Browsing Tag

#india

ପ୍ରାକୃତିକ କୃଷି ସମ୍ମେଳନରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

ଆଜାଦି କେ ଅମ୍ରିତ ମହୋତ୍ସବ ଅନ୍ତର୍ଗତ ମାର୍ଚ୍ଚ, ୨୦୨୨ରେ ଗୁଜୁରାଟ ପଞ୍ଚାୟତ ମହାସମ୍ମେଳନରେ ବକ୍ତବ୍ୟ ପ୍ରଦାନ ଅବସରରେ ପ୍ରତି ଗାଁରୁ ଅତିକମରେ ୭୫ ଚାଷୀ ପ୍ରାକୃତିକ ଚାଷ ଆପଣାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଅର୍ଥନୀତିଜ୍ଞ ନିକୋଲାସ ଷ୍ଟର୍ନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ଅର୍ଥନୀତି ପ୍ରଫେସର ଲର୍ଡ ନିକୋଲାସ ଷ୍ଟର୍ନଙ୍କୁ ଭେଟିଛନ୍ତି । ଉଭୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଲର୍ଡ ନିକୋଲାସ ଷ୍ଟର୍ନଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି; “ଲର୍ଡ

ଦ୍ବିତୀୟ ଟ୍ବେଣ୍ଟି-୨୦କୁ ୪୯ ରନ୍‌ରେ ଜିତିଲା ଭାରତ

ଦ୍ବିତୀୟ ଟ୍ବେଣ୍ଟି-୨୦କୁ ୪୯ ରନ୍‌ରେ ଜିତି ନେଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ନୂଆ ଯୋଡ଼ି ଅଧିନାୟକ ରୋହିତ ଶର୍ମା (୩୧) ଓ ଋଷଭ ପନ୍ତ (୨୬)ଙ୍କୁ ନେଇ ପାଳି ଆରମ୍ଭ କରିଥିଲା। ଉଭୟ

ରଥ ଉପରେ ଶ୍ରୀଜିଉଙ୍କ ମନଲୋଭା ‘ସୁନାବେଶ

ଶ୍ରୀଜିଉମାନେ ୯ ଦିନିଆ ରଥଯାତ୍ରା ଶେଷ କରି ବାହୁଡ଼ି ଆସିଛନ୍ତି ମହାପ୍ରଭୁ । ଲକ୍ଷାଧିକ ଭକ୍ତମାନେ ତିନି ରଥକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ୱାର ସମ୍ମୁଖକୁ ଆଣିଛନ୍ତି । ରଥଯାତ୍ରା ଭଳି ବାହୁଡ଼ାରେ ମଧ୍ୟ ନୀତିକାନ୍ତି ସଅଳ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ରଥ ଉପରେ

ପ୍ରତିବାଦକାରୀଙ୍କ ଭୟରେ ବାସଭବନରୁ ଖସି ପଳାଇଥିବା ରାଷ୍ଟ୍ରପତି

ଶ୍ରୀଲଙ୍କାରେ ରାଜନୀତି ଏଭଳି ଅବସ୍ଥାରେ ଆସି ପହଁଚିଛି ଯେତେବେଳେ ରାଷ୍ଟ୍ରପତିଙ୍କୁ ଲୁଚିବାକୁ ପଡୁଛି । ସରକାରଙ୍କ ଉପରେ ଲୋକେ ଏତେ ଅତିଷ୍ଟ ହୋଇପଡିଛନ୍ତି ଯେ ରାଜରାସ୍ତାକୁ ଆସି ପ୍ରତିବାଦ କରୁଛନ୍ତି । ରାଜ୍ୟରେ ଦରଦାମ କମିବାର ନା ଧରୁଥିବାରୁ ବେଳେ ନିଯୁକ୍ତି ନାହିଁ । ସରକାର ଦରମା

ମାସ୍କ ନପିନ୍ଧିଲେ 500ଟଙ୍କା ଫାଇନ: ରେଡ୍ ଜୋନରେ ରାଜ୍ୟର 3 ଟି ସହର

ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ୫ ଶହ ଟପିଛି । ଦିନକୁ ଦିନ କରେନା ସଂକ୍ରମଣ ବଢ଼ୁଥିବାରୁ ଲୋକମାନଙ୍କୁ ଭୁବନେଶ୍ବରରେ ମାସ୍କ ପିନ୍ଧିବା ପାଇ କୁହାଯାଇଛି । ଯେଉଁମାନେ ମାସ୍କ ପିନ୍ଧୁନାହାଁନ୍ତି ସେମାନଙ୍କୁ 500 ଟଙ୍କା ଫାଇନ ଲାଗିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି । ଏବେ