ଅନୁଭବ ମହାନ୍ତିଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘କର୍ମ’ ଓଟିଟି ମଞ୍ଚ ‘ଆଓ ନେକ୍ସଟ୍’ରେ ରିଲିଜ ହୋଇଛି
ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ଅନୁଭବ ମହାନ୍ତିଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘କର୍ମ’ ଓଟିଟି ମଞ୍ଚ ‘ଆଓ ନେକ୍ସଟ୍’ରେ ରିଲିଜ ହୋଇଛି। ୨୦୨୪ ପୂଜାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ଅନୁଭବ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ଥିଲେ ସୂର୍ଯ୍ୟମୟୀ।…