Browsing Tag

#metro tv

ଆମେ କାହାର ପକ୍ଷ ନୁହେଁ, କାହାର ବିପକ୍ଷ ନୁହେଁ , ଆମେ ସମସ୍ତଙ୍କ ସମକକ୍ଷ

ଭୋଟ୍ ଚୋରି ପ୍ରସଙ୍ଗକୁ ନେଇ ଶେଷରେ ପ୍ରେସମିଟ୍ କରି ସ୍ପଷ୍ଟୀକରଣ ରଖିଛନ୍ତି ନିର୍ବାଚନ ଆୟୋଗ । ବିହାରରେ କରାଯାଇଥିବା ଏସଆଇଆରକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଇବା ପରେ ଏହାର ଜବାବ ରଖିଛନ୍ତି ନିର୍ବାଚନ ଆୟୋଗ । ସ୍ପଷ୍ଟ ଭାବେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର କହିଛନ୍ତି…

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ

ପୂର୍ବତନ କ୍ରିକେଟ୍ କିଂବଦନ୍ତି ତଥା ଅଷ୍ଟ୍ରେଲିଆ କ୍ରିକେଟ୍‌ର ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି ବବ୍ ସିମ୍ପସନଙ୍କର ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ୧୯୫୭ରୁ ୧୯୭୮ ମଧ୍ୟରେ ୬୨ ଟେଷ୍ଟ୍ ଖେଳି ୪୮୬୯ ରନ୍ କରିବା ସହ ୭୧ ୱିକେଟ୍ କରାୟତ୍ତ କରିଥିଲେ ସେ। ମାତ୍ର ୧୬ବର୍ଷ…

ଟ୍ରାଫିକ ଜାମରୁ ମୁକ୍ତି ପାଇବ ଦିଲ୍ଲୀ-ଏନସିଆର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦେଶକୁ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାୟ ୧୧,୦୦୦କୋଟି ଟଙ୍କା ମୂଲ୍ୟର ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପ ସମାପ୍ତ ହେବା ପରେ ଦିଲ୍ଲୀ-ଏନସିଆର ଟ୍ରାଫିକ ଜାମରୁ ମୁକ୍ତି ପାଇବ।…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତରଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୁଳସ୍ଥ ସମୁଦ୍ର ମଧ୍ୟରେ ରବିବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା…

ଆଜିର ରାଶିଫଳ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ବୁଦ୍ଧି, ବିଚାର ଓ ବ୍ୟବସାୟର କାରକ ବୋଲି ମାନ୍ୟତା ରହିଛି । ବୁଧଦେବ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ୩୦ ଅଗଷ୍ଟରେ ବୁଧ ସିଂହ ରାଶିରେ ଚଳନ କରିବେ । ଜାଣନ୍ତୁ ଏହି ଚଳନ କାରଣରୁ କେଉଁ କେଉଁ ରାଶି…

୧୮ ଓ ୧୯ ରେ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରେରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଫଳରେ ଲଘୁଚାପ ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ଲାଗି ରହିଛି ବର୍ଷା। ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବା…

ନଡ଼ିଆ ତେଲରେ ଲୁଚି ରହିଛି ଯୁବା ଦିଶିବା ରାଜ

ତ୍ବଚା ପାଇଁ ଆଜିକାଲିକା ସମୟରେ ଲୋକେ ହଜାର ହଜାର ଟଙ୍କା ବ୍ୟୟ କରୁଛନ୍ତି। ତା ସତ୍ତ୍ବେ ବି ଅଧିକାଂଶ ଜିନିଷର କୌଣସି ଫଳାଫଳ ମିଳୁନାହିଁ। ତ୍ବଚାରେ କୌଣସି ବି ପରିବର୍ତ୍ତନ ଦେଖିବାକୁ ମିଳିନଥାଏ। ହେଲେ ଏମିତି ଏକ ସାଧାରଣ ଜିନିଷ ଅଛି, ଯାହା ତ୍ବଚା ପାଇଁ ଖୁବ୍‌ ଭଲ।…

୧୨ଟି ନୂଆ ଏନ୍‌ଏସି ପାଇଁ ଡ୍ରାଫ୍ଟ ନୋଟିସ୍‌ ଜାରି

ରାଜ୍ୟ ସରକାର ଏନ୍‌ଏସି ସଂଖ୍ୟା ବୃଦ୍ଧି କରିବା ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି। ଏଥି ପାଇଁ ୧୨ଟି ନୂଆ ଏନ୍‌ଏସି ପାଇଁ ଡ୍ରାଫ୍ଟ ନୋଟିସ୍‌ ଜାରି କରିଛନ୍ତି। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ନୋଟିସରେ ଅନୁଗୁଳଜିଲ୍ଲା ପାଳଲହଡ଼ା, ସୁବର୍ଣ୍ଣପୁର ଜିଲ୍ଲା…

ରିଲିଜ୍ ହେବାର ତିନି ସପ୍ତାହ ପରେ ମଧ୍ୟ ବକ୍ସ ଅଫିସରେ ଧମାଲ କରୁଛି ‘ମହାବତାର ନରସିଂହ’

ଆନିମେଟେଡ୍ ଫିଲ୍ମ 'ମହାବତାର ନରସିଂହ' ରିଲିଜ୍ ହେବାର ତିନି ସପ୍ତାହ ବିତିଗଲାଣି। କିନ୍ତୁ ଫିଲ୍ମଟି ଏବେ ବି ବକ୍ସ ଅଫିସରେ ଧମାକା କରୁଛି। ଫିଲ୍ମର ରୋଜଗାର ଏବେ ୨୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଚତୁର୍ଥ ଶୁକ୍ରବାର ଫିଲ୍ମର ଆୟ 'ସୈୟାରା'କୁ ପଛରେ ପକାଇ ଦେଇଛି।…

୨ଟି ସ୍ଲାବରେ ହେବ ଜିଏସଟି

ସ୍ବାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଲାଲକିଲ୍ଲା ଅଭିଭାଷଣରେ ଜିଏସଟି ବ୍ୟବସ୍ଥାର ସରଳୀକରଣ ବିଷୟରେ ଘୋଷଣା କରିଥିଲେ । ଆସନ୍ତା ଦୀପାବଳି ଅବସରରେ ଏହି ନୂଆ ସ୍ଲାବ ଲାଗୁ ହେବ ବୋଲି ସେ କହିଥିଲେ ।  ସୂଚନା ଅନୁସାରେ ଜିଏସଟିକୁ ୨ଟି ସ୍ଲାବ ବିଶିଷ୍ଟ କରାଯିବ । ଗୋଟିଏ ହେଉଛି…