Browsing Tag

#india

ଗରମପାଣି ଶରୀରର ମେଟାବୋଲିକ ହାରରେ ସୁଧାର ଆଣିଥାଏ

ଶୀତଦିନେ ସାଧାରଣତ ଆମ ସମସ୍ତଙ୍କର ପାଣିକୁ ନେଇ ଟିକେ ଡର ଥାଏ । ପାଣିରେ ଗାଧୋଇବା ଠାରୁ ଆରମ୍ଭ କରି ପାଣି ପିଇବା ଯାଏଁ । ଶୀତଦିନେ ଲୋକେ କମ୍  ପାଣି ପିଅନ୍ତି । ଶୀତଦିନେ ପାଣି କମ୍ ପିଇବା ଦ୍ୱାରା ଖାଦ୍ୟ ଠିକରେ ହଜମ ହୋଇ ନଥାଏ । ହେଲେ ଆପଣ ଗରମ ପାଣି ପିଇ ଏହି ସମସ୍ୟାକୁ ସମାଧାନ…

୨୨ ଲଘୁଚାପ

ମାଲାକ୍କା ସମୁଦ୍ର ମଧ୍ୟ ଅଂଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮କି.ମି. ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି।…

ଆଜିର ରାଶିଫଳ

ମେଷ: ସ୍ବୟଂ ସିଦ୍ଧ ହେବେ। ଅନନ୍ୟ ପ୍ରତିଭା ସମ୍ପନ୍ନ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନ ଲାଭ ହେବ। ସତ୍ୟଂ ବଦ, ଧର୍ମଚର ନୀତିକୁ ଆପଣେଇ ନେଇପାରନ୍ତି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ବୃଷ: ଉଦାର ଚେତା, ଉଦାରଚରିତ ଓ ଉଦାର ସ୍ବଭାବ ସମ୍ପନ୍ନ ହେବେ। ମାତୃ ସେବା ବ୍ରତ ଆଚରଣ…

ମାହିକା ଶର୍ମାଙ୍କ ସହିତ ନିର୍ବନ୍ଧ କଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି । ନତାଶାଙ୍କ ଠାରୁ ଛାଡପତ୍ର ପରେ, ହାର୍ଦ୍ଦିକଙ୍କ ନାମ ଅଭିନେତ୍ରୀ, ମଡେଲ ଏବଂ ଫିଟନେସ୍ କଣ୍ଟେଣ୍ଟ କ୍ରିଏଟର ମାହିକା ଶର୍ମାଙ୍କ ସହ ଯୋଡା ଯାଉଛି। କିଛି ଦିନ ପୂର୍ବରୁ, ଦୁହେଁ ସୁନ୍ଦର ଫଟୋ ସେୟାର…

ଇଣ୍ଡୋନେସିଆର ସୁମେରୁ ଆଗ୍ନେୟଗିରିରୁ ଲାଭା, ପାଉଁଶ ଓ ଗ୍ୟାସ୍ ଉଦଗୀକରଣ ଆରମ୍ଭ

ଇଣ୍ଡୋନେସିଆର ସୁମେରୁ ଆଗ୍ନେୟଗିରିରୁ ଲାଭା, ପାଉଁଶ ଓ ଗ୍ୟାସ୍ ଉଦଗୀକରଣ ଆରମ୍ଭ ହୋଇଛି ।  ପ୍ରାୟ ୫ କିଲୋମିଟରରୁ ଅଧିକ ଉଚ୍ଚ ପର୍ଯ୍ୟନ୍ତ ଆକାଶରେ ବ୍ୟାପି ଯାଇଛି ଉତ୍ତପ୍ତ ପାଉଁଶ । ଉତ୍ତପ୍ତ ଲାଭା ପ୍ରବାହ ଯୋଗୁ ବହୁ ଅଞ୍ଚଳ ପ୍ରଭାବିତ ହୋଇଛି । ଆକାଶରେ ପାଉଁଶ ବ୍ୟାପି ଯିବାରୁ ଅଞ୍ଚଳ ଏକ…

ଶପଥ ନେଲେ ନବ ନିର୍ବାଚିତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ନବ ନିର୍ବାଚିତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ  ବିଧାୟକ ଭାବେ  ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଗୁରୁବାର ମଧ୍ୟାହ୍ନରେ ବାଚସ୍ପତି ସୁରମା ପାଢୀ  ତାଙ୍କ ଶପଥ ପାଠ କରାଇଛନ୍ତି ।   ଶପଥ ଗ୍ରହଣ ଉତ୍ସବରେ ଢୋଲକିଆଙ୍କ ମା, ପତ୍ନୀଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।  ଜୟ…

ଭାରତର ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କର ସମ୍ପତ୍ତି ଆଟାଚ୍ କରିଛି ଇଡି

ଅନିଲ ଅମ୍ବାନୀଙ୍କୁ ଇଡି ଝଟ୍‌କା । ଭାରତର ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କର ସମ୍ପତ୍ତି ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରିଲାଏନ୍ସ ଗ୍ରୁପ୍ ଚେୟାରମ୍ୟାନ୍ ଅନୀଲ ଅମ୍ବାନୀଙ୍କର ନଭି ମୁମ୍ବାଇ, ଚେନ୍ନାଇ ଓ ପୁଣେରେ ଥିବା ସମ୍ପତ୍ତି ଆଟାଚ୍ କରିଛି ଇଡି । ଲୋନ୍ ଠକେଇ ଓ ମନି…

ଆଜି ବିଧାୟକ ଭାବେ ଶପଥ ନେବେ ଜୟ ଢୋଲକିଆ

ଶପଥ ନେବେ ଜୟ ଢୋଲକିଆ । ବିଧାୟକ ଭାବେ ଆଜି ପଦ ଓ ଗୋପନୀୟତାର ଶପଥ ନେବେ ଜୟ ଢୋଲକିଆ । ଗୁରୁବାର ମଧ୍ୟାହ୍ନ ବାଚସ୍ପତି ସୁରମା ପାଢୀ ଜୟ ଢୋଲକିଆଙ୍କ ଶପଥ ପାଠ କରାଇବେ । ୨୦୨୪ ବିଧାନସଭା ନିର୍ବାଚନରେ ରାଜେନ୍ଦ୍ର ଢୋଲକିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୨୫ ମସିହାରେ…

ଆଜିଠୁ ପୁଣି ନୀତୀଶ  ସରକାର, ଶପଥ ଗ୍ରହଣ କଲେ ନୀତୀଶ କୁମାର

ବିହାରରେ ଆଜିଠୁ ପୁଣି ନୀତୀଶ  ସରକାର । ୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର । ଶପଥ ସମାରୋହ ପାଇଁ ସଜେଇ ହୋଇଛି ପଟନା ଗାନ୍ଧୀ ମଇଦାନ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ସାମିଲ ହୋଇଛନ୍ତି । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର…

ଆଜି ୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର

ବିହାରରେ ଆଜିଠୁ ପୁଣି ନୀତୀଶ ସରକାର । ୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବେ । ଶପଥ ପାଠ…