ସର୍ବାଧିକ ପୋଷକ ତତ୍ତ୍ବରେ ଭରପୂର ଅଖରୋଟ
ଆଜିକାଲି ଫୁଡ୍ ଟ୍ରେଣ୍ଡରେ ଅଛି ଡ୍ରାଏ ଫ୍ରୁଟ୍ସ । ଏହାକୁ ରାତିରେ ଭିଜାଇ ସକାଳେ ଖାଲି ପେଟରେ ଖାଇବାର ତରିକା ଅନେକ ଆପଣାଇବାରେ ଲାଗିଲେଣି । କାରଣ ବିଭିନ୍ନ ଡ୍ରାଏ ଫ୍ରୁଟ୍ସ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହ ଶରୀରରେ ଭରପୂର ଏନର୍ଜି ଦେଇଥାଏ । ଦିନ ସାରା ଫୂର୍ତ୍ତି ଅନୁଭବ…