Browsing Tag

#metro tv

କିଶୋରୀମାନଙ୍କୁ ସର୍ଭାଇକାଲ୍ କ୍ୟାନ୍ସର ସୁରକ୍ଷିତ ରଖିବା ପାଇଁ ହ୍ୟୁମାନ ପାପିଲୋମା ଭାଇରସ ଟିକାକରଣ କାର୍ଯ୍ୟକ୍ରମ…

ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ଐତିହାସିକ ତଥା ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । କିଶୋରୀମାନଙ୍କୁ ସର୍ଭାଇକାଲ୍ କ୍ୟାନ୍ସର ବା ଗର୍ଭାଶୟ ମୁଖ କର୍କଟରୁ ସୁରକ୍ଷିତ ରଖିବା ପାଇଁ ଖୁବଶୀଘ୍ର ସାରା ଭାରତରେ HPV ବା ହ୍ୟୁମାନ ପାପିଲୋମା ଭାଇରସ…

ଆଜି ଭାରତରେ Infinix Note Edge 50 ସ୍ମାର୍ଟଫୋନର ପ୍ରଥମ ଅନଲାଇନ୍ ସେଲ୍ ଆରମ୍ଭ

ଆଜି ଭାରତରେ ଏକ ଦମଦାର୍ ସ୍ମାର୍ଟଫୋନର ପ୍ରଥମ ଅନଲାଇନ୍ ସେଲ୍ ଆରମ୍ଭ ହୋଇଛି । ଏହି ସ୍ମାର୍ଟଫୋରେ ରହିଛି ବଢ଼ିଆ ଫିଚର୍ସ । ଏହାକୁ ହାତରେ ଧରିଲେ ବହୁତ୍ ସ୍ଲିମ୍ ଲାଗିଥାଏ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଦମଦାର୍ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ । ୧୮ ଫେବୃଆରୀ ୨୦୨୬ରେ ଲଞ୍ଚ…

ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ମୁମ୍ବାଇ ବଙ୍ଗଳା “ଆବୋଡ୍”କୁ ଜବତ କରିଛି ପ୍ରବର୍ତ୍ତନ…

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ମୁମ୍ବାଇ ବଙ୍ଗଳା "ଆବୋଡ୍"କୁ ଜବତ କରିଛି। ପିଟିଆଇ ଅନୁଯାୟୀ, ଏହାର ମୂଲ୍ୟ ପ୍ରାୟ ₹୩,୭୧୬ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ…

ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ୨୩ ଜିଲାରେ ବର୍ଷା ସମ୍ଭାବନା

୨୩ ଜିଲାରେ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ଆଗାମୀ ଚବିଶ ଘଣ୍ଟା ମଧ୍ୟରେ କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଅନୁଗୁଳ,…

ଟ୍ବେଣ୍ଟି୨୦ ବିଶ୍ବକପ୍‌ : ପ୍ରଥମ ଦଳ ଭାବେ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଇଂଲଣ୍ଡ

ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ପ୍ରଥମ ଦଳ ଭାବେ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଇଂଲଣ୍ଡ। ଗୋଟିଏ ମ୍ୟାଚ୍‌ ବାକିଥାଇ ପୂର୍ବତନ ଚମ୍ପିଆନ୍‌ ଇଂଲଣ୍ଡ ଏହି କୃତିତ୍ବ ହାସଲ କରିଛି। ମଙ୍ଗଳବାର ସୁପର ୮ଗ୍ରୁପ୍-୨ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ହ୍ୟାରୀ ବ୍ରୁକ୍‌ ଏକା ଦଳକୁ ୨…

ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁଁ ଯଦି ହସ୍ତକ୍ଷେପ କରିନଥାନ୍ତି, ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଜୀବନ…

