Browsing Tag

#india

୧୦ ରାଜ୍ୟକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ସମଗ୍ର ଦେଶର ମୌସୁମୀ ବିଦାୟ ନେଉଥିବା ବେଳେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ୧୦ ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଏହି ସମୟରେ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡିର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ…

ବାବା ସିଦ୍ଦିକିଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ଘଟଣାରେ ମୁମ୍ବାଇର କ୍ରାଇମବ୍ରାଞ୍ଚ ଟିମର ଛାନଭିନ୍। ବର୍ତ୍ତମାନ ସୁଦ୍ଧା ୩ ଗିରଫ, 28 ଗୁଳି ଜବତ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅନ୍ତିମ ଶୋଭାଯାତ୍ରାରେ ସାମିଲ ହେଲେ ଅନେକ ରାଜନେତା…

ଜମ୍ମୁ-କଶ୍ମୀରରେ ଉଚ୍ଛେଦ ହେଲା ରାଷ୍ଟ୍ରପତି ଶାସନ

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ସରିବା ପରେ ଏବେ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ଏହା ସହ ଏଠାରେ ୬ ବର୍ଷ ଧରି ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ ଏବେ ଉଚ୍ଛେଦ ହୋଇଛି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇଛି। ଏନ୍‌ସି ମେଣ୍ଟକୁ…

ହରମନପ୍ରୀତ ସିଂହଙ୍କୁ ୭୮ ଲକ୍ଷରେ କିଣିଲା ସୁରମା ହକି କ୍ଲବ

ଆରମ୍ଭ ହୋଇଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ) ୨୦୨୪ର ନିଲାମୀ ପ୍ରକ୍ରିୟା। ଦିଲ୍ଲୀଠାରେ ଅକ୍ଟୋବର ୧୩, ୧୪ ଓ ୧୬ ତାରିଖରେ ଏହି ନିଲାମୀ କରାଯିବ । ଏହି ନିଲାମୀ ପ୍ରକ୍ରିୟାରେ ଏକ ହଜାର ଖେଳାଳି ସାମିଲ ହେବେ । ସେଥିମଧ୍ୟରେ ୪୦୦ ଘରୋଇ ପୁରୁଷ ଖେଳାଳି, ୧୫୦ ଓଭରସିଜ୍ ପୁରୁଷ ଖେଳାଳି ଓ ୨୫୦…

ମହମ୍ମଦ ସିରାଜ ଡିଏସପି ହେବାପରେ ପୋଷ୍ଟ ସେୟାର କରି ଶୁଭେଚ୍ଛା ଜଣାଇଲେ ଋଷଭ

ଭାରତୀୟ ଦଳର ଅଭିଜ୍ଞ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ତେଲେଙ୍ଗାନାର ଡିଏସପି ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।  ମହମ୍ମଦ ସିରାଜଙ୍କୁ  ଅକ୍ଟୋବର ୧୧ରେ ତେଲେଙ୍ଗାନାର ଡିଏସପି ଭାବରେ ନିଯୁକ୍ତ କରାଯାଇଛି। କେବଳ ଏତିକି ନୁହେଁ ସେ ଆଜି  ତେଲେଙ୍ଗାନା…

ସାତ ଦିନିଆ ବିଦେଶ ଗସ୍ତ କରିବେ ମହାମହିମ ରାଷ୍ଟ୍ରପତି

ସାତ ଦିନିଆ ବିଦେଶ ଗସ୍ତରେ ମହାମହିମ ରାଷ୍ଟ୍ରପତି । ଆଲଜେରିଆ ଅଭିମୁଖେ ଗସ୍ତ କରିଛନ୍ତି ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ । ଆଲଜେରିଆ ପରେ ରାଷ୍ଟ୍ରପତି ମାରିଟନିଆ ଓ ମାଲାୱି ଗସ୍ତ କରିବେ । ଏହା ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ପ୍ରଥମ ଆଫ୍ରିକୀୟ ରାଷ୍ଟ୍ର ଗସ୍ତ । ଆଲଜେରିଆ ରାଷ୍ଟ୍ରପତି…

ବିଶାଖାପାଟଣାରେ ଯୁଦ୍ଧ କୈାଶଳ ଶିକ୍ଷା କରୁଛନ୍ତି ଯବାନ

ବିଶାଖାପାଟଣାରେ ମାଲାବାର ନୌସେନାଭ୍ୟାସ ଜାରି ରହିଛି। ମିଳିତ ସମରାଭ୍ୟାସରେ ଭାରତ ନୌସେନା ସହ ଜାପାନ ସେନା ଯୋଗ ଦେଇଛି । ସେହିପରି  ଆମେରିକା ଓ ଅଷ୍ଟ୍ରେଲିଆ ନୌସେନା ଏଥିରେ ସାମିଲ ହୋଇଛନ୍ତି । ଆଧୁନିକ ଅସ୍ତ୍ରଶସ୍ତ୍ର ସହ ଯବାନମାନେ ଯୁଦ୍ଧ କୈାଶଳ ଶିକ୍ଷା କରୁଛନ୍ତି ।  ଇଷ୍ଟର୍ଣ୍ଣ…

ହିରୋ ବନିଲେ ସାମସନ: ବାଂଲାଦେଶକୁ ହରାଇଲା ଟିମ୍ ଇଣ୍ଡିଆ

ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ସାମସନଙ୍କ ଧୁଆଁଧାର ବ୍ୟାଟିଂରେ ଘାଇଲା ହୋଇଛି ବାଂଲାଦେଶ ।  ୩ୟ ଟି-୨୦ରେ ବାଂଲାଦେଶକୁ ୧୩୩ ରନରେ ହରାଇ ବିପୁଳ ବିଜୟ ହାସଲ କରିଛି ଭାରତ ।  ଭାରତ ପକ୍ଷରୁ ବାଂଲାଦେଶ ଆଗରେ ୨୯୮ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ବାଂଲାଦେଶ…

କେବେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଏବ ସିଂ ସାଇନି ?

ହରିୟାଣାର ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଏହାକୁ ନେଇ କଂଗ୍ରେସକୁ ଟ୍ରୋଲ କରୁଛନ୍ତି ସାଧାରଣ ଜନତା । ଜିତୁ ଜିତୁ କିପରି ହାରିଲା କଂଗ୍ରେସ ତାକୁ ନେଇ ଚର୍ଚ୍ଚା ହେଉଛି । ତେବେ ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏହା…

ବିଜୟା ଦଶମୀରେ ବଡ଼ କଥା କହିଲେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସରସଂଘଚାଳକ

ଦେଶର ବିକାଶ ପାଇଁ ହିନ୍ଦୁମାନଙ୍କୁ ଏକ ହେବାକୁ ପଡ଼ିବ ବୋଲି କହିଛନ୍ତି ପରମ ପୁଜନୀୟ ଡକ୍ଟର ମୋହନ ଭାଗବତ । ସେ  କହିଛନ୍ତି ସାରା ବିଶ୍ବରେ ଭାରତର ପ୍ରତିଷ୍ଠା ବଢିଛି । ଆଗକୁ ବଢୁଛି ଭାରତ । ଭାରତ ଧାର୍ମିକ ମାର୍ଗରେ ପରିଚାଳିତ ହେବ  । ବିଶ୍ବରେ ଯୁଦ୍ଧ ଲାଗି ରହିଛି । ଭାରତ କିନ୍ତୁ ଶାନ୍ତି…