ମହିଳା କ୍ରିକେଟ୍ ବିଶ୍ବକପ୍ – ସେମିଫାଇନାଲରେ ଅଷ୍ଟ୍ରେଲିଆ
ଅଧିନାୟିକା ଆଲିସା ହିଲି (୧୧୩*)ଙ୍କ ଧମାକାଦାର ଶତକ ବଳରେ ଚଳିତ ଏକଦିବସୀୟ ମହିଳା କ୍ରିକେଟ୍ ବିଶ୍ବକପ୍ର ଗୁରୁବାର ଖେଳାଯାଇଥିବା ସପ୍ତଦଶ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୧୦ ୱିକେଟ୍ରେ ଏକତରଫା ଭାବେ ବାଂଲାଦେଶକୁ ପରାସ୍ତ କରିଛି। ତା’ ସହିତ ପଞ୍ଚମ ମ୍ୟାଚ୍ରୁ ଚତୁର୍ଥ ବିଜୟ ସହ ମୋଟ ୯…