କାର୍ଗିଲ୍ ବିଜୟକୁ ପୂରିଲା ୨୩ ବର୍ଷ
ଆଜି କାରଗିଲ ବିଜୟ ଦିବସ । ପାକ ବିରୋଧରେ ସେନାର ବୀରତ୍ୱକୁ ମନେପକାଉଛି ସାରାଦେଶ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କାର୍ଗିଲ ଦିବସର ସ୍ମୃତିଚାରଣ କରିଛନ୍ତି । କହିଛନ୍ତି କାର୍ଗିଲ ବିଜୟ ଦୀପ ମା ’ଭାରତର ଗର୍ବ ଏବଂ ଗୈାରବର ପ୍ରତୀକ । ଏହି ଅବସରରେ ଦେଶର ସମସ୍ତ ସାହସୀ!-->…