ଦାଉଦ ଇବ୍ରାହିମର ଭାଇ ଘରେ ଇଡି
ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକର ଘରେ ପଶିଲା ଇଡି । ମନି ଲଣ୍ଡ୍ରିଂ ମାମଲାରେ ଏହି ରେଡ କରି କାସକରର ଗୋଟିଏ ଫ୍ଲାଟକୁ ଜବତ କରିଛି । ଏହି ଫ୍ଲାଟଟି ପୁଣେରେ ରହିଛି । ଖାଲି କାସକର ନୁହେଁ ତାର ସହଯୋଗୀ ଘରେ ମଧ୍ୟ ରେଡ କରୁଛି ଇଡି ।
ଦାଉଦ ଭାରତ…