Browsing Tag

#metro tv

କେରଳ ହେଲା “କେରଳମ୍‌”

ଆଜି କେନ୍ଦ୍ର କ୍ୟାବିନେଟ କେରଳର ନାମ ପରିବର୍ତ୍ତନ କରି “କେରଳମ୍‌” କରିବାକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ଭାଷା ଭିତ୍ତିରେ ରାଜ୍ୟ ସୃଷ୍ଟି ହେବା ପରଠାରୁ କେରଳର ନାମକରଣ “କେରଳମ୍‌” କରାଯିବାକୁ ଦାବି ହୋଇଆସୁଛି। କେନ୍ଦ୍ର କ୍ୟାବିନେଟ ଏହି ଦାବିକୁ…

ଦେଶରେ ମୋଟ ଷ୍ଟୋନ ସମସ୍ୟା ମାମଲା ମଧ୍ୟରୁ ସତୁରି ପ୍ରତିଶତ ଉତ୍ତର ଏବଂ ପଶ୍ଚିମ ଭାରତରରେ ସାମ୍ନାକୁ ଆସିଛି

ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଷ୍ଟୋନକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ । କିନ୍ତୁ ଏହି ଛୋଟ ସମସ୍ୟା ହୃଦରୋଗ, କ୍ରନିକ ବୃକକ୍ ରୋଗ ଏବଂ କିଡନୀ ଫେଲ୍ୟୁଅର ମଧ୍ୟ ହୋଇପାରେ । ଏହି ସମସ୍ୟାର ଯନ୍ତ୍ରଣା ଅସହ୍ୟ । ଆଜିକାଲି ୨୦ ରୁ ୪୦ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ ଷ୍ଟୋନର ଅନେକ ମାମଲା…

ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ଜିଲାରେ ବର୍ଷା ସହିତ ଘଡ଼ଘଡ଼ି, ବିଜୁଳି ହେବା ନେଇ ୟେଲୋ ଓ୍ବାର୍ନିଂ ଜାରି

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏଥିସହ ଗାଙ୍ଗେୟ ପଶ୍ଚିମବଙ୍ଗରୁ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶକୁ ଏକ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ଓଡ଼ିଶା ଦେଇ ଗତି କରୁଛି। ଏହା ପ୍ରଭାବରେ ସୋମବାର ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ…

ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା ଖାତା ଦେଖା ,ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨ ତାରିଖ ସୁଦ୍ଧା…

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଶେଷ ହୋଇଛି। ଏଥିରେ କେହି ପରୀକ୍ଷାର୍ଥୀ କପି ଅଭିଯୋଗରେ ବୁକ୍ ବା ଏମ୍ପି ହୋଇନଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ଓଡ଼ିଆ, ଇଂରାଜୀ ଓ ହିନ୍ଦୀ, ସଂସ୍କୃତ ବିଷୟ ପରୀକ୍ଷା ଶେଷ ହେବା ପରେ ଏହି ତିନୋଟି ବିଷୟର ଉତ୍ତର ଖାତା ମଙ୍ଗଳବାରଠୁ…

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ 12 ଘଣ୍ଟିଆ ନୟାଗଡ ବନ୍ଦ ଡାକରା

ନୟାଗଡ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ନୟାଗଡ ବନ୍ଦ ଡାକରା ଦିଆଯାଇଛି । ଜୟ ନୟାଗଡ ଫାଉଣ୍ଡେସନ ତରଫରୁ ଦିଆଯାଇଥିବା ଡାକରାରେ କେବଳ ଦୋକାନବଜାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦୃଷ୍ଟିରୁ ଗାଡି ଚଳାଚଳ ଚାଲୁ ରହିବ ।ନୟାଗଡ…

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଘର ନିର୍ମାଣ ପାଇଁ ଏକ ଅନୁକୂଳ ସମୟ । ଆପଣ କିଛି ବ୍ୟବସାୟିକ ପ୍ରୟାସରେ ସଫଳତା ପାଇବେ । ଆପଣ ଆପଣଙ୍କ ବ୍ୟବସାୟକୁ ବିସ୍ତାର କରିବା ପାଇଁ ନୂତନ ଯୋଜନା କରିବେ । ଆପଣ ଆପଣଙ୍କ ସନ୍ତାନର ଉନ୍ନତିରେ ଖୁସି ହେବେ । ବୃଷ: ଆପଣ ଆପଣଙ୍କର ଧାର୍ମିକ କାର୍ଯ୍ୟକଳାପକୁ ବିସ୍ତାର କରିବେ ।…

ରାଜ୍ୟରେ ସକ୍ରିୟ ଅଛନ୍ତି ୪୦ ମାଓବାଦୀ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଜ୍ୟରେ ସକ୍ରିୟ ଅଛନ୍ତି ୪୦ ମାଓବାଦୀ । କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଏବଂ ବରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ କାର୍ଯ୍ୟ କରୁଛନ୍ତି ଏହି ମାଓବାଦୀ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…

ସୁନା ମୂଲ୍ୟ ବୃଦ୍ଧିର କାରଣ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଦେଶର ବଜାରରେ ସୁନା ଦର ଲଗାତାର ବଢିବଢି ଚାଲିଛି, ଫଳରେ ଏହା ସାଧାରଣ ଲୋକଙ୍କ ପହଞ୍ଚର ବାହାରକୁ ଯାଇସାରିଲାଣି। ସୁନା ରୂପା ଦର ଏପରି ବୃଦ୍ଧି ହେବା ନା କେବଳ ସାଧାରଣ ଲୋକ ସରକାରଙ୍କୁ ମଧ୍ୟ ଏବେ ଚିନ୍ତାରେ ପକାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳ ସହିତ…

ଦ୍ବିତୀୟ ମେରିଟ୍ ଲିଷ୍ଟ ବାହାର କରିବା ଦାବିରେ ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ

ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ । ଦ୍ବିତୀୟ ମେରିଟ୍ ଲିଷ୍ଟ ବାହାର କରିବା ସହ ବଳକା ପଦବୀ ପୂରଣ କରିବାକୁ ଦାବି କରୁଛନ୍ତି ଆଶାୟୀ । ୨୦୨୩ ରେ ରାଜ୍ୟ ସରକାରଙ୍କ ପକ୍ଷରୁ, ୨ ହଜାର କନିଷ୍ଠ ଶିକ୍ଷକ ପଦ ପାଇଁ ବାହାରିଥିଲା ନୋଟିଫିକେସନ । ପୂରଣ ହେଲା ପ୍ରାୟ ୧୩ ଶହ ପଦବୀ । ବଳି ପଡିଗଲେ ୬…

ଭାରତୀୟ ନାଗରିକମାନଙ୍କୁ ଯେକୌଣସି ପରିସ୍ଥିତିରେ ତୁରନ୍ତ ଇରାନ ଛାଡିବାକୁ ଅନୁରୋଧ କରିଛି ଭାରତୀୟ ଦୂତାବାସ

ତେହେରାନରେ ଥିବା ଭାରତୀୟ ଦୂତାବାସ ଏହାର ନାଗରିକମାନଙ୍କୁ ଯେକୌଣସି ପରିସ୍ଥିତିରେ ତୁରନ୍ତ ଇରାନ ଛାଡିବାକୁ ଅନୁରୋଧ କରିଛି। ଭାରତୀୟ ଦୂତାବାସ ଏ ସମ୍ପର୍କରେ ଏକ ପରାମର୍ଶ ଜାରି କରିଛି। ଆଜି ଯେକୌଣସି ପରିସ୍ଥିତିରେ ଇରାନ ଛାଡିବାକୁ ଅନୁରୋଧ କରିଛି। ଭାରତର ଏହି ପରାମର୍ଶ ପରେ, ଇରାନ ଉପରେ…