Browsing Tag

#metro tv

ବିଶ୍ଵ ଟେଷ୍ଟ ଚମ୍ପିଆନ ହୋଇଛି ଦକ୍ଷିଣ ଆଫ୍ରିକା

ବିଶ୍ଵ ଟେଷ୍ଟ ଚମ୍ପିଆନ ହୋଇଛି ଦକ୍ଷିଣ ଆଫ୍ରିକା। ବିଶ୍ଵ ଟେଷ୍ଟ ଚମ୍ପିଆନଶିପ(ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୫ ଉଇକେଟରେ ହରାଇ ଏହି ଆଇସିସି ଟ୍ରଫି ହାସଲ କରିଛି। ଦୀର୍ଘ ୨୭ ବର୍ଷ ପରେ ଦଳ ଡବ୍ଲ୍ୟୁଟିସି ଜିତି ଇତିହାସ ରଚିଛି। ଦଳର ଏହି ବିଜୟ ପଛରେ ଏଡେନ…

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ଅଭିନେତ୍ରୀ ଦୀପିକା କକ୍କର

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ଅଭିନେତ୍ରୀ ଦୀପିକା କକ୍କର। ଦୀପିକା ଏବେ ଦ୍ୱିତୀୟ ପର୍ଯ୍ୟାୟ ଯକୃତ କର୍କଟ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବୋଲି ସୂଚନା ଦେଇ ଏକ ଲମ୍ବା ପୋଷ୍ଟ ସେୟାର…

ସୁନା ଦାମ୍ ୧ ଲକ୍ଷ ଟଙ୍କାରୁ ଅଧିକ

ଇରାନ-ଇସ୍ରାଏଲ୍‌ ଉତ୍ତେଜନା ପ୍ରଭାବରେ ଭୁବନେଶ୍ବରରେ ସୁନା ଦାମ୍ ୧ ଲକ୍ଷ ଟଙ୍କାରୁ ଅଧିକ ହୋଇଛି। ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍‌ ପିଛା ଦାମ୍ ଦିନକରେ ୨୧୨୦ ଟଙ୍କା ବୃଦ୍ଧି ପାଇ ୧,୦୧,୪୦୦ ଟଙ୍କା ହୋଇଛି। ସେହି ସମୟରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍‌ ପିଛା ଦାମ୍ ଶୁକ୍ରବାର ୧୯୫୦…

ଆଜି ପହିଲି ରଜ ,ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ

ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ଝିଅ ମାନେ ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଟିକିଲି ପିନ୍ଧି ପରମ୍ପରା ଅନୁଯାୟୀ ପାଳନ କରିବେ ପହିଲି ରଜ । ତିନି ଦିନ ଧରି ଗାଁ ଠୁ ସହର ସବୁଠି ଜମିଥାଏ ରଜର ଆସର  । ରଜର ପ୍ରଥମ ଦିନକୁ ପହିଲି ରଜ ଦ୍ୱିତୀୟ ଦିନକୁ ରଜ…

ଜୁନ 26 ରେ ମହାସଂଯୋଗ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଖୁବ୍‌ ଶୀଘ୍ର ମିଥୁନ ରାଶିରେ ଚର୍ତୁଗ୍ରହୀ ଯୋଗ ହେବାକୁ ଯାଉଛି । ୨୬ ଜୁନ୍‌ ୨୦୨୫ରେ ସୂର୍ଯ୍ୟ, ବୁଧ, ଗୁରୁ ଓ ଚନ୍ଦ୍ରମା ଏକାଠି ହୋଇ ଚର୍ତୁଗ୍ରହୀ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହାକୁ ଅତ୍ୟନ୍ତ ଶୁଭ ସଂଯୋଗ ବୋଲି କୁହାଯାଏ । ଜାଣନ୍ତୁ ଏହି ଯୋଗ ଫଳରେ କେଉଁ…

ବିମାନ ଦୁର୍ଘଟଣାରେ ଏକମାତ୍ର ଯାତ୍ରୀ ଭାବେ ବର୍ତ୍ତିଯାଇଛନ୍ତି ବିଶ୍ବାସ କୁମାର ରମେଶଙ୍କୁ ଭେଟିଲେ ମୋଦୀ

