଏ କହିଛନ୍ତି ଯେ ଇସ୍ରାଏଲ ଯଦି ଆମ ଉପରେ ପରମାଣୁ ବୋମା ପକାଏ ତେବେ ଆମ ପକ୍ଷରୁ ପାକିସ୍ତାନ ଏହାର ପ୍ରତି ଜବାବ ଦେବ।…

ଜୁନ ୨୦ରୁ ଖୋଲିବ ସମସ୍ତ ବିଦ୍ୟାଳୟ

ରାଜ୍ୟରେ ଆସନ୍ତା ୨୦ରୁ ଖୋଲିବ ସମସ୍ତ ବିଦ୍ୟାଳୟ । ୧୮ ବଦଳରେ ୨୦ରେ ସ୍କୁଲ ଖୋଲିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ । ବିଦ୍ୟାଳୟ ଖୋଲିବା ପୂର୍ବରୁ ସ୍ବଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ପାନୀୟ ଜଳ ଉପରେ ଗୁରୁତ୍ବ ଦିଆଯାଇଛି। ବିଦ୍ୟାଳୟ ଖୋଲିବାର…

21 ପର୍ଯ୍ୟନ୍ତ ବର୍ଷା

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମି ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ବଜ୍ରପାତ ଯୋଗୁଁ ସୋମବାର ଗୁଣୁପୁରର ଗୁଡ଼ାରୀ ପୌରାଞ୍ଚଳରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ଅପରାହ୍ଣ ୫.୩୦ ସୁଦ୍ଧା…

ଆଜି ପର୍ଯ୍ୟଟକଙ୍କ ପାଇଁଁ ବନ୍ଦ ରହିବ ନନ୍ଦନକାନନ

ଆଜି ମଙ୍ଗଳବାର ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଭିଦ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁଁ ବନ୍ଦ ରହିବ ବୋଲି ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି। ସୂଚନା ଥାଉକି, ଏଥର ଶେଷରଜ ସୋମବାର ପଡିଥିଲା। ନନ୍ଦନକାନନ ସୋମବାର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହୁଥ‌ିବାବେଳେ ଚଳିତ…