ଭଗବାନଙ୍କ ନାଁରେ ବିବାଦୀୟ ବୟାନ ଦେଇ ବିବାଦ ଘେରରେ ଶ୍ୱେତା ତିୱାରି
ମେଟ୍ରୋ ଟିଭି ଓଡିଶା,୨୮/୧ : ଅଭିନେତ୍ରୀ ଶ୍ୱେତା ତିୱାରି ଯିଏ ଏବେ ବିବାଦରେ । ଖାଲି ବିବାଦରେ ନୁହେଁ ଚାରିଆଡୁ ଟ୍ରୋଲ ହେବାରେ ଲାଗିଛନ୍ତି ଶ୍ୱେତା । କାରଣ ସେ ଏମିତି କିଛି କହିଦେଇଛନ୍ତି ଯାହାକୁ ନେଇ ସବୁ ମହଲରେ ନିନ୍ଦା କରାଯାଉଛି । ୱେବସିରିଜ ପ୍ରମୋସନରେ ଯାଇ ଶ୍ୱେତା ଫସିଛନ୍ତି ।!-->…