RBI ଗଭର୍ନର ଶକ୍ତିକାନ୍ତ ଦାସ ଅସୁସ୍ଥ
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଭଗର୍ନର ଶକ୍ତିକାନ୍ତ ଦାସ ଅସୁସ୍ଥ ଥିବା ଖବର ମିଳିଛି। ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସିଡିଟି ସମସ୍ୟା ଯୋଗୁ ତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିବା ସୂଚନା ମିଳିଛି। ଆସନ୍ତା ୨-୩ ଘଣ୍ଟା ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯିବ…