Browsing Tag

#india

ପ୍ରଚାର ଆରମ୍ଭ କଲେ ପ୍ରିୟଙ୍କା

ନିର୍ବାଚନ ଲଢ଼ିବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଏଥିନିମନ୍ତେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୱାୟନାଡ ଲୋକସଭା ସିଟ୍‌ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ଦାଖଲ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା । ପ୍ରିୟଙ୍କାଙ୍କ ନାମାଙ୍କନ ଦାଖଲ…

ପୃଥିବୀର ସବୁଠାରୁ ପ୍ରଦୂଷିତ ରାଜଧାନୀ ପାଲଟିଛି ଦିଲ୍ଲୀ

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ ‘ଅତି ଖରାପ’ ସ୍ତରରୁ ‘ସାଂଘାତିକ’ ଆଡ଼କୁ ଗତି କରୁଛି। ଶୀତ ଆରମ୍ଭ ନ ହେଉଣୁ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଉଦ୍‌ବେଗଜନକ ହୋଇଥିବା ବେଳେ ଅଧିକାଂଶ ଅଂଚଳରେ ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୩୦୦ ଅତିକ୍ରମ କରିଛି। ଏଭଳି ସ୍ଥିତିରେ ଦିଲ୍ଲୀବାସୀଙ୍କ ଜୀବନ…

ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ନାଗା ଚୈତନ୍ୟ ଓ ଶୋଭିତ ଧୁଲିପାଲା

ଶୋଭିତା  ଧୁଲିପାଲ ଖୁବଶୀଘ୍ର  ସାଉଥ ସୁପରଷ୍ଟାର୍‌ ନାଗା ଚୈତନ୍ୟଙ୍କୁ କରିବେ ବିବାହ। ଏନେଇ ଅଭିନେତ୍ରୀ ନିଜେ ସୂଚନା ଦେଇଛନ୍ତି । ନାଗା ଚୈତନ୍ୟଙ୍କ ସହ ନିର୍ବନ୍ଧର ଦୁଇ ମାସ ପରେ ଏବେ ବଧୂ ସାଜିବେ ଶୋଭିତା। ଏଥିପାଇଁ ତାଙ୍କ ଘରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।ଶୋଭିତ ଧୁଲିପାଲା ନିଜ…

ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଅକ୍ଟୋବର ୨୦୨୪ରେ ୧୦୦ କୋଟିର ବିକ୍ରି କରିଛି

ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା (ପିଏମ୍‌ବିଜେପି) ଅକ୍ଟୋବର ୨୦୨୪ରେ ୧୦୦୦ କୋଟି ଟଙ୍କାର ବିକ୍ରି ସହ ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି । ଗତ ବର୍ଷ ତୁଳନାରେ ଏହା ଏକ ମହତ୍ୱପୂର୍ଣ୍ଣ ଅଭିବୃଦ୍ଧି ଏବଂ ଏହି ଲକ୍ଷ୍ୟ ୨୦୨୩ ଡିସେମ୍ବରରେ ହାସଲ କରାଯାଇଥିଲା। ଏହି ସଫଳତା ସୁଲଭ ତଥା…

ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍ଗଙ୍କୁ ସାକ୍ଷାତ୍ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଗୁରୁତ୍ୱପୂର୍ଣ୍ଣ ବିଦେଶ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କୁ ଭେଟି ଭାରତ ଓ ସିଙ୍ଗାପୁର ମଧ୍ୟରେ ବିଦ୍ୟାଳୟ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି ଏବଂ ବ୍ୟାପକ…

ଏୟାର୍‌ ଇଣ୍ଡିଆ ବିମାନ ଉଡ଼ାଇଦେବାକୁ ଧମକ ଦେଲା ଗୁରୁପତୱନ୍ତ ସିଂହ ପନ୍ନୁ

ଆମେରିକାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍‌ସ ଫର୍‌ ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ)ର ‌ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁ ଗତବର୍ଷ ଭଳି ପୁଣି ଥରେ ବିମାନ ଉଡ଼ାଇଦେବାକୁ ଧମକ ଦେଇଛି। ଦିଲ୍ଲୀ ଶିଖ୍‌ ବି‌ରୋଧୀ ଦଙ୍ଗାର ୪୦ତମ ବାର୍ଷିକୀ ଅବସରରେ ନଭେମ୍ବର ୧ ଠାରୁ ୧୯ ମଧ୍ୟରେ ଏୟାର୍‌ ଇଣ୍ଡିଆ…

ସରକାରୀ କର୍ମଚାରୀଙ୍କ 3 ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଲା । ଏହା ଜୁଲାଇ ପହିଲା ୨୦୨୪ରୁ ପିଛିଲା ଭାବରେ ଲାଗୁ ହେବ। ଏହି…

ଏନଡିଟିଭି ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରି କଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ?

ଆଜି ସକାଳେ ଏନଡିଟିଭି ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର ସ୍ୱପ୍ନକୁ ସାକାର କରିବା ଏବଂ ପ୍ରତିଶ୍ରୁତି ପୂରଣ କରିବା ପାଇଁ ତାଙ୍କ ସରକାର କାର୍ଯ୍ୟ କରୁଥିବାରୁ ବିଶ୍ରାମ କରିବା ପାଇଁ ତାଙ୍କ ନିକଟରେ ସୁଯୋଗ ନାହିଁ। ସେ ତାଙ୍କ…

ଜାମ୍ମୁ କାଶ୍ମୀରରେ ଆତଙ୍କୀଙ୍କ ଗୁଳିରେ ଜଣେ ଡାକ୍ତରଙ୍କ ସମେତ ୭ ମୃତ

ଜାମ୍ମୁ କାଶ୍ମୀର ଗନ୍ଦେରବାଲ ଆତଙ୍କୀଙ୍କ ଗୁଳିରେ ଜଣେ ଡାକ୍ତରଙ୍କ ସହ ୭ ଜଣଙ୍କର ମୃତ୍ୟୁ ହୋଇଛି। ସୋନାମାର୍ଗ ଅଞ୍ଚଳରେ ଏକ ଟନ୍ନେଲ କାର୍ଯ୍ୟ ଚାଲି ଥିବାବେଳେ ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। କାଶ୍ମୀର ଆଇଜି ପୁଲିସ ଭି.କେ…

ଜମ୍ମୁ ଓ କଶ୍ମୀରରେ ପୁଣି ଟାର୍ଗେଟ ହତ୍ୟା କଲେ ଆତଙ୍କବାଦୀ

ଜମ୍ମୁ-କଶ୍ମୀରରେ ନିର୍ବାଚନ ସରିବା ପରେ ପୁଣି ଆତଙ୍କବାଦୀ ସେମାନଙ୍କ ଉଗ୍ରରୂପ ଦେଖାଇଛନ୍ତି । ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ଆସନ ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ  ନିକଟରେ ଏକ ଗୁଳିମାରି ଦୁଇ ଶ୍ରମିକଙ୍କୁ ହତ୍ୟା କରିଛନ୍ତି । ଏହି ସନ୍ଦିଗ୍ଧ…