ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
ଯଦି ଆପଣଙ୍କର ଚାରି ଚକିଆ ଯାନ ଅଛି । ତେବେ ଆଉ ସୁଭଦ୍ରା ଟଙ୍କା ମିଳିବନି । ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ବିଷୟରେ ତ ଆପଣ ଜାଣିଥିବେ । ଏହି ସ୍କିମରେ ସରକାର ମହିଳାମାନଙ୍କୁ ସଶକ୍ତ କରିବାକୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେଉଛନ୍ତି । ହେଲେ ଏବେ କିନ୍ତୁ ସେହି ସୁଭଦ୍ରା…