Browsing Tag

#india

ଶ୍ରମମନ୍ତ୍ରୀ ସମ୍ମିଳନୀକୁ ଉଦ୍‌ବୋଧନ ଦେବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀମାନଙ୍କୁ ନେଇ ଆୟୋଜିତ ଜାତୀୟ ଶ୍ରମ ସମ୍ମେଳନରେ ଉଦବୋଧନ ଦେବେ । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରାଳୟଙ୍କ ଦ୍ୱାରା ଆନ୍ଧ୍ରପ୍ରଦେଶର ତିରୁପତି

ଏସିଆ କପ ପାଇଁ ରୋହିତବାହିନୀ ରେଡି

ଏସିଆ କପ୍‌ରେ ଭାରତ ତା’ର ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଆସନ୍ତା ୨୮ ତାରିଖରେ ଖେଳିବ। ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ କ୍ରିକେଟ୍ । https://twitter.com/BCCI/status/1562455671396012034 ସଂପ୍ରତି ଜାତୀୟ କ୍ରିକେଟ୍

ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି, ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ, ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ ଦେଇଛି । ତାଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ପାଇଁ ୬ ମାସ ବୃଦ୍ଧି ହୋଇଛି। ସେ ୨୦୨୩ ଫେବୃଆରୀ ୨୮ ପର୍ଯ୍ୟନ୍ତ

ମମତା ବାନାର୍ଜୀଙ୍କୁ ଦିଲୀପଙ୍କ ତୀବ୍ର ବିରୋଧ

ଗୋରୁ ଚୋରାଚାଲାଣ ମାମଲାରେ ଅନୁବ୍ରତ ମଣ୍ଡଳ ଗିରଫ ହେବା ପରେ ଏବେ ବିଜେପି ଏବଂ ଟିଏମସି ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି । ବିଜେପି ପକ୍ଷରୁ ଏହି ଘଟଣାକୁ ନେଇ ଜୋରଦାର ପ୍ରଦର୍ଶନ କରାଯାଉଛି । ତେବେ ଟିଏମସି ଏହାକୁ ନେଇ ବିଜେପିକୁ କଟାକ୍ଷ କରିବାରେ ଲାଗିଛି । ବିଜେପି ନେତା

ଆର୍‌ଜେଡି ନେତାଙ୍କ ଘରେ ସିବିଆଇ ଚଢ଼ାଉ

‘ଜମି ବଦଳରେ ରେଳବାଇରେ ଚାକିରି’ ଦୁର୍ନୀତି ଘଟଣାରେ ‘ସିବିଆଇ’ ‘ଆର୍‌ଜେଡି’ ନେତା ଅଶ୍‌ଫକ୍‌ କରିମ୍‌ ଏବଂ ସୁନୀଲ ସିଂହଙ୍କ ଘରେ ଚଢ଼ାଉ କରିଛି। ଏହାକୁ ନେଇ ବିହାରରେ ରାଜନୀତି ସରଗରମ ହୋଇଛି । ‘ଆର୍‌ଜେଡି’ ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଶାସନ ଅମଳରେ ଉପ‌ରୋକ୍ତ ଦୁର୍ନୀତି ହୋଇଥିବା

ଇଂରାଜୀ ଭାଷା ପାଇଁ ଜନତାଙ୍କ ଦକ୍ଷତା ଉପଯୋଗ ହୋଇପାରୁନାହିଁ ।

ଇଂରାଜୀ ମୋହ ଯୋଗୁଁ ଭାରତରେ ଲୋକଙ୍କ ଦକ୍ଷତା ଉପଯୋଗ ହୋଇପାରୁନାହିଁ । ଲୋକଙ୍କର ଦକ୍ଷତା ଥିଲେ ମଧ୍ୟ ମାତ୍ର ୫% ଉପଯୋଗ କରୁଛି ଭାରତ। ଭାଷା ନିର୍ବିଶେଷରେ ସମଗ୍ର ଦକ୍ଷତାକୁ ଉପଯୋଗ କରାଗଲେ ଆନ୍ତର୍ଜାତିକସ୍ତରରେ ଦେଶ ଆହୁରି ପରିଚୟ ସୃଷ୍ଟି କରିପାରିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ

ରାହୁଲ ଦ୍ରାବିଡ କରୋନା ଆକ୍ରାନ୍ତ

ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ସଂପର୍କରେ ବିସିସିଆଇ ସଚିବ ଜୟ ଶାହା ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହା ଫଳରେ ଏସିଆ କପ ପାଇଁ ଭାରତୀୟ ଦଳ ସହିତ ତାଙ୍କର ୟୁଏଇ ଗସ୍ତ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି ।ଏସିଆ କପ ପାଇଁ ଭାରତୀୟ ଦଳ

ରାଜ୍‌ ଠାକରେ ନୂପୁର ଶର୍ମାଙ୍କୁ ସମର୍ଥନ କଲେ

ବିବାଦରେ ଫସିଥିବା ନୂପୁର ଶର୍ମାଙ୍କୁ ସମର୍ଥନ କରିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନାର ଅଧ୍ୟକ୍ଷ ରାଜ୍‌ ଠାକରେ । ପ୍ରଫେଟ୍ ମହମ୍ମଦଙ୍କ ଉପରେ ବୟାନ ଦେଇ ବିବାଦରେ ଫସିଥିବା ନୂପୁର ଶର୍ମାଙ୍କୁ ରାଜଙ୍କ ସମର୍ଥନ ମିଳିଛି । ବିଜେପିରୁ ନିଲମ୍ୱିତ ହୋଇଥିବା ନୂପୁରଙ୍କୁ ସମର୍ଥନ ରାଜ

ସିଡନୀ ଠାରେ ଉଚ୍ଚ ଶିକ୍ଷା ସଂସ୍ଥାନ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଡନୀ ଠାରେ ବିଭିନ୍ନ ସ୍କୁଲ୍‌, ଉଚ୍ଚ ଶିକ୍ଷା ସଂସ୍ଥାନ ଏବଂ କୌଶଳ ପ୍ରଶିକ୍ଷଣ ସଂସ୍ଥା ଗୁଡିକର ପରିଦର୍ଶନ କରିଛନ୍ତି । ଶ୍ରୀ ପ୍ରଧାନ ଶିକ୍ଷା, ଗବେଷଣା, ଏବଂ କୌଶଳ ପ୍ରଶିକ୍ଷଣ କ୍ଷେତ୍ରରେ ଦ୍ୱିପାକ୍ଷିକ

ହୃଦଘାତରେ ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ

ଟିକଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ହୃଦଘାତରେ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ତାଙ୍କ ଅଫିସ ସହଯୋଗୀଙ୍କ ସହ ସେ ମୃତ୍ୟୁ ବେଳକୁ ଗୋଆରେ ଥିଲେ । ଟିକଟକ କରି ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ସେନାଲି ୨୦୧୯ରେ ବିଜେପି