Browsing Tag

#india

ଗେହଲଟ ଓ ପାଇଲଟଙ୍କ ପୁଣି ବିବାଦ!

ରାଜସ୍ଥାନ: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ସଚିନ ପାଇଲଟ୍ ମଧ୍ୟରେ କ୍ଷମତା କନ୍ଦଳ ନୂଆ କଥା ନୁହେଁ । ଦୁଇ ବର୍ଷ ହେଲା ଏ ଦୁହିଁକ ମଧ୍ୟରେ ଚୈାକିକୁ ନେଇ ବିବାଦ ବଢିବାରେ ଲାଗିଛି । ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ କରାଯିବ କହି 4 ବର୍ଷ ବିତିଯାଇଥିଲେ ମଧ୍ୟ ଗେହଲୋଟ ଗାଦି

ଗୁଜରାଟ ନିର୍ବାଚନ ନେଇ ତାରିଖ ଘୋଷଣା

ଡିସେମ୍ବର ୧ ଓ ୫ରେ ଗୁଜରାଟରେ ହେବ ବିଧାନସଭା ନିର୍ବାଚନ । ଗୁଜରାଟ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ମୁଖ୍ୟନିର୍ବାଚନ ଆୟୋଗ ରାଜୀବ କୁମାର ପ୍ରେସମିଟରେ ଏନେଇ ତାରିଖ ଘୋଷଣା କରିଛନ୍ତି । ୩୩ ଜିଲ୍ଲାରେ ଚଳିତ ନିର୍ବାଚନରେ ୪ କୋଟି ୯୦ ଲକ୍ଷ ଭୋଟର ରହିଛନ୍ତି । ମତଦାନକୁ ଆଖିରେ ରଖି ୫୧

ଦିଲ୍ଲୀର ବସ୍ତିବାସିନ୍ଦାଙ୍କୁ ୩୦୨୪ ବାସଗୃହ ମିଳିଲା

ଭୂମିହୀନ କ୍ୟାମ୍ପରେ ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ଘରର ଚାବି ହସ୍ତାନ୍ତର କରାଯାଇଛି ନୂଆଦିଲ୍ଲୀ: ଦିଲ୍ଲୀରେ ବସବାସ କରୁଥିବା ବସ୍ତିର ଲୋକମାନଙ୍କୁ ପକ୍କା ଘର ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଏକ କ୍ୟାମ୍ପ କରି ଏହି ଲୋକମାନଙ୍କୁ ଚାବି ଦିଆଯାଇଛି ।

ଆଜିଠୁ ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୧୧ଟାରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଙ୍କ ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଭିସିଙ୍କ ନୂତନ ଅଭିଯୋଗ ପରିଚାଳନା ସିଷ୍ଟମ ପୋର୍ଟାଲ

ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ, ୫ ରନରେ ହାରିଲା ବାଂଲାଦେଶ

ସୂର୍ଯ୍ୟକୁମାର ନମ୍ବର ଏକ ବ୍ୟାଟସମ୍ୟାନ ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ, ୫ ରନରେ ହାରିଲା ବାଂଲାଦେଶ । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍‌ ଇଣ୍ଡିଆ । ଓପନର୍‌ ଲୋକେସ ରାହୁଲ ଏବଂ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୮୪ ରନ ।

ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା

ଖୁବ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ । ଏହାପୂର୍ବରୁ କେନ୍ଦ୍ର କରିଛି ବଡ ଘୋଷଣା । କେନ୍ଦ୍ର ଗୃହମନ୍ତ୍ରଣାଳୟ ଦ୍ୱାରା ଜାରି ନୋଟିଫିକେସନ୍ ମୁତାବକ, ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଆସି ଗୁଜୁରାଟର ଦୁଇ ନିର୍ଦ୍ଦିଷ୍ଟ ଜିଲ୍ଲାରେ ରହୁଛନ୍ତି

ଦୁର୍ଘଟଣାସ୍ଥଳକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଗୁଜୁରାଟରେ ମୋରବୀରେ ଝୁଲାପୋଲ ଦୁର୍ଘଟଣାକୁ ୨୪ଘଣ୍ଟା ନପୁରୁଣୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଗୁଜୁରାଟ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଟିକେଟ୍ ବିକ୍ରେତା, ସୁରକ୍ଷାକର୍ମୀ ଏବଂ ମରାମତି ଓ ନବୀକରଣ କାର୍ଯ୍ୟ କରୁଥିବା ଓରେଭା

ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି

ଆଜି ସର୍ଦ୍ଦାଲ ବଲ୍ଲଭାଇ ପଟେଲଙ୍କ ଜୟନ୍ତୀ। ଏହି ଅବସରରେ ଷ୍ଟାଚ୍ୟୁ ଅଫ ୟୁନିଟିରେ ପହଞ୍ଚି ପଟେଲଙ୍କ ଭବ୍ୟ ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ମୋଦି କେୱଡିଆ ପରେଡ ଗ୍ରାଉଣ୍ଡରେ ରାଷ୍ଟ୍ରୀୟ ଏକତା ଦିବସ ପରେଡ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ଜମ୍ମୁକଶ୍ମୀର ପୁଲିସ ୟୁରୋପରେ ପରିଚାଳିତ ହେଉଥିବା ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ କରିଛି

ୟୁରୋପରେ ପରିଚାଳିତ ହେଉଥିବା ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ କରିଛି ଜମ୍ମୁକଶ୍ମୀର ପୁଲିସ। ଏଥିସହ ଜମ୍ମୁକୁ ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଫଠାଇବାରେ ସମ୍ପୃକ୍ତ ଥିବା ଦୁଇ ସଦସ୍ୟଙ୍କୁ ପୁଲିସ ଗିରଫ ମଧ୍ୟ କରିଛି।ଡୋଡାର ଚାନ୍ଦ ବୋଷ ଓ ଜମ୍ମୁର

ଝୁଲାପୋଲ ଛିଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୩୨ କୁ ବୃଦ୍ଧି

ଗୁଜରାଟରେ ମୋର୍ବିରେ ଝୁଲା ପୋଲ ଛିଡିଯିବା ଘଟଣାରେ ମୃତ୍ୟୁସଂଖ୍ୟା ୧୩୨ କୁ ବୃଦ୍ଧି ପାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢିବାରେ ବୋଳି ଆଶଙ୍କା କରାଯାଉଛି । ୧୭୭ ଜଣଙ୍କୁ ଆହତଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି ।