Browsing Tag

#india

ପ୍ରକାଶ ପାଇଲା ଚୁଡାନ୍ତ ପ୍ରାର୍ଥୀ ତାଲିକା

ମେଟ୍ରୋ ଟିଭି ଓଡିଶା,୨୬/୧ : ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା । ରାଜ୍ୟର ୮୫୩ଟି ଜିଲ୍ଲା ପରିଷଦ ଜୋନରେ ୩ ହଜାର ୪୧୮ ଜଣ ଲଢ଼େଇ ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଚିହ୍ନ ଧରି ପ୍ରଚାରକୁ ଓହ୍ଲାଇଲେ ପ୍ରାର୍ଥୀ । ରାତାରାତି ଛକ ବଜାରରେ ଲାଗିଯାଇଛି ଚିହ୍ନ ସହ ପ୍ରାର୍ଥୀଙ୍କ

ଏଥର ୧୨୮ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିବ ଭାରତ

ମେଟ୍ରୋ ଟିଭି ଓଡିଶା,୨୬/୧ : ଘୋଷଣା ହେଇଛି ପଦ୍ମ ସମ୍ମାନ । ଏଥର ଦେଶ ମୋଟ୍ ୧୨୮ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିବ। ସେମାନଙ୍କ ଭିତରୁ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମଭୂଷଣ ଓ ୧୦୭ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ସୂଚନା ଅନୁସାରେ,କଳା

ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଘୋଷଣା:ପଦ୍ମ ଭୂଷଣକୁ ନା

ମେଟ୍ରୋ ଟିଭି ଓଡିଶା,୨୬/୧ : ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏହି ତାଲିକାରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ନାମ ସାମିଲ ହୋଇଥିବା ବେଳେ ସେ କିନ୍ତୁ ଏହି ପୁରସ୍କାରକୁ

ବାଲୁକା କଳା ମାଧ୍ୟମରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା

ମେଟ୍ରୋ ଟିଭି ଓଡିଶା,୨୬/୧ : ବାଲୁକାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା । ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସେ ବାଲୁକା କଳାରେ ଇଣ୍ଡିଆ ଗେଟର ନିର୍ମାଣ କରିଛନ୍ତି । ଇଣ୍ଡିଆ

ଆଜି ସାରା ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ

ମେଟ୍ରୋ ଟିଭି ଓଡିଶା,୨୬/୧ : ଆଜି ସାରା ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ସବୁ ଆଡେ ଦେଶମାତୃକାର ଜୟ ଗାନ କରାଯାଉଛି । ଏହାସହ ରାଜ୍ୟ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ବୀର ବାଦ୍ୟରେ କମ୍ପିଉଠିଲା ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗ। ରାଜ୍ୟପାଳ ପ୍ରଫେସର

ସେୟାର ମାର୍କେଟ୍‌ରେ ହ୍ରାସ ପାଇଛି ୧୫୪୫ ପଏଣ୍ଟ ସେନ୍‌ସେକ୍ସ

ମେଟ୍ରୋ ଟିଭି ଓଡିଶା,୨୫/୧ : କରୋନା ଯୋଗୁ ସେୟାର ମାର୍କେଟ୍‌ର ସ୍ଥିତି ଖରାପ । ଏହି ସପ୍ତାହରେ ସବୁଠାରୁ ବଡ ହ୍ରାସ ଦେଖିବାକୁ ମିଳିଛି । ଉଭୟ ସେନ୍ସେକ୍ସ ଏବଂ ନିଫ୍ଟିରେ ପାଖାପାଖି ୨.୫ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ସେନ୍ସେକ୍ସ ୧୫୪୫.୬୭ ଅଙ୍କ ଖସି ୫୭,୪୯୧.୫୧ରେ ବନ୍ଦ ରହିଛି ।

୨୦୨୨ ଫେବୃଆରୀ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା

ମେଟ୍ରୋ ଟିଭି ଓଡିଶା,୨୫/୧ : ୨୦୨୨ର ଫେବୃଆରୀ ମାସରେ ୧୨ଦିନ ବନ୍ଦ ରହିବ ବ୍ୟାଙ୍କ ସେବା । ଏଥିସହ ଆରବିଆଇ ଫେବୃଆରୀ ମାସ ପାଇଁ ବ୍ୟାଙ୍କର ଛୁଟି ତାଲିକା ଜାରି କରିଛି। ତେବେ ଏହି ଛୁଟି ତାଲିକାରେ ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ସହ ରବିବାର ଛୁଟି ମଧ୍ୟ ସାମିଲ୍। ଫେବୃଆରୀ ମାସରେ ବସନ୍ତ

ବିଶ୍ୱରେ କୋଟିପତିଙ୍କ ୧୧ତମ ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନୀ

ମେଟ୍ରୋ ଟିଭି ଓଡିଶା,୨୫/୧ : କରୋନାର ପ୍ରଭାବରେ ବହୁ କୋଟିପତିଙ୍କ ସମ୍ପତ୍ତି ହ୍ରାସ ପାଇଛି । ଦୁନିଆର ୧୦ ଆରବପତିଙ୍କ ମଧ୍ୟରୁ ୯ ଜଣଙ୍କ ସମ୍ପତ୍ତିରେ ଚଳିତ ବର୍ଷ ୧୩୫ ଆରବ ଡଲାରରୁ ଅଧିକ ହ୍ରାସ ହୋଇଛି । କେବଳ ୱାରେନ୍ ବଫେଟ୍ ଏକ ମାତ୍ର ଧନୀ ବ୍ୟକ୍ତି ଯାହାଙ୍କର ସମ୍ପତ୍ତିରେ ୧.୩୮

ରାସ୍ତା ପାଶ୍ୱର୍ରେ ଚିତ୍ର ଆଙ୍କି ଭାଇରାଲ ହେଲେ ବ୍ୟକ୍ତି

ମେଟ୍ରୋ ଟିଭି ଓଡିଶା,୨୫/୧ : ଦୁନିଆରେ ପ୍ରତିଭାବାନ ଲୋକଙ୍କର ଅଭାବ ନାହିଁ। କିଛି ସାଧାରଣ ଲୋକ ମଧ୍ୟ ଅସାଧାରଣ କାମ କରିଥାନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ପ୍ରତିଦିନ ଆମେ ସେମିତି କିଛି ଲୋକଙ୍କୁ ଭେଟୁ। ଆଜିକାଲି ଏଭଳି ଜଣେ ଦକ୍ଷ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

ଆମେରିକା ଯୁଦ୍ଧ ବିମାନ ଦୁର୍ଘଟଣା ଗସ୍ତ ,୭ଆହତ

ମେଟ୍ରୋ ଟିଭି ଓଡିଶା,୨୫/୧ : ଆମେରିକା ନୌସେନା ୠ-୩୫ଉ ଜାହଜ ଦୁର୍ଘଟଣାରେ ୭ଜଣ ନୌଚାଳକ ଆହତ ହୋଇଛନ୍ତି। ସୋମବାର ଦକ୍ଷିଣ ଚୀନ୍ ସାଗରରେ ଏହି ଦୁର୍ଘଟଣା ହୋଇଛି। ଟଝଝ କାର୍ଲ ଭିନ୍ସନ୍ ଦକ୍ଷିଣ ଚୀନ୍ ସାଗରରେ ରୁଟିନ୍ ଫ୍ଲାଇଟ୍ ଅପରେସନ୍ କରୁଥିବାବେଳେ ଏହି ଘଟଣା ଘଟିଛି। ସୂଚନା