୭ ଦିନରେ ପ୍ରଦୂଷଣ ସାର୍ଟିଫିକେଟ୍ କରିଥିଲେ ୧୦ ହଜାର ଜରିମାନା ଛାଡ଼ କରାଯିବ
ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ ଗାଡ଼ି ଉପରେ ସିଧାସଳଖ ୧୦ ହଜାର ଜରିମାନା। ଗୋଟେ ଟୋଲ୍ ଗେଟ୍ ଦେଇ ଜଣେ ବ୍ୟକ୍ତି ଯେତେ ଥର ଗାଡ଼ି ନେଇ ଯିବେ ସେତେଥର ଗାଡ଼ି ଉପରେ ୧୦ ହଜାର ଲେଖାଏଁ ଜରିମାନା କରାଯାଉଥିଲା। ପରିବହନ ବିଭାଗର ଏଭଳି ତୋଗଲକି ନିଷ୍ପତ୍ତିରେ ରୁଦ୍ଧି ହୋଇ ଯାଇଥିଲେ ସାଧାରଣ…