Browsing Tag

#india

ନାମାଙ୍କନ ଭରିଲେ ମାର୍ଗାରେଟ୍ ଆଲଭା

ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭା ନାମାଙ୍କନ ଦାଖଲ କରିଛନ୍ତି । କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ, ଏନସିପି ମୁଖ୍ୟ ଶରଦ ପାୱାର, ମଲ୍ଲିକାର୍ଜୁନ ଖାର୍ଗେ ଏବଂ ବିରୋଧୀ ଦଳର ବହୁ ନେତା ଉପସ୍ଥିତ ଥିଲେ । ଗତକାଲି

ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍ ପରେ ଘାଇଲା ହେଲେ ବିରୋଧୀ

ଭାରତୀୟ ରାଜନୀତିରେ ନିର୍ବାଚନକୁ ନେଇ ଅନେକ ସମୟରେ ସରକାରୀ ବିରୋଧୀଙ୍କ ମଦ୍ୟରେ ପ୍ରତିଦ୍ବନ୍ଦ୍ବିତା ଲାଗିଥାଏ । ସରକାରୀ ଦଳ ବିରୋଧୀଙ୍କୁ ହରାଇବା ପାଇଁ ରଣନୀତି କରିଥାନ୍ତି । ବିରୋଧୀମାନେ ସମଭାବାପନ୍ନ ଦଳମାନଙ୍କୁ ନେଇ ଶାସକ ଦଳକୁ ମୁକାବିଲା କରିବା ପାଇଁ ଏକଜୁଟ ହୋଇଥାନ୍ତି । ହେଲେ

ମୌସୁମୀ ଅଧିବେସନ ଆରମ୍ଭ

ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ସରକାର ୩୨ଟି ବିଲ୍ ତାଲିକାଭୁକ୍ତ କରିଛନ୍ତି, ସେଥିମଧ୍ୟରୁ ୨୪ ଟି ନୂତନ ବିଲ୍ ରହିଛି। ପ୍ରଥମ ଦିନରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ୟୁଏଇର ରାଷ୍ଟ୍ରପତି ଶେଖ ଖଲିଫା ବିନ୍

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଧନଖଡ଼

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଧିବଦ୍ଧ ଭାବେ ଧନଖଡ଼ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ।

ସଂସଦ ଭବନରେ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ

ଆଜି ଭାରତର ୧୬ଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍‌ ଦାନ କେନ୍ଦ୍ରରେ ପହଞ୍ଚି ପ୍ରଥମେ ଭୋଟ୍‌ ଦେଇଛନ୍ତି। ତା’ପରେ ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ପହଞ୍ଚି ଭୋଟ୍‌ ଦେଇଥିଲେ।ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ

୫ ଓ୍ବିକେଟରେ ଇଂଲଣ୍ଡକୁ ହରାଇ ସିରିଜ୍‌ ଜିତିଲା ଭାରତ

୫ ଓ୍ବିକେଟରେ ଇଂଲଣ୍ଡକୁ ହରାଇ ସିରିଜ୍‌ ଜିତିଛି ଭାରତ। ପନ୍ତଙ୍କ ଦମଦାର ଶତକ ବଳରେ ସିରିଜକୁ ୨-୧ରେ ଜିତି ନେଇଛି ରୋହିତ ବାହିନୀ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୫.୫ ଓଭରରେ ୨୫୯ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଅଧିନାୟକ ଜୋସ୍ ବଟଲର ୬୦ ରନ କରିଥିବା ବେଳେ ଜାସନ ରୟ ୪୧ ରନ

ଦ୍ରୌପଦୀ ମୁର୍ମୁଙ୍କୁ ଟାର୍ଗେଟ କଲେ ତେଜସ୍ୱୀ ଯାଦବ

ଆରଜେଡି ନେତା ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦ୍ରୌପଦୀ ମୁର୍ମୁଙ୍କୁ କଟାକ୍ଷ କରିଥିବାରୁ ତାଙ୍କୁ ଏବେ ଟ୍ରୋଲ କରୁଛନ୍ତି ୟୁଜର । ତେଜସ୍ୱୀ କହିଛନ୍ତି କି ଦେଶକୁ ଜଣେ ବିଜ୍ଞ ରାଷ୍ଟ୍ରପତିଙ୍କର ଆବଶ୍ୟକତା ରହିଛି ହେଲେ ରାଷ୍ଟ୍ରପତି ଭବନରେ ମୂର୍ତ୍ତିର ଆବଶ୍ୟକତା

ସୋମବାରଠୁ ସଂସଦରେ ମୌସୁମୀ ଅଧିବେଶନ

ସୋମବାରଠାରୁ ସଂସଦର ମୈାସୁମୀ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ହେବ । ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ଏହି ବୈଠକରେ ଅଧିବେଶନ କିପରି ଶାନ୍ତି ଶୃଙ୍ଖଳାରେ ଚାଲିବ ସେ ନେଇ ଆଲୋଚନା ହୋଇଥିଲା । ଶାସକଦଳ

ଟିକାକରଣରେ ଭାରତର ରେକର୍ଡ

ଟିକାକରଣରେ ଭାରତର ରେକର୍ଡ କରିଛି । ଭାରତ ବିଶ୍ବରେ ସର୍ବାଧିକ ଟିକା ଦେଇଥିବା ଦେଶ ହୋଇଛି । 2 ବିଲିୟନ COVID-19 ଟୀକାକରଣର ମାଇଲଖୁଣ୍ଟ ଅତିକ୍ରମ କରିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ୨୦୦ କୋଟିରୁ ଅଧିକ ଡୋଜ ଟିକା ଦିଆ ସରିଲାଣି । ୫୪୮ ଦିନରେ ୨୦୦ କୋଟିରୁ ଅଧିକ ଦେଇ ରେକର୍ଡ କରିଛି

ସିଙ୍ଗାପୁର ଓପନ୍ସ  ଜିତିଲେ ପିଭି ସିନ୍ଧୁ 

ସିଙ୍ଗାପୁର ଓପନ ମହିଳା ସିଙ୍ଗଲ୍ସରେ ବିଜୟ ହାସଲ କରିଛନ୍ତି ସିନ୍ଧୁ । ଫାଇନାଲରେ ଚୀନ ଖେଳାଳି ୱଙ୍ଗ ଝିଙ୍କୁ ୨୧-୯, ୧୧-୨୧ ଓ ୨୧-୧୫ରେ ହରାଇଛନ୍ତି । ବର୍ଷକ ଭିତରେ ଏହା ହେଉଛି ସିନ୍ଧୁଙ୍କର ତୃତୀୟ ସଫଳତା । ପିଭି ସିନ୍ଧୁ ସିଙ୍ଗାପୁର ଓପନ୍ ସୁପର-୫୦୦ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ତଥା