Browsing Tag

#metro tv

ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର

ରାଜ୍ୟ ରାଜନୀତିରେ ଅପ୍ରତ୍ୟାଶିତ ଘଟଣା। ବିଜେଡି ପାର୍ଟିରୁ ଆସିଛି ବଡ଼ ଖବର। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଗୁରୁବାର ଦଳରୁ ଦୁଇ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି। ଦଳ ସଭାପତି ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର ସସପେଣ୍ଡ…

ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ…

କୋଲକାତାରI-PAC କାର୍ଯ୍ୟାଳୟରେ  ହୋଇଥିବା ଚଢାଉ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି ଏବଂ ଏହି ଲଢ଼େଇ ଏବେ ED ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଲଢ଼େଇରେ ପରିଣତ ହୋଇଛି। ଏଥିରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାର ଅର୍ଥାତ୍ ମମତା ବାନାର୍ଜୀଙ୍କ ସରକାର ଏବଂ କୋଲକୋତା ପୋଲିସକୁ ଏକ ବଡ଼…

୨୩ ଜାନୁଆରୀରେ ଭାରତରେ ଲଞ୍ଚ ହେବାକୁ ଯାଉଛି Motrola Signature, ଜାଣନ୍ତୁ କଣ ରହିଛି ଏହାର ଫିଚର୍ସ

Motrola Signature ଏହି ମାସ ଆରମ୍ଭରେ କନ୍ଜ୍ୟୁମର ଇଲୋକ୍ଟ୍ରୋନିକ୍ ଶୋରେ ଉନ୍ମୋଚନ କରାଯାଇଛି । ଯାହା କମ୍ପାନୀର ନୂଆ ଲାଇନଅପର ପ୍ରଥମ ଫୋନ୍ । ଏହାରି ମଧ୍ୟରେ ଏକ ଇ-କମର୍ସ ପ୍ଲାଟଫର୍ମରେ ଏହି ହ୍ୟାଣ୍ଡସେଟ୍ ପାଇଁ ଡେଡିକେଟେଡ ମାଇକ୍ରୋସାଇଟ ଲାଇଭ କରାଯାଇଛି । ଯାହା ଦେଶରେ ଖୁବ୍ ଶୀଘ୍ର…

ଓଡ଼ିଶାକୁ ଏଯାଏଁ ବ୍ୟାପିନି ନିପା ଭାଇରସ, ତେଣୁ ଓଡ଼ିଶା ଭୟ କରିବା ଦରକାର ନାହିଁ – ନୀଳକଣ୍ଠ ମିଶ୍ର

ପଶ୍ଚିମବଙ୍ଗରେ ନିପା ଭାଇରସର ଆତଙ୍କ ପରେ ଓଡ଼ିଶାରେ ଭୟ ବଢ଼ିବାରେ ଲାଗିଛି । ୨ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ଘଟଣାରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି । ଓଡ଼ିଶାକୁ ଏଯାଏଁ ବ୍ୟାପିନି ତେଣୁ ଭୟ କର ନାହିଁ । କେନ୍ଦ୍ର ଏ ଯାଏଁ ନିର୍ଦ୍ଦେଶନାମା ଜାରି କରିନି…

ଏୟାରସ୍ପେସ ବନ୍ଦ କଲା ଇରାନ

ଇରାନରେ ଚାଲିଥିବା ଅଶାନ୍ତି ଏବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ପ୍ରଭାବିତ କରୁଛି। ଇରାନର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନ କମ୍ପାନୀଗୁଡ଼ିକ ସେମାନଙ୍କର ରୁଟ ସଜାଡୁଛନ୍ତି। ଗୁରୁବାର ଏୟାର ଇଣ୍ଡିଆ ଯାତ୍ରୀମାନଙ୍କ ପାଇଁ ଏକ ଯାତ୍ରା ପରାମର୍ଶ ଜାରି କରିଛି। ବିମାନ କମ୍ପାନୀ…

ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କୁ ମହଙ୍ଗା ପଡିପାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ,ରଫ ପାଇଁ ଖୋଜୁଛି ପୁଲିସ

