Browsing Tag

#india

ସମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ, ଆସନ୍ତା କାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ…

ସମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ମଧୁମିତା। ଆନ୍ଧ୍ର ପ୍ରଦେଶର ମଛିଲିପାଟଣା ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଯାହାର ପ୍ରଭାବ ପଡିବା ନେଇ ଗଜପତି…

ବିହାରରେ ଯଦି ଏନଡିଏ ସରକାର ଗଠନ କରେ, ତେବେ ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ରହିବେ

ବିହାରରେ ଯଦି ଏନଡିଏ ସରକାର ଗଠନ କରେ, ତେବେ ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ରହିବେ । ଏନେଇ ବିହାରର ଉପ-ମୁଖ୍ୟମନ୍ତ୍ରୀ ଥିବା ସମ୍ରାଟ ଚୌଧୁରୀ ସ୍ପଷ୍ଟ କରିଛନ୍ତି । କହିଛନ୍ତି, ଯଦି ଆଗାମୀ ନିର୍ବାଚନରେ ଏନଡିଏ ସତ୍ତାକୁ ଫେରୁଛି, ତେବେ ନୀତିଶ ହିଁ ମୁଖ୍ୟମନ୍ତ୍ରୀ ରହିବେ । ସେ ଆହୁରି…

ଫୁସ୍‌ଫୁସ୍‌ର ଉଚିତ୍ ଯତ୍ନ କିପରି ନେବେ

ଦୀପାବଳିରେ ଫୁଟାଯାଉଥିବା ବାଣ ଆମ ପ୍ରକୃତି ପାଇଁ ତ ବିପଦ ଆଣେ, ହେଲେ ଆପଣ ଜାଣନ୍ତି କି ସବୁଠାରୁ ଅଧିକ ପ୍ରଭାବିତ ହୁଏ ଆମ ନିଜର ଫୁସ୍‌ଫୁସ୍‌। ବାଣରୁ ବାହାରୁଥିବା ବିଷାକ୍ତ ଧୂଆଁ ଆମ ଫୁସ୍‌ଫୁସ୍‌କୁ ଦୁର୍ବଳ କରିଥାଏ। ତେବେ ଆମେ ଆଜି ଜାଣିବା ଫୁସ୍‌ଫୁସ୍‌ର ଉଚିତ୍ ଯତ୍ନ କିପରି ନେବା।…

ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେଉଛି, ୨୭ରୁ ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ…

ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସୃଷ୍ଟି ସୁଦୃଶ ଲଘୁଚାପ ଶନିବାର ପୂର୍ବାହ୍‌ଣରେ ଅବପାତର ରୂପ ନେଇଛି। ଶନିବାର ସକାଳ ସାଢ଼େ ୫ଟା ସମୟରେ ଏହି ଅବପାତ ସୃଷ୍ଟି ହୋଇଛି। ଅକ୍ଟୋବର ୨୭ ତାରିଖରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ…

ଆଜିର ରାଶିଫଳ

ମେଷ: ରବି, ସୋମ ଓ ମଙ୍ଗଳବାର ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ବୁଧ ଓ ଗୁରୁବାର ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଶୁକ୍ର ଓ ଶନିବାର ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ବୃଷ: ରବି, ସୋମ ଓ ମଙ୍ଗଳବାର ଜୀବନସାଥୀ ସହିତ…

ବିଜେପି ସରକାରକୁ ପୁରିଛି ଦେଢବର୍ଷ, ନୂଆପଡା ସରକାରଙ୍କ ପାଇଁ ପ୍ରଥମ ଅଗ୍ନିପରୀକ୍ଷା

ବିଜେପି ସରକାରକୁ ପୁରିଛି ଦେଢବର୍ଷ । ଏହି ଦେଢବର୍ଷରେ ସରକାର ଅନେକ ବାଧାବିଘ୍ନ ଓ ବିବାଦକୁ ଅତିକ୍ରମ କରିଛନ୍ତି । ଲୋକପ୍ରିୟ ଯୋଜନା ଆଣିଲୋକଙ୍କ ଆସ୍ଥାଭାଜନ ହୋଇଛନ୍ତି । ଏବେ ନୂଆପଡା ସରକାରଙ୍କ ପାଇଁ ପ୍ରଥମ ଅଗ୍ନିପରୀକ୍ଷା ହେବାକୁ ଯାଉଛି । ୨୪ ବର୍ଷର ବିଜେଡି ସରକାରକୁ ଗାଦିରୁ ହଟାଇ…

ରାଜ୍ୟ କ୍ୟାବିନେଟ ବୈଠକ – ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ

ରାଜ୍ୟ କ୍ୟାବିନେଟର ୨୯ତମ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍‌ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ‌ବୈଠକ ପରେ…

ବିହାରରେ  ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛି ବିଜେପି , ଦିନକରେ ତିିନି ସ୍ଥାନରେ ଅମିତ ଶାହଙ୍କ…

ସବୁ ଦଳ ଓ ମେଣ୍ଟଙ୍କ ଜୋରଦାର କସରତ୍ । ବିହାରରେ  ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛନ୍ତି । ଏନଡିଏ ଓ ମହାଗଠବନ୍ଧନ ମଧ୍ୟରେ ପ୍ରଚାରର ମହାଭାରତ ଯୁଦ୍ଧ ଲାଗିଯାଇଛି । ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଖଗଡ଼ିଆ, ମୁଙ୍ଗେର ଓ ନାଳନ୍ଦାରେ…

ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କରିଛି ଭାରତ

ଭାରତର ଦୁଇ ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା (Rohit sharma) ଓ ବିରାଟ କୋହଲି(Virat Kohli)ଙ୍କ ଦମଦାର ଇନିଂସ ବଳରେ ୩ୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କରିଛି ଭାରତ । ରୋହିତ ଏକ ବିସ୍ଫୋରକ ଶତକ ଅର୍ଜନ କରିଥିବାବେଳେ ବିରାଟ ୭୪ ରନର ପାଳି ଖେଳିଥିଲେ । ତେବେ ପ୍ରଥମ…

ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ

ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର । ମୁକାବିଲା ପାଇଁ ପୂରା ପ୍ରସ୍ତୁତ ସରକାର । ରାଜୀବ ଭବନରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଲିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । କେମିତି ବାତ୍ୟା ମୋନ୍ଥାକୁ…