Browsing Tag

#metro tv

ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କ ପାଇଁ କରାଗଲା ‘ଆଇ ଲଭ ଦାରିଙ୍ଗବାଡ଼ି’ ଉଲ୍ଲେଖ ଥିବା ଏକ ସେଲ୍ଫି ପଏଣ୍ଟ

ସେପ୍ଟେମ୍ବରଠାରୁ ପର୍ଯ୍ୟଟକଙ୍କ ଦାରିଙ୍ଗବାଡ଼ି ଆଗମନ ହେବ। ଏଥିପାଇଁ ପର୍ଯ୍ୟଟକମାନେ ବିଭିନ୍ନ ହୋଟେଲ, ଲଜ, କଟେଜ, ରିସର୍ଟ ଆଦି ବୁକିଂ ଆରମ୍ଭ କଲେଣି। ଦାରିଙ୍ଗବାଡ଼ି ବୁଲି ଆସିବାକୁ ପର୍ଯ୍ୟଟକ ଯେତିକି ବ୍ୟାକୁଳ ଏବେ ତାହା ଠାରୁ ଅଧିକ ଦାରିଙ୍ଗବାଡ଼ିର ଜନସାଧାରଣ ଓ ପ୍ରଶାସନ। ପ୍ରକାଶ…

ଭାରତ ନିଜର ସ୍ବତନ୍ତ୍ର ବିଦେଶ ନୀତି ନିରୂପଣ କରି କାର୍ଯ୍ୟକାରୀ କରିବା ଉଚିତ – ଆମେରିକା ଅର୍ଥନୀତିଜ୍ଞ

ପାକିସ୍ତାକୁ ଧରି ଭାରତ ପଛରେ ପଡ଼ିଛି ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ‌କେହି ବି ପସନ୍ଦ କରୁନଥିଲେ ମଧ୍ୟ ତାଙ୍କ କୁଟନୀତି ତାଙ୍କ ଦେଶ ବ୍ୟତୀତ ଅନ୍ୟ ଦେଶକଗୁଡ଼ିକ ଉପରେ ବି ପଡୁଛି। ଏପେଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୱାସିଂଟନ ଡିସିରେ ସବୁଠାରୁ ବଡ଼…

ଚିକେନ୍ ଖାଉଥିଲେ ସାବଧାନ, ବାର୍ଡ ଫ୍ଲୁ ଭୂତାଣୁର ମ୍ୟୁଟେସନ୍ ମଣିଷ ପାଇଁ ବିପଦ

ଚିକେନ୍ ଖାଉଥିଲେ ସାବଧାନ । ବାର୍ଡ ଫ୍ଲୁ ଭୂତାଣୁର ମ୍ୟୁଟେସନ୍ ମଣିଷ ପାଇଁ ବିପଦ । ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଆଇଏସ୍‌ସିର ଗବେଷଣାରୁ ଏହା ଜଣାପଡ଼ିଛି । ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଏଚ୍୫ଏନ୍୧ ,ବାର୍ଡ ଫ୍ଲୁ ଭୂତାଣୁ ନିର୍ଦ୍ଦିଷ୍ଟ ମ୍ୟୁଟେସନ୍ କାରଣରୁ ମଣିଷ ପାଇଁ…

ଆଇସିସି ଦିନିକିଆ ମାନ୍ୟତାରେ ୪ଜଣ ଭାରତୀୟ କ୍ରିକେଟର୍ ସାମିଲ

ଆଇସିସି ଦିନିକିଆ ମାନ୍ୟତାରେ ୪ଜଣ ଭାରତୀୟ କ୍ରିକେଟର୍ ସାମିଲ ହୋଇଛନ୍ତି। ଅବସର ଚର୍ଚ୍ଚା ଭିତରେ ଅଧିନାୟକ ରୋହିତ ଶର୍ମା ଦ୍ବିତୀୟ ସ୍ଥାନକୁ ଉଠିବା ଉଲ୍ଲେଖନୀୟ ରହିଛି। ୨୦୨୫ ଆଇପିଏଲ୍ ଋତୁ ଶେଷ ହେବା ପରଠାରୁ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ ଖେଳି ନଥିଲେ ମଧ୍ୟ ୩୮ବର୍ଷୀୟ ରୋହିତ…

ସରିଲା ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ

ସରିଲା 'କ୍ରିକେଟର ଭଗବାନ' କୁହାଯାଉଥିବା ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ। ୨୫ ବର୍ଷୀୟ ଅର୍ଜୁନଙ୍କ ନିର୍ବନ୍ଧ ସାନିଆ ଚନ୍ଦୋକଙ୍କ ସହିତ ଶେଷ ହୋଇଛି। ଦୁହେଁ ବୁଧବାର ନିର୍ବନ୍ଧ କରିଥିବା ଜଣାଯାଇଛି।  ସାନିଆ ହେଉଛନ୍ତି ପ୍ରସିଦ୍ଧ…

