ଚଳିତ ଶିକ୍ଷାବର୍ଷ ନିମନ୍ତେ ଆରମ୍ଭ ହେଲାଣି ପାଠପଢା , ହେଲେ ସରୁନି ନାମଲେଖା
ଚଳିତ ଶିକ୍ଷାବର୍ଷ ନିମନ୍ତେ ପାଠପଢ଼ା ଆରମ୍ଭ ହୋଇସାରିଲାଣି;କିନ୍ତୁ ଶିକ୍ଷା ଗ୍ରହଣରୁ ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି। କାରଣ ଏବେ ବି ରାଜ୍ୟରେ ସ୍ନାତକ ଏବଂ ସ୍ନାତକୋତ୍ତରରେ ନାମଲେଖା ପ୍ରକ୍ରିୟା ଶେଷ ହୋଇନାହିଁ। ଆହୁରି ୪୦ ପ୍ରତିଶତରୁ ଅଧିକ ସିଟ୍…