ପ୍ରକାଶ ପାଇଛି ଏନଆଇଆରଏଫ୍ ରାକିଂ , ଟପ୍-୧୦୦ରେ ଓଡ଼ିଶାର କୌଣସି ବି କଲେଜ ସାମିଲ ହୋଇପାରିନି
କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନଆଇଆରଏଫ୍ ରାକିଂ ପ୍ରକାଶ ପାଇଛି । ତାଲିକାରେ ମହାବିଦ୍ୟାଳୟ ଶ୍ରେଣୀରେ ଟପ୍-୧୦୦ରେ ଓଡ଼ିଶାର କୌଣସି ବି କଲେଜ ସାମିଲ ହୋଇପାରିନି । ତେବେ ସାମଗ୍ରୀକ ପ୍ରତିଷ୍ଠାନ ତାଲିକାର ୨୫ ତମ ସ୍ଥାନରେ ସୋଆ ସ୍ଥାନ ପାଇଥିବାବେଳେ ୨୭ରେ କିଟ୍ ରହିଛି । ୩୪ ତମ…