ଗିରଫ ହୋଇ ପାରନ୍ତି ନିଶା ମହାରଣା । ଅଶ୍ଳୀଳ ନୃତ୍ୟ ପ୍ରଦଶଶନ ପାଇଁ ଗିରଫ କରିପାରେ ବଲାଙ୍ଗୀର ଜିଲ୍ଲା ପୁଲିସ । ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କୁ ମହଙ୍ଗା ପଡିପାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ । ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ପାଇଁ ନିଶାଙ୍କୁ ଗିରଫ ପାଇଁ ଖୋଜୁଛି ପୁଲିସ । ଖବର…

ଆଜି ଦେଶ ପାଳୁଛି 78ତମ ଭାରତୀୟ ସେନା ଦିବସ, ସେନା ଅଛି ବୋଲି ଆମେ ଅଛୁ

ଦେଶ ମାତୃକା ପାଇଁ ତାଙ୍କ ବଳିଦାନକୁ କେହି କେବେ ଭୁଲି ପାରିବେନି ।  ସୀମାରେ ଶତ୍ରୁକୁ ଦେଖାନ୍ତି ସେମାନେ ନାଲି ଆଖି । ଛାତିରେ ଗୁଳି ଖାଇ ଆମକୁ ଛାତ ଭଳି ଦିଅନ୍ତି ସୁରକ୍ଷା ।  ସେନା ଅଛି ବୋଲି ସୀମା ପାର କରିପାରନ୍ତି ନାହିଁ ଶତ୍ରୁ ।  ସେନା ଅଛି ବୋଲି ଆମେ ଅଛୁ ।  ସେମାନେ ନୀଡର,…

ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ସ୍ୱାଭାବିକ ଭାବରେ ଚାଲିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ମଙ୍ଗଳ ଆଳତି ପରେ ବର୍ତ୍ତମାନ ଚାଲିଛି ଧାଡ଼ି ଦର୍ଶନ । ମଙ୍ଗଳବାର ରାତିରୁ ଉପବାସରେ ଥିଲେ ଦେବଦେବ । ଆହୁରି ବି ବୁଧବାର ମକର ସଂକ୍ରାନ୍ତି ନୀତି ବି ହୋଇପାରିନଥିଲା । ତେବେ ଦୀର୍ଘଘଣ୍ଟା ପରେ ନୀତିକାନ୍ତି ସ୍ୱାଭାବିକ ହୋଇଛି ।…

ରାଜ‌କୋଟ ଦିନିକିଆକୁ ୭ ୱିକେଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

ରାଜ‌କୋଟ ଦିନିକିଆକୁ ନ୍ୟୁଜିଲାଣ୍ଡ ୭ ୱିକେଟ୍‌ରେ ଜିତି ନେଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ୧-୧ ସ୍ତରକୁ ଚାଲି ଆସିଛି। ସେଥିପାଇଁ ମଧ୍ୟ ଇନ୍ଦୋରରେ ୧୮ ତାରିଖ ଦିନ ଖେଳଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ ଶୃଙ୍ଖଳା ନିର୍ଣ୍ଣାୟକ ପାଲଟି ଯାଇଛି। ସେହିଭଳି କେଏଲ୍‌ ରାହୁଲଙ୍କ…

ସାରା ରାଜ୍ୟରେ ଥଣ୍ଡାର ପ୍ରକୋପ ଜାରି,ଆଜି ୧୧ଟି ଜିଲ୍ଲାକୁ ଶୀତ ଲହରି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ସାରା ରାଜ୍ୟରେ ଥଣ୍ଡାର ପ୍ରକୋବ ଜାରି ରହିଛି । ରାଜ୍ୟର ସର୍ବନିମ୍ନ ପାରଦ ସ୍ତର ପୁଣି ତଳକୁ ଖସିଛି। ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଏପଟେ ପାଣିପାଗ ବିଭାଗର ଆକଳନ ଆହୁରି ଦୁଇ ଦିନ ଯାଏଁ ଶୀତ ଲହରରି ନିସ୍ତାର ମିଳିବ ନାହିଁ । ରାଜଧାନୀ ଭୁବନେଶ୍ଵର ଓ କଟକର ରାତି…