ଜିଓ ଉପଭୋକ୍ତାମାନେ ଏଶିକି ମାଗଣା ନେଟଫ୍ଲିକ୍ସ ସବସ୍କ୍ରିପସନ୍ ସୁବିଧା ପାଇବେ

ରିଲାଏନ୍ସ ଜିଓ ତାର ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଏକ ଭଲ ଅଫର ଆଣିଛି। ଏବେ ଜିଓର କିଛି ମନୋନୀତ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ସହିତ ଉପଭୋକ୍ତାମାନେ ମାଗଣା ନେଟଫ୍ଲିକ୍ସ ସବସ୍କ୍ରିପସନ୍ ମଧ୍ୟ ପାଇବେ। ଏହା ସହିତ, ଉପଭୋକ୍ତାମାନଙ୍କୁ ପୃଥକ ନେଟଫ୍ଲିକ୍ସ ସବସ୍କ୍ରିପସନ୍ ନେବାକୁ ପଡ଼ିବ…

ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଭାରତ-ଆମେରିକା ମଧ୍ୟରେ ଲାଗି ରହିଛି ତିକ୍ତତା । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରି ପାରନ୍ତି ବୋଲି ସୂଚନା ମିଳିଛି । ଆସନ୍ତା ମାସରେ ମୋଦୀ ଆମେରିକା ଗସ୍ତ କରି ପାରନ୍ତି । ପ୍ରଧାନମନ୍ତ୍ରୀଙ୍କ…

ସରିଲା କ୍ୟାବିନେଟ୍‌ ବୈଠକ,୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର

ସରିଲା କ୍ୟାବିନେଟ୍‌ ବୈଠକ , ହେଲା ବଡ଼ ଘୋଷଣା । ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ସରିଲା ବୈଠକ । ଛଅଟି ବିଭାଗର ୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର । ସମବାୟ ବିଭାଗର ହେବ ମଡେଲ ମଣ୍ଡି । ପ୍ରଥମ ପ୍ରର୍ଯ୍ୟାୟରେ ୩୦୦ କୋଟି ବ୍ୟୟରେ ୩୮ଟି ମଣ୍ଡି ହେବ ।…

ୟୁଟ୍ୟୁବର ଅରମାନ ମାଲିକ ଏବଂ ତାଙ୍କ ଦୁଇ ପତ୍ନୀ ପାୟଲ ଓ କୃତିକା ସମନ ଜାରି କଲେ କୋର୍ଟ

ସଲମାନ ଖାନଙ୍କ ରିଆଲିଟି ସୋ’ 'ବିଗ୍ ବସ୍ ଓଟିଟି ୩'ରେ ନଜର ଆସିଥିବା ୟୁଟ୍ୟୁବର ଅରମାନ ମାଲିକ ଏବଂ ତାଙ୍କ ଦୁଇ ପତ୍ନୀ ପାୟଲ ଓ କୃତିକା ସୋସିଆଲ ମିଡିଆରେ ସେମାନଙ୍କ ଜୀବନଶୈଳୀକୁ ନେଇ ବେଶ ଚର୍ଚ୍ଚାର ଅଛନ୍ତି। ସମ୍ପ୍ରତି ଅରମାନ ମାଲିକ, ପାୟଲ ଓ କୃତିକାଙ୍କୁ ପଟିଆଲା…

ରାଜ୍ୟର ମୁଦ୍ରାସ୍ଫୀତି ହାର ବିଯୁକ୍ତ ସ୍ତରକୁ ହ୍ରାସ ପାଇଛି

ଦରଦାମ୍‌ ସ୍ଥିତିରେ ବ୍ୟାପକ ସୁଧାର ଘଟିଛି। ଗତ ଜୁଲାଇରେ ରାଜ୍ୟରେ ବିଭିନ୍ନ ଜିନିଷର ଦର ବଢ଼ିବା ପରିବର୍ତ୍ତେ କମ୍ ହୋଇଛି। ତାହାର ପ୍ରତିଫଳନ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରେ ଦେଖିବାକୁ ମିଳିଛି। ଅନେକ ଦିନ ପରେ ପ୍ରଥମ ଥର ପାଇଁ ରାଜ୍ୟର ମୁଦ୍ରାସ୍ଫୀତି ହାର ବିଯୁକ୍ତ ସ୍ତରକୁ ହ୍ରାସ ପାଇଛି।…