Browsing Tag

#india

ରଥ ଟାଣିଲେ ମୁଖ୍ୟମନ୍ତ୍ରୀ

ମେଟ୍ରୋ ଟିଭି ଓଡିଶା (୧.୭.୨୦୨୨) ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଉଛି ଶ୍ରୀକ୍ଷେତ୍ର। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେଉଛି ଭକ୍ତ ଓ ଭଗବାନଙ୍କ ମିଳନ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପହଞ୍ଚି ରଥଯାତ୍ରା ଦେଖିବା ସହ ରଥ ମଧ୍ୟ

ବଡ଼ ଭାଇ ପଛେପଛେ ଯାଉଛନ୍ତି ସାନ ଭଉଣୀ

ମେଟ୍ରୋ ଟିଭି ଓଡିଶା (୧.୭.୨୦୨୨) ବଡ଼ ଦାଣ୍ଡରେ ଗଡ଼ିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ରଥରେ ସୁଭଦ୍ରାଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ଭକ୍ତଙ୍କ ଗହଣରେ ଦର୍ପଦଳନ ଗଡ଼ିଛି । ଗଜପତି ମହାରାଜା ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା । ପରେ ପରେ

ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ

ମେଟ୍ରୋ ଟିଭି ଓଡିଶା (୧.୭.୨୦୨୨) ବଡ଼ ଦାଣ୍ଡରେ ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ରଥରେ ବଡ଼ ଠାକୁରଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ଭକ୍ତଙ୍କ ଗହଣରେ ଗଡ଼ିଛି ତାଳଧ୍ୱଜ । ପ୍ରଥମେ ଗଜପତି ମହାରାଜା ତାଳଧ୍ୱଜ ରଥରେ ଛେରାପହଁରା କରିଥିଲେ । ପରେ ରଥରେ ଚାରମାଳ

ତୃତୀୟ ଥର ସମ୍ଭାଳିବେ ମହାରାଷ୍ଟ୍ର ଗାଦି : ଦେବେନ୍ଦ୍ର

ମେଟ୍ରୋ ଟିଭି ଓଡିଶା (୩୦.୬.୨୦୨୨) ବିଜେପି ନେତା ଦେବେନ୍ଦ୍ର ଫଡଣବିସ୍ ଆଜି ସନ୍ଧ୍ୟା ୭ଟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ତାଙ୍କ ସହିତ ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ପାରନ୍ତି। ପୂର୍ବରୁ ଚର୍ଚ୍ଚା ଚାଲିଥିଲା ଯେ ଜୁଲାଇ ୧ରେ ଫଡଣବିସ ମୁଖ୍ୟମନ୍ତ୍ରୀ