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏକମାତ୍ର ଯାତ୍ରୀ ଭାବେ ବର୍ତ୍ତିଯାଇଛନ୍ତି ବିଶ୍ବାସ କୁମାର ରମେଶ । ଏତେ ଭୟଙ୍କର ଦୁର୍ଘଟଣା, ଯେଉଁଥିରେ ଜଣେ ବି ବଞ୍ଚିନାହାନ୍ତି । ସେଠାରେ ରମେଶଙ୍କ ବଞ୍ଚିଯିବା କୌଣସି ଚମତ୍କାରଠୁ କମ୍ ନୁହେଁ । ବିମାନରୁ ଡେଇଁବାରୁ ବଞ୍ଚିଯାଇଛି ଏକମାତ୍ର ଜୀବନ । ରମେଶ…

ରାଜ୍ୟ ସରକାର ଗୃହରକ୍ଷୀମାନଙ୍କୁ ରଜ ଭେଟି ଦେଇଛନ୍ତି, ଗୃହରକ୍ଷୀମାନଙ୍କ ପାଇଁ ଭତ୍ତା ବୃଦ୍ଧି

ରାଜ୍ୟ ସରକାର ଗୃହରକ୍ଷୀମାନଙ୍କୁ ରଜ ଭେଟି ଦେଇଛନ୍ତି। ଗୃହରକ୍ଷୀମାନଙ୍କ ପାଇଁ ଭତ୍ତା ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ଅନୁସାରେ ଦୈନିକ ଡ୍ୟୁଟି କଲ୍‌-ଅପ୍‌ ଭତ୍ତା ବୃଦ୍ଧି ହୋଇଛି। ଡ୍ୟୁଟି କଲ୍‌-ଅପ୍‌ ଭତ୍ତା ୬୧୨ରୁ…

ମୋଦୀଙ୍କୁ ଫୋନ କଲେ ନେତାନ୍ୟାହୁ

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବର୍ଦ୍ଧିତ ଉତ୍ତେଜନାକୁ ନେଇ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ଯେ ନେତାନ୍ୟାହୁ ତାଙ୍କୁ ଇରାନ ସହିତ ବର୍ତ୍ତମାନର ପରିସ୍ଥିତି ବିଷୟରେ ତାଙ୍କୁ ଅବଗତ…

ଦୀର୍ଘ ୩୬ ଘଣ୍ଟା ପରେ ଭଦ୍ରକ ଜିଲ୍ଲାର ଇଣ୍ଟରନେଟ ସେବା ଲୋକମାନଙ୍କ ପାଇଁ ଉପଲବ୍ଧ

ଦୀର୍ଘ ୩୬ ଘଣ୍ଟା ପରେ ଭଦ୍ରକ ଜିଲ୍ଲାର ଇଣ୍ଟରନେଟ ସେବା ଲୋକମାନଙ୍କ ପାଇଁ ଉପଲବ୍ଧ ହୋଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ପରେ ଇଣ୍ଟରନେଟ ସେବା ପୁଣି ଥରେ ପୂର୍ବଭଳି ସ୍ବାଭାବିକ ହୋଇଛି। ଜିଲ୍ଲାପାଳ…

ରଥ ନିର୍ମାଣର ୪୩ତମ ଦିବସରେ ତିନି ରଥରେ ଚଉଦ ନାହାକା ବୁଲିଛି

ରଥ ନିର୍ମାଣର ୪୩ତମ ଦିବସରେ ତିନି ରଥରେ ଚଉଦ ନାହାକା ବୁଲିଛି। ତିନି ରଥର ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ସହଯୋଗୀ ମହାରଣା ଏବଂ ଭୋଇସେବକମାନେ ମିଶି ତିନି ରଥରେ ଚଉଦ ନାହାକା ବୁଲାଇଥିଲେ। ପ୍ରଥମ ଭୂଇଁ ଛ’ କାଠିରେ ପାଖୁଡ଼ା ସଂଯୋଗ ହୋଇ ପ୍ରଥମ ଭୂଇଁ ବା ମୂଳ ଭୂଇଁ ଫ୍ରେମ ପଡ଼ିଛି। ରଥ…