ଭାରତ-ପାକିସ୍ତାନ ଉତ୍ତେଜନା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି । ବୁଧବାର ଟ୍ରମ୍ପ କହିଛନ୍ତି ଯେ ଯଦି ସେ ହସ୍ତକ୍ଷେପ କରିନଥାନ୍ତେ, ତେବେ ୩୦ ନିୟୁତରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା । ଷ୍ଟେଟ୍ ଅଫ୍ ଦି ୟୁନିଅନ୍ ଅଭିଭାଷଣରେ ଭାରତ ଏବଂ ପାକିସ୍ତାନ…

ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ପିଏମ ମୋଦୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ତେଲ ଅଭିଭ ପହଞ୍ଚିଛନ୍ତି। ଏଠାରେ ବିମାନ ବନ୍ଦରରେ ତାଙ୍କର ଭବ୍ୟ ସ୍ଵାଗତ କରାଯାଇଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଓ ତାଙ୍କ ପତ୍ନୀ ସାରା ବିମାନ ବନ୍ଦରରେ ପିଏମ ମୋଦୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା…

ସୋସିଆଲ୍ ମିଡିଆରେ ହଇଚଇ ମଚାଇଛି କୁନି ମାଙ୍କଡ଼ ପଞ୍ଚ୍ , ୟୁଜର ଏହି ମାଙ୍କଡ଼ର ଜୀବନୀ ସହିତ ନିଜକୁ ତୁଳନା କରୁଛନ୍ତି

ଇଣ୍ଟରନେଟର ଦୁନିଆରେ ଯଦି କୌଣସି ଭିଡିଓ ୟୁଜର୍ସଙ୍କୁ ଭଲ ଲାଗିଗଲା ତା’ହେଲେ ତାହା ଭାଇରାଲ ତାଲିକାରେ ସାମିଲ ହେବାଟା ଥୟ । ଯେମିତିକି କିଛି ଦିନ ତଳେ ଏକ ପେଙ୍ଗୁଇନର ଭିଡିଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏବେ ଠିକ୍ ସେମିତି ଏକ କୁନି ମାଙ୍କଡ଼ ସୋସିଆଲ୍ ମିଡିଆରେ ହଇଚଇ ମଚାଇଛି । ୟୁଜର…

ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ,୪କୋଟିରୁ ଅଧିକ ଟଙ୍କା ଜବତ

କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଜବତ ହୋଇଛି ୪କୋଟିରୁ ଅଧିକ ଟଙ୍କା । ଭୁବନେଶ୍ୱର ସ୍ଥିତ ଫ୍ଲାଟରୁ ୪କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ବେଳେ ଏହା ଭିଜିଲାନ୍ସ ଇତିହାସରେ ସର୍ବାଧିକ ନଗଦ ବୋଲି କୁହାଯାଉଛି । ଗତକାଲି ରାତିରେ ଜଣେ…

ଆସନ୍ତୁ ଜାଣିବା କାହିଁକି କେବଳ ଖଜରା ବା ଖଜୁରି ଖାଇ ରୋଜା ଭଙ୍ଗ କରାଯାଏ ?

ମୁସଲମାନ ସମ୍ପ୍ରଦାୟର ପବିତ୍ର ରମଜାନ ମାସ ୧୯ ତାରିଖରୁ ଆରମ୍ଭ ହୋଇଯାଇଛି। ଏହି ମାସରେ ପ୍ରତ୍ୟେକ ରୋଜା ବା ଉପବାସ ରଖନ୍ତି ପ୍ରତ୍ୟେକ ମୁସଲମାନ। ରମଜାନ୍ ମାସରେ ସଂଯମ ରକ୍ଷା କରି କ ଆଲାହଙ୍କ ପାଖରେ ମନ ନିବେଶ କରିବା ଉପରେ ଗୁରୁତ୍ୱ ଦିଆଯାଇଥାଏ। ପ୍ରତ୍ୟେକ ଦିନ ରୋଜା ଆରମ୍ଭ ହୁଏ ସହରି ବା…